8ଟା ବାଜିଲା ପରେ ସ୍ନାନ କରୁଥିବା ମହିଳା ଏହି ପୋଷ୍ଟ ନିଶ୍ଚିତ ପଢନ୍ତୁ,ଗରୁଡ ପୂରାଣ..

ବନ୍ଧୁଗଣ ସ୍ନାନ କରିବା ପ୍ରତ୍ୟେକ ମନୁଷ୍ୟ ପାଇଁ ଜରୁରୀ ହୋଇ ଥାଏ,ଏବଂ ହିନ୍ଦୁ ଶାସ୍ତ୍ର ରେ ଯେଉଁ ବ୍ୟକ୍ତି ନିତ୍ୟ ସ୍ନାନ କରିଥାଏ ତାକୁ ବହୁତ ବଡ ପୁର୍ଣ୍ୟର ଭୋଗୀ ବୋଲି କୁହାଯାଏ | ସ୍ନାନ କରିବା ବ୍ୟକ୍ତି ପାଇଁ ଜରୁରୀ ହୋଇଥାଏ, କିଛି ଲୋକ ସକାଳୁ ଉଠି ସ୍ନାନ କରିଥାନ୍ତି ଯାହା ଠିକ ହୋଇଥାଏ କିନ୍ତୁ ଅନେକ ଲୋକ ସ୍ନାନ କରିବା ସରିବା ପରେ ବାଲ୍ଟି ରେ ଭରା ଥିବା ଜଳ କୁ ସେମିତି ଛାଡି ଦେଇଥାନ୍ତି ଯାହା ଭଲ ହୋଇନଥାଏ | ମାନ୍ୟତା ଅଛି ସ୍ନାନ କରିସାରିବା ପରେ ବାଲ୍ଟି କୁ ଓଲଟେଇକି ରଖିବା ଉଚିତ କାରଣ ସ୍ନାନ କରିଥିବା ଜଳ ରେ ଯଦି ଘର ର ଅନ୍ୟ କେହି ବ୍ୟକ୍ତି ସ୍ନାନ କରେ ତାଙ୍କ ଆୟୁ କମିଯାଇଥାଏ |

ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ | ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଭାଗ୍ୟର ଦାସ ହୋଇଥାନ୍ତି, ତେବେ ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ସକାରାତ୍ମକ ଆଉ ନକାରାତ୍ମକ ଉର୍ଜା ରହିଥାଏ | ତେବେ ଯଦି ସେହି ବ୍ୟକ୍ତିର ଖରାପ ସମୟ ଚାଲିଥାଏ ଆଉ ସେହି ବ୍ୟକ୍ତି ସ୍ନାନ କରିଥିବା ଜଳ ରେ ଘରର କୌଣସି ବ୍ୟକ୍ତି ସ୍ନାନ କରନ୍ତି ତେବେ ସେ ମଧ୍ୟ ପ୍ରଭାବିତ ହୋଇଥାନ୍ତି | ସେଥିପାଇଁ ସ୍ନାନ କରିସାରିବା ପରେ ସବୁ ପାଣି ଢାଳିଦିଅନ୍ତୁ ଏବଂ ବାଲ୍ଟି କୁ ଓଲଟେଇକି ରଖନ୍ତୁ |

ତେବେ ବନ୍ଧୁଗଣ ବ୍ୟକ୍ତି କୁ କେବେ ବି ନିଜ ଅନ୍ତବସ୍ତ୍ର ଅନ୍ୟ କାହାକୁ ଧୋଇବା ପାଇଁ ଦେବା ଉଚିତ ନୁହେଁ | ନିଜ ଅନ୍ତବସ୍ତ୍ର ନିଜେ ଧୋଇବା ଉଚିତ ହୋଇଥାଏ ବିଶେଷ କରି ପୁରୁଷ ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ | ମନେ ରଖନ୍ତୁ କେବେ ବି ରାତିରେ ଏହି ଅନ୍ତବସ୍ତ୍ର କୁ ଓଦା କରି ରଖିବେ ନାହିଁ ଏହା କରିବା ଦ୍ୱାରା ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରିଥାଏ | ତେବେ ମହିଳା ମାନେ ମଧ୍ୟ ନିଜ ଅନ୍ତବସ୍ତ୍ର ସ୍ୱୟଂ ଧୋଇବା ଉଚିତ ହୋଇଥାଏ |

ଅନେକ ଲୋକ ସ୍ନାନ କରି ସାରି ଆସିବା ପରେ ପୁଣି ଗୋଡ ଧୋଇଥାନ୍ତି,ଏମିତି କରିବା ଉଚିତ ହୋଇନଥାଏ | ହିନ୍ଦୁ ଧର୍ମ ରେ ସ୍ନାନ ଗୋଡ଼ରୁ ମୁଣ୍ଡ ଯାଏଁ କରାଯାଏ ତେବେ ଏହିପରି ଆପଣ ପୁଣି ଅଶୁଦ୍ଧ ହୋଇଯାନ୍ତି | ବନ୍ଧୁଗଣ ସ୍ନାନ କରିବା ସମୟ ରେ ମୌନ ରହିବା ଉଚିତ ନୁହେଁ, ବୈଜ୍ଞାନିକ କାରଣ ଦୃଷ୍ଟି ରୁ ମଧ୍ୟ ଏମିତି କରିବା ଠିକ ନୁହେଁ | ହିନ୍ଦୁ ଧର୍ମ ରେ ମାନ୍ୟତା ଅଛି ସ୍ନାନ କରିବା ସମୟରେ ବ୍ୟକ୍ତି କୁ ମନ୍ତ୍ର ଜପ କରିବା ଉଚିତ |

ସ୍ନାନ କରି ସାରି ଆସିବା ପରେ ମହିଳାଙ୍କୁ ତୁରନ୍ତ ସିନ୍ଦୁର ଲଗେଇବା ଉଚିତ ନୁହେଁ | ଆପଣ ମୁଣ୍ଡ ଶୁଖିଲା ପରେ ଲଗେଇ ପାରିବେ ଓଦା ଥିବା ସମୟରେ ଲଗେଇବା ଦ୍ଵାରା ସିନ୍ଦୁରର ଅପମାନ ହୋଇଥାଏ ଏବଂ ସ୍ୱାମୀଙ୍କର ଆୟୁ କମିଯାଇଥାଏ | ସ୍ନାନ କରିସାରିବା ପରେ କୌଣସି ଲୁହା ଜିନିଷ ଧରିବା ଉଚିତ ନୁହେଁ | ବନ୍ଧୁଗଣ ସ୍ନାନ କରିସାରିବା ପରେ ଖାଲି ପେଟ ରେ କେବେ ବି ଅଗ୍ନି ଙ୍କୁ ଛୁଇଁବା ଉଚିତ ନୁହେଁ |

ଏହା ଦ୍ୱାରା ମାତା ଅର୍ଣ୍ଣପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି | ଗ୍ରାମ ରେ ରହୁଥିବା ମହିଳା ମାନେ ଏହି କଥାକୁ ନିଶ୍ଚିତ ଜାଣିଥିବେ | ସ୍ନାନ କରି ସାରି ଚୁଲି କିମ୍ବା ଗ୍ୟାସ ଜଳାନ୍ତୁ ନାହିଁ ଆଗ କିଛି ଖାଇନିଅନ୍ତୁ ଏହା ପରେ ଅଗ୍ନି କୁ ଛୁଅନ୍ତୁ | ସ୍ନାନ ସାରି ତୁରନ୍ତ ଶ୍ରୀଙ୍ଗାର କରିବା ଉଚିତ ନୁହେଁ ପ୍ରଥମେ ଆପଣ କେଶ ବାନ୍ଧନ୍ତୁ ଏହା ପରେ ଶ୍ରୀଙ୍ଗାର କରନ୍ତୁ କାରଣ ମାନ୍ୟତା ଅଛି ଖୋଲା କେଶ ରେ ନକାରାତ୍ମକ ଶକ୍ତି ରହିଥାଏ ତେଣୁ ଏହି ପରି କରନ୍ତୁ ନାହିଁ |

ନଦୀରେ ସ୍ନାନ କରିବା ସମୟରେ ପ୍ରଥମେ ନଦୀ କୁ ପ୍ରଣାମ କରିବା ଉଚିତ, ସ୍ନାନ କରିସାରିଲା ପରେ ସୂର୍ଯ୍ୟ ଦେବଙ୍କି ଜଳ ଅର୍ପଣ କରିବା ଉଚିତ | ଏବଂ ଏକା ସାଙ୍ଗ ରେ ଅଧିକ ଲୋକ ଗାଧେଇବା ଉଚିତ ନୁହେଁ, ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ | ସ୍ନାନ କରିବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ |ଛୋଟ ପିଲାକୁ ସ୍ନାନ କରି ସରିବ ପରେ କଳା ଟିକା ଲଗେଇବା ଉଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *