ରକ୍ଷା ବନ୍ଧନରେ ଭୁଲ ବି ଏହି ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ ନହେଲେ ଜୀବନ ସାରା ପସ୍ତେଇବ |

ବନ୍ଧୁଗଣ ଏଥର ରକ୍ଷା ବନ୍ଧନର ତାରିଖକୁ ନେଇ ଲୋକ ଅସାମଞ୍ଜସ୍ୟ ରେ ଅଛନ୍ତି | ତେବେ ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଜଣେଇବୁ ଶାସ୍ତ୍ର ଅନୁସାରେ କେଉଁ ଦିନ ରକ୍ଷା ବନ୍ଧନ ମନେଇବା ଯୋଗ୍ୟ ହେବ | କହିବୁ ଏହି ତିଥିରେ ସମୟରେ ଏବଂ ପର୍ବ ସହ ଜଡିତ ମାନ୍ୟତା ବିଷୟରେ | ଏବଂ କହିବୁ କେଉଁ ସମୟ ରେ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ଫଳ ଦାୟୀ ହେବ |

କାରଣ ଏହି ଦିନ ଏକ ବିଶେଷ ସମୟରେ ରାକ୍ଷୀ ବାନ୍ଧିବା ବଡ ଅନର୍ଥକାରି ହୋଇଥାଏ | ଏଥିରେ ଆପଣଙ୍କ ସମ୍ପର୍କ ରେ ଅସୁବିଧା ଆସିପାରେ, ଭାଇ ଭଉଣୀଙ୍କ ଉପରେ ବିପଦ ଆସିପାରେ | ପରିବାରରେ କୋୖଣସି ପ୍ରକାରରେ ଘଟଣା କିମ୍ବା ଦୁର୍ଘଟଣା ଘଟିପାରେ | ଏମିତି ଭାଇ ଭଉଣୀର କଣ ନିଜର ବି ଧ୍ୟାନ ରଖିପାରେ ନାହିଁ | ତେବେ ଆମେ ଆପଣଙ୍କୁ କହିବୁ ରାକ୍ଷୀ ବାନ୍ଧିବାର ସଠିକ ଉପାୟ ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ :

ତେବେ ବନ୍ଧୁଗଣ ଆମ ଦେଶ ପର୍ବ ପର୍ବାଣୀର ଏକ ଜୀବନ୍ତ ଉଦାହାରଣ ଅଟେ | ଶ୍ରାବଣର ତ ପ୍ରତ୍ୟକ ଦିନ ନାଚୁଥିବା ଗାଉଥିବା ଅନୁଭବ ହୋଇଥାଏ | ଖୁସି ନେଇ ଆସିଥାଏ ତେବେ ଆଗକୁ ରକ୍ଷା ବନ୍ଧନ ମଧ୍ୟ ଆସୁଛି | ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ବଚନ ଦେଇଥାଏ କି ସାରା ଜୀବନ ବିପଦ ଆପଦ ରେ ସାଥିରେ ରହିବେ ବୋଲି | ଭଉଣୀ ଭାଇର ଲାଭ ଆୟୁର କାମନା କରିଥାଏ |

ବନ୍ଧୁଗଣ ଏଥର ଶ୍ରାବଣୀ ପୁର୍ଣିମା ତିଥି ଦୁଇ ଦିନ ରହିବ | 11 ଅଗଷ୍ଟ ଏବଂ 12 ଅଗଷ୍ଟ ଅର୍ଥାତ 11 ଅଗଷ୍ଟ ମଧ୍ୟାହ୍ନ ରେ ଚନ୍ଦ୍ର ଉଦାୟ ବ୍ୟାପିନି ହେବ କାରଣ ପୁର୍ଣିମାର ଆରମ୍ଭ 11 ଅଗଷ୍ଟ ଗୁରୁବାର କୁ 10ଟା ବାଜି 38ମିନିଟ ରେ ହେବ | ଏବଂ 12 ଅଗଷ୍ଟ ଶୁକ୍ରବାର କୁ ସକାଳ 7ଟା 15ମିନିଟ ରେ ସମାପନ ହେବ | ଏହିଥର ରକ୍ଷା ବନ୍ଧନର ପର୍ବ 11ଅଗଷ୍ଟ ଗୁରୁବାରକୁ ମନାଯିବ | କଣ ଏହାର ମହତ୍ୱ ବଧୂଗଣ ରକ୍ଷାର ଅର୍ଥ ସୁରକ୍ଷା ଏବଂ ବନ୍ଧନର ବାଧ୍ୟ ହୋଇଥାଏ | ରାକ୍ଷୀ ର ପାର୍ବ କେବେ ଆରମ୍ଭ ହେଲା ଏହା କେହି ଜାଣିନାହାନ୍ତି |

କିନ୍ତୁ ପୂରଣରେ ବର୍ଣିତ ଏକ କଥା ଅଛି ସେହି ସମୟରେ ଦେବତା ଏବଂ ଦାନବଙ୍କ ମଧ୍ୟ ଯୁଧ୍ୟ ହେଉଥିଳା ଏବଂ ଦେବତା ପରାଜୟ ହେବାକୁ ଯାଉଥିବା ସମୟରେ | ଦେବତା ଇନ୍ଦ୍ର ଙ୍କ ପଖାକୁ ଯାଇଥିଲେ ଏବଂ ସେହି ସମୟରେ ଇନ୍ଦ୍ରାଣୀ ଗୋଟିଏ ଫିତାକୁ ମନ୍ତ୍ର ଦେବତାଙ୍କ ହାତରେ ବାନ୍ଧିଦେଇଥିଲେ ଏବଂ ଏହା ପରେ ଦେବତାଙ୍କ ବିଜୟ ହୋଇଥିଲା ଯେବେ ସେହି ଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା |

କୁହାଯାଏ ସେହି ଦିନ ଠାରୁ ଏହି ପ୍ରଥା ଚାଲିଆସିଛି | ଶ୍ରାବଣୀ ପୁର୍ଣିମାକୁ ନଡ଼ିଆ ପୁର୍ଣିମା ବୋଲି ମଧ୍ୟ କୁହାଯାଏ | ତେବେ ଏହି ବର୍ଷ ରାକ୍ଷୀ ପୁର୍ଣିମା କୁ ଭଦ୍ରା କାଳ ରେ ନମନେଇବା ଉଚିତ | ଏହି ସମୟରେ ରାକ୍ଷୀ ବାନ୍ଧିବା ଦ୍ୱାରା ଅନିଷ୍ଟ ହୋଇଥାଏ,ତେବେ ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ରାକ୍ଷୀ ବାନ୍ଧିବା ଉଚିତ | ତେବେ ସବୁ ଭଉଣୀ ମାନେ ଏହାକୁ ନୋଟ କରି ରଖନ୍ତୁ..

ତେବେ ବନ୍ଧୁଗଣ 11 ଅଗଷ୍ଟ ଗୁରୁବାର କୁ ଏ ବର୍ଷ ରକ୍ଷା ବନ୍ଧନ ପଡୁଛି, ତେବେ ମନେ ରଖିବେ 11 ଅଗଷ୍ଟ ର ରାତି 8 ବାଜି 52 ମିନିଟ ରେ ଶୁଭ ବେଳା ଆସୁଛି | ଏହି ଦିନ ସାରା ଭଦ୍ରା ବେଳା ରହୁଛି ତେବେ ସମସ୍ତ ଭଉଣୀ ମନେ ଏହି ଦିନ ଦିନ ସାରା ରାକ୍ଷୀ ବାନ୍ଧନ୍ତୁ ନାହିଁ | କେବଳ ରାତି 8ଟା ବାଜି 52 ମିନିଟ ପରେ ରାକ୍ଷୀ ବାନ୍ଧିପାରିବେ କିନ୍ତୁ ତା ପୂର୍ବରୁ ବାନ୍ଧିବା ଦ୍ୱାରା ଘରେ ଆସନ୍ତି ହୋଇଥାଏ |

ତେବେ ଏହି ବର୍ଷା 11 ଅଗଷ୍ଟ କୁ ଶ୍ରାବଣ ମାସ ସରିଯାଉଛି ଏମିତି ରେ ଯଦି ଆପଣ ଚାହିଁବେ ତ 12 ଅଗଷ୍ଟ ରେ ମଧ୍ୟ ପାଳନ କରିପାରିବେ | କିନ୍ତୁ 11 ଅଗଷ୍ଟ ରେ ଅଧିକ ପୁର୍ଣିମା ତିଥି ରହୁଛି ତେବେ ଆପଣ ରାତି 8ଟା ବାଜି 52ମିନିଟ ପରେ ରାକ୍ଷୀ ବାନ୍ଧିପାରିବେ ଏବଂ କୌଣସି ବି ଶୁଭ କାମ କରିପାରିବେ

ତେବେ 12 ତାରିଖ ସକାଳ 7.15ଯାଏ ଏହି ତିଥି ଅଛି ତେବେ ଏହି ଦିନ କରନ୍ତୁ ନାହିଁ ବ୍ରତ | ଭାଇ ହାତରେ ଯେତେବେଳେ ରାକ୍ଷୀ ବାନ୍ଧିବ ତ ଓଢଣି ପକେଇ ଦେବେ ଏବଂ ଭାଇ ମଧ୍ୟ ମୁଣ୍ଡରେ କିଛି ପକେଇଦେବେ କାରଣ ପୁରାଣ ଯୁଗ ରେ ଯେତେବେଳେ ରାକ୍ଷୀ ବାନ୍ଧୁଥିଲେ ମୁଣ୍ଡରେ ଟୋପି ରଖୁଥିଲେ ତେବେ ଆପଣ କିଛି ନହେଲେ ମୁଣ୍ଡରେ ଖାଲି ହାତ ମଧ ରଖିପାରିବେ…

Leave a Reply

Your email address will not be published. Required fields are marked *