ଶ୍ରାବଣ ମାସ ସରିବା ପୂର୍ବରୁ ଏହି ଗୋଟିଏ ଜିନିଷ ଖାଇ ଦିଅନ୍ତୁ ,ବର୍ଷସାରା ଘରକୁ ଆସିବ ଟଙ୍କା ପଇସା !

ଚଳିତ ବର୍ଷ ଅଗଷ୍ଟ ୧୨ ରେ ଶ୍ରାବଣ ମାସ ସମାପ୍ତ ହେଉଛି ଏହାର ଗୋଟିଏ ଦିନ ପୂର୍ବରୁ ରକ୍ଷା ବନ୍ଧନ ପାଳିତ ହେବାକୁ ଯାଉଛି । ତେବେ ଏହି ଶ୍ରାବଣ ମାସର ସମାପ୍ତି ସହିତ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇବା ଉଚିତ । ଯଦି ଏହି ଗୋଟିଏ ଜିନିଷ ନଖାଆନ୍ତି ତେବେ ଆପଣଙ୍କ ଜୀବନ ନିରର୍ଥକ ଅଟେ ।

କିନ୍ତୁ ଯଦି ଆପଣ ସେହି ଗୋଟିଏ ଜିନିଷ ସେବନ କରନ୍ତି ତେବେ ବର୍ଷ ସାରା ମହାଦେବଙ୍କ କୃପା ବର୍ଷିବା ସହିତ ଆପଣଙ୍କର ସବୁ କାମ ମଧ୍ୟ ପୂରଣ ହୋଇଯିବ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଏହି ଗୋଟିଏ ଜିନିଷର ସେବନ କରେ ନାହିଁ ସେହି ଘରେ ସର୍ବଦା ଦାରିଦ୍ର୍ୟତା ରହିଥାଏ

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । କେବଳ ଶାସ୍ତ୍ରରେ ନୁହେଁ ବରଂ ବୈଜ୍ଞାନିକ ମାନଙ୍କ ଅନୁଯାୟୀ ତୁଳସୀ ଗଛରଏ ଅନେକ ଲାଭଦାୟକ ଗୁଣ ରହିଛି । ପ୍ରତ୍ୟେକ ଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା କେବଳ ଶରୀର ସୁସ୍ଥ ରହେ ନାହିଁ ବରଂ ମନ ମଧ୍ୟ ଭଲ ରହେ । କ୍ୟାନ୍ସର , ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ହୃଦ ସମ୍ବନ୍ଧିତ କୌଣସି ସମସ୍ୟା ଇତ୍ୟାଦି ତୁଳସୀ ପତ୍ରର ସେବନ ଦ୍ୱାରା ଠିକ ହୋଇଥାଏ ।

ପ୍ରତ୍ୟେକ ଦିନ ସକାଳୁ ତୁଳସୀ ପତ୍ର ଖାଇବା ଦ୍ୱାରା ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ । ମନେ ରଖନ୍ତୁ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ନକରାତ୍ମକତା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । କେବଳ ତୁଳସୀ ଗଛର ବାସ୍ନା ଦ୍ୱାରା ଅନେକ ବିଷାକ୍ତ କୀଟପତଙ୍ଗର ନାଶ ହୋଇଥାଏ । ମନେ ରଖନ୍ତୁ ତୁଳସୀ ପତ୍ର ଖାଇବା ସମୟରେ ତାହାକୁ ଚୋବାଇବା ଉଚିତ ନୁହେଁ ବରଂ ଗିଳିଦେବା ଉଚିତ ।

ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ମୁଣ୍ଡ ପାଖରେ ରଖି ଶୋଇ ଯାଆନ୍ତୁ । ସକାଳୁ ଉଠି ତାହାକୁ ପ୍ରଥମେ ପୋଷାକରେ ସିଞ୍ଚିବା ପରେ ପିଇ ଦିଅନ୍ତୁ । ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ବ୍ୟକ୍ତିକୁ ଯୁଗ ଯୁଗ ପ୍ରାପ୍ତି ହୋଇଥାଏ । ସେହି ବ୍ୟକ୍ତିକୁ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର ଅଟେ । ଏହା ସକାରାତ୍ମକତାର ପ୍ରତୀକ ଅଟେ । ପ୍ରାଚୀନ ମୁନିରୁଷି ମାନେ ମଧ୍ୟ କାହାକୁ ବରଦାନ ଦେବା ସମୟରେ ଗଙ୍ଗା ଜଳ ସିଞ୍ଚନ କରୁଥିଲେ । ପ୍ରତ୍ୟେକ ଦିନ ସକାଳୁ ଗଙ୍ଗା ଜଳ ପିଇବା ଦ୍ୱାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଏବଂ ସେହି ବ୍ୟକ୍ତି ସ୍ୱର୍ଗକୁ ଯାଇଥାଏ । କୁହାଯାଏ ଯେ ହରିଦ୍ୱାରରେ ହିଁ ଗଙ୍ଗାରେ ଭଗବାନ ବିଷ୍ଣୁଙ୍କ ପାଦ ପଡ଼ିଥିଲା । ଏପରି କୁହାଯାଏ ଯେ ଗଙ୍ଗା ଜଳରେ ସ୍ବୟଂ ଦେବଦେବୀ ମଧ୍ୟ ସ୍ନାନ କରନ୍ତି । ଗଙ୍ଗା ଜଣ କେବେବି ସଢ଼େ ନାହିଁ କିମ୍ବା ଖରାପ ହୁଏ ନାହିଁ । ଏହା ସର୍ବଦା ପବିତ୍ର ଅଟେ । ତେଣୁ ରାତିରେ ରଖିଥିବା ଗଙ୍ଗା ଜଳକୁ ଯେଉଁ ବ୍ୟକ୍ତି ସକାଳେ ପିଇଥାଏ ସେହି ବ୍ୟକ୍ତିକୁ ଅପାର ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ମଣିଷ ସବୁବେଳେ ନିଜ ପାଖରେ ଗଙ୍ଗା ଜଳ ରଖିବା ଉଚିତ । ଏହାଦ୍ବାରା ପାପ ମଧ୍ୟ ନଷ୍ଟ ହୋଇଥାଏ । ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ ।

ସ୍ନାନ କରିବା ସମୟରେ ଜଳରେ କିଛି ବୁନ୍ଦା ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ବ୍ୟକ୍ତିର ସବୁ ପାପ ଦୂରୀଭୂତ ହୋଇଯାଏ । ଏହାବ୍ୟତୀତ ସନାତନ ଧର୍ମର ଲବଙ୍ଗର ଅନେକ ମହତ୍ତ୍ୱ ରହିଛି । ତେଣୁ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଏକ ଲବଙ୍ଗ ରଖନ୍ତୁ ଏବଂ ସକାଳ ସମୟରେ ତାହାକୁ ଖାଇ ଦିଅନ୍ତୁ । ଏହାଦ୍ବାରା ନଅ ଦେବୀଙ୍କର କୃପା ପ୍ରାପ୍ତ ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଲବଙ୍ଗକୁ ନଚୋବାଇ ପାଣିରେ ଗିଳି ଦିଅନ୍ତୁ । ଗଙ୍ଗା ଜଳରେ ସ୍ନାନ କରିବା ଦ୍ୱାରା ଶରୀରକୁ ସକାରାତ୍ମକତା ପ୍ରବେଶ କରିଥାଏ । ଏହାଦ୍ବାରା ବ୍ୟକ୍ତିକୁ ସଫଳତା ମିଳିଥାଏ । ଜାତକରେ ଥିବା ଦୋଷ ମଧ୍ୟ ଶେଷ ହୋଇଯାଏ । ଶନି ଏବଂ ରାହୁ ଦୋଷରୁ ମୁକ୍ତି ମିଳେ ।

Leave a Reply

Your email address will not be published. Required fields are marked *