“ଶ୍ରାବଣ ପୂର୍ଣ୍ଣିମା” ରକ୍ଷା ବନ୍ଧନ ତୁଳସୀ ଉପରେ ଚଢେଇ ଦିଅନ୍ତୁ ଏହି 1 ଜିନିଷ ଦାରିଦ୍ର୍ୟ ଭୁଲିଯିବ ଘରର ରାସ୍ତା..

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ | ଏହି ବର୍ଷ ରକ୍ଷା ବନ୍ଧନ ଏବଂ ଶ୍ରାବଣ ପୂର୍ଣ୍ଣିମା 11 ଏବଂ 12 ଅଗଷ୍ଟ ରେ ପଡୁଛି | ତେବେ ହିନ୍ଦୁ ପଚାଙ୍ଗ ଅନୁଯାୟୀ ଏହି ଦିନ ବିଶେଷ ଅମୃତ ବେଳ ରହିଛି | ଏହି ଦିନ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ସହ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କ ପୂଜା କରିବା ସର୍ବଶ୍ରେଷ୍ଠ ହୋଇଥାଏ |

ତେବେ ଏହି ପୁର୍ଣିମା ପରେ ଶ୍ରାବଣ ମାସ ଶେଷ ହେଉଛି, ଏବଂ ଏହା ପରେ ଭାଦ୍ରବ ମାସ ଆସୁଛି ଯାହା କି ପ୍ରଭୁ ଶ୍ରୀହରି ଙ୍କ ମାସ | ତେବେ ଭଗବାନ ଶ୍ରୀ ହରି ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ଉପାୟ କରିଥାନ୍ତି | ତେବେ ଆପଣ ଏହି ପୋଷ୍ଟ ରେ ଆପଣଙ୍କୁ କହିବାକୁ ଯାଉଛୁ ତୁଳସୀ ର ମହା ଉପାୟ ବିଷୟରେ | ଭଗବାନ ଶ୍ରୀହରି ଏବଂ ମାତା ଲକ୍ଷ୍ମୀଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ, ତେଣୁ ଏହି ଉପାୟ କରିବା ଦ୍ୱାରା ପ୍ରଭୁ ଙ୍କର ବିଶେଷ କୃପା ବର୍ଷା ହୋଇଥାଏ | ତେବେ ଚାଲନ୍ତୁ ଜାଣିବା ବିସ୍ତାରରେ..

ସନାତନ ଧର୍ମ ରେ ତୁଳସୀ କୁ ପୂଜନୀୟ ବୋଲି ବିଶ୍ୱାସ କରାଯାଏ | ତୁଳସୀ ରେ ଅନେକ ଉପାୟ ପ୍ରୟୋଗ କରାଯାଏ, ତେବେ ଆପଣ ତୁଳସୀ ପତ୍ର ନିଅନ୍ତୁ ଏବଂ ଗୋଟିଏ ଢାଳ ପାଣି ରେ ଭିଜେଇ, ସେଥିରେ କିଛି ମିଠା ଜିନିଷ ପକେଇ ଅର୍ପଣ କରନ୍ତୁ | ତୁଳସୀ ପ୍ରଭୁ ଶ୍ରୀହରି ଙ୍କର ଭାରି ପ୍ରିୟ ତେବେ ଏହାକୁ ପ୍ରଭୁଙ୍କ ପାଦ ତଳେ ରଖନ୍ତୁ ଏବଂ ହନୁମାନ ଜିଙ୍କୁ ମଧ୍ୟ ଅର୍ପଣ କରନ୍ତୁ | ତେବେ ଆପଣ ଙ୍କୁ କହିରଖୁଛୁ ତୁଳସୀର ଅନେକ ପ୍ରୟୋଗ ଅଛି, ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ | ତୁଳସୀ ରେ ଏହି ପ୍ରୟୋଗ କରିବା ଦ୍ୱାରା ପ୍ରଭୁଙ୍କର କୃପା ବର୍ଷା ହୋଇଥାଏ, ଭାଗ୍ୟ ବଦଳିବ, ଘରେ ସୁଖ ଶାନ୍ତି ଆସିବ ଏବଂ ସୌଭାଗ୍ୟ ମଧ୍ୟ ବରଷିବ, ତେବେ ଚାଲନ୍ତୁ ଜାଣିବା ସେହି ଦିବ୍ୟ ପ୍ରୟୋଗ ବିଷୟରେ ..

