“ଜନ୍ମାଷ୍ଟମୀ” ତୁଳସୀର ପତ୍ର ଚୁପଚାପ ରଖିଦିଅନ୍ତୁ ଏହି ଜାଗାରେ ଆପଣଙ୍କ 7ପୁରୁଷ ବି ଘରେ ବସି ଚାଲିପାରିବେ ସତଜନ୍ମ |

ବନ୍ଧୁଗଣ ତୁଳସୀ ଆମ ସମସ୍ତଙ୍କ ଘରେ ଥାନ୍ତି ଆମେ ସବୁଦିନ ସକାଳେ ତୁଳସୀଙ୍କୁ ପାଣି ଦେଇ ପୂଜା କରୁ ଏବଂ ସନ୍ଧ୍ୟାରେ ତୁଳସୀଙ୍କୁ ଦୀପ, ଧୂପ ଦେଇଥାଉ | ତୁଳସୀର ପ୍ରଭାବ ଏତେ ହୋଇଥାଏ ଯେ ଆମେ ଯଦି ତୁଳସୀ ପ୍ରଭାବରୁ ଆମ ମାନଙ୍କର ସମ୍ପୂର୍ଣ ଘରେ ସୁଖ-ସମୃଦ୍ଧି ଭରିହୋଇଯାଏ | ଘରେ ଧନର ବୃଦ୍ଧି ହୋଇଥାଏ | ଭଗବାନ ବିଷ୍ଣୁ ଆଉ ମାତା ଲଷ୍ମୀଙ୍କର କୃପା ସବୁବେଳେ ସେହି ଘରେ ରହିଥାଏ ଯେଉଁ ଘରେ ନିୟମିତ ଭାବେ ତୁଳସୀଙ୍କର ପୂଜା କରାଯାଏ | ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଲାଗି ରହିବ |

ଏହି ସବୁ ଉପାୟ କରିବା ଦ୍ୱାରା ମନ ଚାହୁଁଥିବା କାର୍ଯ୍ୟ, ବର ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ | ଏହା କରିବା ଦ୍ୱାରା ଆମ ଘରେ ଥିବା ଯେକୌଣସି ପ୍ରକାରର ନକାରାତ୍ମକ ଉର୍ଜା ଥାଏ ତାହା ମଧ୍ୟ ଚାଲିଯାଏ | ମନରେ ଯେକୌଣସି ପ୍ରକାରର ନକାରାତ୍ମକ ଉର୍ଜା ଥାଏ ତାହା ମଧ୍ୟ ଦୂର ହୋଇଯାଏ | ଏହି ଉପାୟ କରିବା ବହୁତ ସହଜ ହୋଇଥାଏ ଏବଂ ଏହା କରିବା ଦ୍ୱାରା ଆମ ଜୀବନରେ ଥିବ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ | ଏହି ସବୁ ଉପାୟ ଧର୍ମ ଗ୍ରନ୍ଥରେ ବର୍ଣନା କରାଯାଇଛି |

ବନ୍ଧୁଗଣ ତୁଳସୀ ସମସ୍ତଙ୍କ ଘରେ ଥାଏ ଏବଂ ତୁଳସୀ ଆମ ଘର ପାଇଁ ବହୁତ ଶୁଭ ମଧ୍ୟ ହୋଇଥାଏ ଆଉ ଆମେ ଯଦି ଏହି ସବୁ ଉପାୟ କରିବା ତେବେ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତ ହେବ | ଏବଂ ଆପଣ ଏହାକୁ ସମ୍ପୂର୍ଣ ନିଷ୍ଠାର ସହକାରେ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ | ପ୍ରଥମ ଉପାୟ ଯଦି ଆମ ବ୍ୟବସାୟ ଭଲ ଚାଲୁନି, ଆମ ବ୍ୟବସାୟରେ ଲାଭ ହେଉନାହିଁ, ଆମର କୋୖଣସି ଉନତି ହେଉନାହିଁ | ତେବେ ଆମେ କଣ କରିବା | ଏହି ସମୟରେ ଆମେ ଆପଣଙ୍କୁ କହିରଖିଛୁ ଯେ ଏହି ସବୁ କାମରେ ତୁଳସୀର ବହୁତ ଚମତ୍କାର ଶକ୍ତି ହୋଇଥାଏ |

ଯଦି ଆପଣ ତୁଳସୀକୁ ନେଇ ଏକ ହଳଦିଆ କପଡାରେ ଗୁରାଇ ନେଇ ଯେଉଁଠି ଆପଣ ପଇସା ସେହିଠାରେ ରଖିଦିଅନ୍ତୁ ଏବଂ ଆପଣ ନିଜେ ହିଁ ଆସ୍ତେ ଆସ୍ତେ ଜାଣିପାରିବେ ଯେ ଆପଣଙ୍କ ବ୍ୟାପାରରେ ବହୁତ ଲାଭ ହେବାକୁ ଲାଗିବ | ଆପଣଙ୍କର ସବୁ ଚିନ୍ତା ସବୁ ସମସ୍ୟା ଦୂର ହୋଇଯିବ | ଆପଣ ଏହି ଉପାୟକୁ କୋୖଣସି ଗୁରୁବାରରେ ବି କରିପାରିବେ କିନ୍ତୁ ଆପଣ ଯଦି ଏହାକୁ ଶୁକ୍ଲପକ୍ଷ ଗୁରୁବାର ଦିନ କରିବେ ତେବେ ଏହାର ପ୍ରଭାବ ବହୁତ ଜଲ୍ଦି କାର୍ଯ୍ୟ କାରି ହୋଇଯିବ |

ଯଦି ଆପଣ ଏହା ଚାହାଁନ୍ତି କି ଆପଣଙ୍କ ଘରେ ସବୁବେଳେ ଧନ ଲାଗିରହୁ ଆପଣଙ୍କ ଘରେ କୋୖଣସି ପ୍ରକାରର ସମସ୍ୟା ନ ଆସୁ କେବେ ବି ଆପଣଙ୍କ ପକେଟ ଖାଲି ନ ରହୁ ତେବେ ଆପଣଙ୍କୁ ଏହା କରିବାକୁ ହେବ କି ଆପଣଙ୍କୁ ସବୁବେଳେ ଏକ ତୁଳସୀ ପତ୍ରକୁ ନିଜ ପକେଟ କିମ୍ଭା ଆପଣ ସେହି ପତ୍ରକୁ ନିଜ ପର୍ସରେ ରଖନ୍ତୁ ଏବଂ ଯେତେବେଳେ ବି ସେ ପତ୍ର ଶୁଖିଯାଉଛି ସେତେବେଳେ ଆପଣ ତାହାକୁ ବଦଳାଇ ଅନ୍ୟ ଏକ ସତେଜ ପତ୍ର ଅଣି ପର୍ସରେ ରାକ୍ଷୀ ଦିଅନ୍ତୁ | ଯଦି ଆପଣ ଏମିତି ନିୟମିତ କରନ୍ତି ତେବେ ଆପଣଙ୍କ ପର୍ସ କେବେ ବି ଖାଲି ରହିବ ନାହିଁ | ଏବଂ ଆପଣଙ୍କର ପର୍ସ ଭରି ହୋଈ ରହିବ |

ବନ୍ଧୁଗଣ ଯଦି ଆପଣ ନିଜ ପିଲାର ଚିଡ଼ା ପଣରୁ ବେସ୍ତ ହୋଇଗଲେଣି ଯଦି ଆପଣଙ୍କ ପିଲା ପାଠ ପଢାରେ ଆସ୍ତେ ଆସ୍ତେ ତଳକୁ ଖସୁଛି ତେବେ ଯଦି ପାଠରେ ତାର ମନ ଲାଗୁନି ତେବେ ଏମିତି ଅବସ୍ଥାରେ ଆପଣ ନିଜ ପିଲାଙ୍କୁ ତୁଳସୀଙ୍କର ପୂଜା କରିବାକୁ ପ୍ରେରିତ କରିବା ଆବଶ୍ୟକ ଅଟେ | ତାଙ୍କୁ କୁହନ୍ତୁ କି ସବୁବେଳେ ସକାଳୁ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ |

ତୁଳସୀର 3ଟି ପତ୍ର ଆପଣ ସବୁବେଳେ ତାଙ୍କୁ ଢ଼ୋକିବାକୁ ଦିଅନ୍ତୁ | କାରଣ ତୁଳସୀକୁ କେବେ ବି ଚୋବେଇକି ଖାଇବା ଉଚିତ ନୁହେଁ | ଯଦି ଆମେ ତୁଳସୀ ପତ୍ରକୁ ଚୋବେଇକି ଖାଇବା ତେବେ ଆମ ଦାନ୍ତ ଖରାପ ହୋଇଯାଇଥାଏ | ଏବଂ ଏମିତି କରିବା ଦ୍ୱାରା ପିଲାର ପାଠ ପଢାରେ ମନ ଲାଗିଥାଏ | ଯେଉଁ ପିଲା ଅତ୍ୟନ୍ତ ମାତ୍ରାରେ ଛିଡ଼ୁଛି ତେବେ ଏହା କରିବା ଦ୍ୱାରା ତାରା ଚିଡ଼ା ପଣ ମଧ୍ୟ କମି ଯିବ

ଯଦି ଆପଣ ଗହମ ପେଷିକି ହିଁ ଅଟା ବ୍ୟବହାର କରନ୍ତି ତେବେ ଆପଣ ଗହମରେ ହିଁ 11ଟି ତୁଳସୀ ପତ୍ର ମିସାଇକି ଅଟା ପେଷିବାକୁ ଦିଅନ୍ତୁ | ଏବଂ ସେହିଥିରେ କିଛି ଚଣା ମଧ୍ୟ ପକେଇଦିଅନ୍ତୁ | ଯଦି ଆପଣ ଏହି ସବୁ ମିସେଇକି ଗହମ ପେଷିକି ଅଟା କରିକି ଖାଆନ୍ତି ତେବେ ଏହାର ପ୍ରଭାବ ବହୁତ ବେଶୀ ହୋଇଥାଏ |

କିନ୍ତୁ ଯଦି ଆପଣ ବାହାରୁ ଅଟା ପ୍ୟାକେଟ କିଣିକି ଅଣି ଖାଉଛନ୍ତି ତେବେ ଆପଣ ସେହି ଅଟା ପ୍ୟାକେଟରେ ହିଁ 11ଟି ତୁଳସୀ ପତ୍ର ପକେଇଦିଅନ୍ତୁ | ଏବଂ ଯଦି ଆପଣ ଏହିପରି ନିୟମିତ ଭାବେ ଏହି ଉପାୟ କରିବେ ତେବେ ନିଶ୍ଚିତ ଭାବରେ ଆପଣ ନିଜ ଘରେ ଅନେକ ଚମତ୍କାର ଦେଖିବାକୁ ପାଇବେ | ଆପଣ ଘରେ ପରିସ୍ଥିତିର ପରିବର୍ତ୍ତନ ହେବ | ଆପଣଙ୍କ ଘର ଲୋକଙ୍କ ବିଚରରେ ମଧ୍ୟ ପରିବର୍ତ୍ତନ ଆସିବ | ଏମିତି କରିବା ଦ୍ୱାରା ଆମ ଘରେ ଧନର ଆଗମନ ମଧ୍ୟ ହୋଇଥାଏ |

Leave a Reply

Your email address will not be published. Required fields are marked *