ତୁଳସୀ ମଙ୍ଗଳ ଗ୍ରହ ସହ ଜଡିତ ସେଥିପାଇଁ ଏହି ଛୋଟ ପ୍ରୟୋଗ କରନ୍ତୁ ତୁଳସୀ ଗଛ ତଳେ ପଡ଼ିଥିବା ପତ୍ର କୁ ଆଣନ୍ତି ଭଗବାନ ଙ୍କୁ ଅର୍ପଣ କରନ୍ତୁ ଏବଂ ଆପଣଙ୍କ ପର୍ସ କିମ୍ବା ଯେଉଁଠାରେ ପଇସା ରଖୁଛନ୍ତି ସେଥିପାଇଁ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ଧନ ବଢିଥାଏ,ଏବଂ ଧନର ସାଥ ସବୁବେଳେ ଆପଣଙ୍କ ସହ ରହିଥାଏ | ତେବେ ବନ୍ଧୁଗଣ ଯଦି ଆପଣଙ୍କ ବ୍ୟବସାୟ ରେ କୌଣସି ଅସୁବିଧା ହେଉଛି, କିମ୍ବା ଆର୍ଥିକ ଅବସ୍ଥା ଆପଣଙ୍କର ଦୁର୍ବଳ ଅଛି

ତେବେ ତୁଳସୀ ରେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ 21 ତୁଳସୀ ପତ୍ର ଏବଂ ଗୋଲମରିଚ କୁ ଘରେ ବୁଲେଇ ଆଣନ୍ତୁ | ଏହାକୁ 21 ଥର ନିଜ ମୁହଁର ବୁଲେଇ ଆଣନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ ଓଁ ନମଃ ଭଗବତେ ବାସୁ ଦେବାୟ | ଏହା ପରେ ଏହାକୁ ନେଇକି କୌଣସି ଏକ ଜାଗାରେ ପୋତି ଦିଅନ୍ତୁ କିଛି ଦିନ ପରେ ଏହା ର ପ୍ରଭାବ ଦେଖିବାକୁ ମିଳିବ | ପ୍ରଭୁ ଶ୍ରୀହରି ପ୍ରସନ୍ନ ହେବେ ମାତା ଲକ୍ଷ୍ମୀ ଧନର ବର୍ଷ କରିବେ |

ମହିଳା,ପୁରୁଷ, ଛୁଆ ସମସ୍ତେ ଆଜି ଏହି ଉପାୟ କରିପାରିବେ ରାତିରେ ଶୋଇବା ପୂର୍ବରୁ ଗୋଟେ ମୁଦ୍ରା ନେଇଯାନ୍ତୁ | ଏବଂ ଅତି କାମରେ 2ଟି ତୁଳସୀ ପତ୍ର ନେଇ ତକିଆ ତଳେ ରଖି ଶୁଅନ୍ତି | ଏବଂ ସକାଳେ ସେହି ମୁଦ୍ରା ନେଇ କୋୖଣସି ମନ୍ଦିରର ଦାନ ବାକ୍ସରେ ପକେଇଦିଅନ୍ତୁ | ଏବଂ ଯେଉ ପତ୍ର ଅଛି ତାକୁ ମାଟିରେ ପୋତିଦିଆନ୍ତୁ | ଜୀବନରେ କୋୖଣସି ପ୍ରକାରର ବି ଅସୁବିଧା ଥିଲେ ତାହା ଦୂର ହୋଇଯାଏ |

ଆପଣ ଏହା ମାନେ ରଖିବେ ଯେ ଆପଣ ଯେତେବେଳେ ତୁଳସୀ ଗଛରେ ଜଳ ଦେଉଛନ୍ତି ତେବେ ସେହି ଜଳ ରେ କିଛି ମିଶାନ୍ତୁ ବା ନ ମିସନ୍ତୁ କିନ୍ତୁ ଜଳରେ ଟିକେ ହଳଦୀ ନିଶ୍ଚୟ ରୂପେ ପକାନ୍ତୁ | ଏମିତି କରି ତୁଳସୀ ମାତାଙ୍କୁ ଜଳ ଅର୍ପଣ କରିଲେ ବିଷ୍ଣୁ ଦେବ ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ କଷ୍ଟ, ବ୍ୟାଧି, ସବୁ କିଛି ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *