ହରିଆଲି ତିଜ ବ୍ରତରେ ମା ଙ୍କୁ ଏହି ୩ଟି ଜିନିଷ କେବେ ବି ଅର୍ପଣ କରନ୍ତୁ ନାହିଁ,ସ୍ୱାମୀଙ୍କର ହୋଇପାରେ ମୃତ୍ୟୁ !

ହରିଆଲି ତିଜ ବ୍ରତରେ ତିଜ ମାତାଙ୍କୁ 3ଟି ଜିନିଷ କେବେ ବି ଦିଅନ୍ତୁ ନାହିଁ ନହେଲେ ଖଣ୍ଡିତ ହୋଇଥାଏ ବ୍ରତ | ଏହି ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷରେ ହୋଇଥାଏ,ତେବେ କୁଆଁରୀ ଝିଅ ଏବଂ ମହିଳାମାନେ ଏହି ବ୍ରତ କରିଥାନ୍ତି | ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବାକୁ ବ୍ରତ ରଖିଥିଲେ | ସେବେ ଠାରୁ କୁଆଁରୀ ଝିଅମାନେ ଭଲ ବର ଏବଂ ମହିଳାମାନେ ନିଜ ପତିଙ୍କ ପାଇଁ ଏବଂ ପର୍ବ କରିଥାନ୍ତି | ଏହି ପର୍ବ ତେବେ ମହିଳାମାନେ ଏହି ବ୍ରତ ରେ ତିଜ ମାତାଙ୍କୁ ଏହି ଜିନିଷ ଚଢେଇବା ଦ୍ଵାରା ମାତା ପାର୍ବତୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି |

ଘର ପରିବାର ବର୍ବାଦ ହୋଇଯାଇଥାଏ ଖାସ କରି ସୁହାଙ୍ଗୀନ ମହିଳା ଏହି କାମ ଜମା କରିବା ଉଚିତ ନୁହେଁ | ଏବଂ ଜାଣନ୍ତୁ ହରିଆଲି ତିଜର ବିଶେଷ ମୁହୂର୍ତ୍ତ ବନ୍ଧୁଗଣ ହିନ୍ଦୁଧର୍ମ ରେ ଏହି ପର୍ବ ପ୍ରତି ବର୍ଷ ଶ୍ରାବଣ ମାସର ଶୁକ୍ଳ ପକ୍ଷ ତୃତୀୟ ତିଥି ରେ ପାଳନ କରାଯାଏ | ହରିଆଲି ତିଜ ବହୁତ ସୁନ୍ଦର ପର୍ବ ବୋଲି ବିଶ୍ୱାସର କରାଯାଏ ଏହା ପତି ପତ୍ନୀଙ୍କ ଜୀବନକୁ ସୁଗମ ବନେଇଦିଏ | ଏହି ଦିନ ପତି ପତ୍ନୀ ଝୁଲା ଝୁଲି ଥାନ୍ତି,ଶ୍ରାବଣ ମାସରେ ଏହି ପର୍ବ ହୋଇଥାଏ..

ତେବେ ଏହି ପର୍ବ ମାତା ପାର୍ବତୀ ଏବଂ ମହାଦେବ ଶିବଙ୍କ ଦିବ୍ୟ ମିଳନ ପାଇଁ ମନାଯାଉଛି,ଯେମିତି ମହାଦେବ ଏବଂ ମାତା ପାର୍ବତୀ ଯୁଗ ଯୁଗରୁ ସାଥି ହୋଇଅଛନ୍ତି | ସେମିତି ଆପଣ ମଧ୍ୟ ଏହି ପର୍ବ କରିବା ଦ୍ୱାରା ଭଲ ବର ଏବଂ ଜୀବନ ସାଥି ପାଇଥାନ୍ତି | ତେବେ ଶାସ୍ତ୍ର ଅନୁସାରେ ମାତା ପାର୍ବତୀ ଙ୍କୁ ଶ୍ରାବଣ ମାସର ଏହି ପର୍ବରେ ଭୁଲ ରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ଜିନିଷ ନହେଲେ ଭୟଙ୍କର ହୋଇପାରେ ଏହାର ଫଳ | ତେଵେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ବିଷୟରେ ;

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସର ଶୁକ୍ଳ ପକ୍ଷ ତୃତୀୟ ତିଥି ର ଆରମ୍ଭ 31 ଜୁଲାଇ ରାତି ଦୁଇଟା ବାଜି 59ମିନିଟ ରେ ହେଉଛି | ତିଥିରେ ସମାପନ 1 ଅଗଷ୍ଟ ଦିନ 4ଟା ବାଜି 18ମିନିଟ ରେ ହେବ | ତେବେ ହରିଆଲି ତିଜ ବ୍ରତ 31ଜୁଲାଇ ରେ ରଖାଯିବ,ଏହି ଦିନ ରବିଯୋଗ ହେଉଛି | ଏହି ଯୋଗ 31 ଜୁଲାଇ 2ଟା ବାଜି 18 ମିନିରୁ ଆରମ୍ଭ ହେଉଛି ତିଥି ସରିବ ଯାଏଁ ତେବେ ଏହି ଯୋଗ ରେ ପୂଜା କରିବା ଦ୍ୱାରା ଅନେକ ଫଳ ମିଳିଥାଏ | ଯଦି ଏହି ଦିନ ରେ କୌଣସି ମହିଳାଙ୍କର ମାସିକ ଧର୍ମ ହୋଇଯାଏ ତେବେ ମଧ୍ୟ ପୂଜା କରିପାରିବେ କିନ୍ତୁ ଅନ୍ୟ କାହା ହାତରେ | ନିଜେ ପୂଜା ଠାରୁ ଦୂରରେ ରହିବେ, ଏଥିପାଇଁ ସଚ୍ଚା ମନରେ ଶ୍ରଦ୍ଧା କରିବା ଦରକାର ମନସ୍କାମନା ପୂର୍ଣ୍ଣ ହେବ |

ଏହି ପର୍ବକୁ ନିର୍ଜଳା କରାଯାଇଥାଏ,ଭୁଲରେ ମଧ୍ୟ କିଛି ଖିଆ ପିଆ କରି ଏହାକୁ କରନ୍ତୁ ନାହିଁ | ଘରକୁ ସଫା ରଖନ୍ତୁ, ଏହି ଦିନ ଧଳା କିମ୍ବା କଳା ଶାଢ଼ୀ ପିନ୍ଧନ୍ତୁ ନାହିଁ, ରଙ୍ଗ ବେରଙ୍ଗର ପିନ୍ଧିପାରିବେ | ହାତରେ ଚୁଡି କଳା କିମ୍ବା ଧଳା ରଙ୍ଗ ର ପିନ୍ଧନ୍ତୁନି ନହେଲେ ଆସୁବିଧା ହେବ,ତେବେ ତାମସିକ ବି ରହିବ ଉଚିତ | ପତିଙ୍କ ଠାରୁ ପୂଜା ସମୟରେ ଦୂରତା ବନେଇ ରଖିବା ଉଚିତ ନହେଲେ ପାର୍ବତୀ ମାତା ରାଗିଯିବେ | ମଥାରେ ସିନ୍ଦୁର ଅଧିକ ଲଗାନ୍ତୁ ସମାନ୍ୟ ଠାରୁ ଅଧିକ ଏହା କରିବା ଦ୍ୱାରା ସ୍ୱାମୀଙ୍କର ବୟସ ବଢିଥାଏ | ତେବେ ଚାଲନ୍ତୁ ଜାଣିବା ଏହିପରି କେଉଁ କାମ କେଉଁ ଜିନିଷ ମହିଳା ମନେ ହରିଆଲି ତିଜ ବ୍ରତରେ ତିଜ ମାତାଙ୍କୁ ଦେବେ ନାହିଁ,ନହେଲେ ଅନର୍ଥ ହେଇଯାଏ |

ବନ୍ଧୁଗଣ ଏହିଦିନ ମାତା ପାର୍ବତୀଙ୍କୁ ସିନ୍ଦୁର ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, କିନ୍ତୁ ଯେଉ ସିନ୍ଦୁର ଦେବେ ସେ ଭଙ୍ଗା ହୋଇନଥିବା ଜରୁରୀ ସଦା ସର୍ବଦା ଭଲ ଆଉ ସଫା ଜିନିଷ ମାତାଙ୍କୁ ଦେବା ଉଚିତ | ମାତା ଗୌରୀଙ୍କୁ ଧଳା ଫୁଲ ପସନ୍ଦ ନୁହେଁ ତେଵେ ଏହି ଦିନ ଧଳା ଫୁଲ ଦିଅନ୍ତୁନି ଆପଣ ଗୋଲାପ କିମ୍ବା ଅପରାଜିତା ଫୁଲ ଦେଇପାରିବେ |

ତେଵେ ଚିର ଫଟା ଶାଢ଼ୀ ପିନ୍ଧି କିମ୍ବା ଆସନ ଜିନିଷ ପିନ୍ଧି କେବେ ମାତା ଗୌରୀଙ୍କୁ ପୂଜା କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ମାତା ପାର୍ବତୀ ଅସନ୍ତୁଷ୍ଟ ହୋଇଥାନ୍ତି,ଏହି ଦିନ ଝିଅ ମାନେ ମାତା ଗୌରୀ ଏବଂ ଶିବ ଜି ଙ୍କୁ ପୂଜା କରି ତାଙ୍କୁ ଷୋହଳ ଶ୍ରୀଙ୍ଗାର କରନ୍ତୁ ଆପଣଂକୁ ମନଚାହୁଁଥିବା ବର ମିଳିବ | ତେବେ ତିଜ ବ୍ରତ କିମ୍ବା କୌଣସି ବି ବ୍ରତ କୁ ସଚ୍ଚା ମନ ରେ କଲେ ପୂଜା ସମ୍ପୂର୍ଣ ହେବ ସହ ମନ ଚାହୁଁଥିବା ବର ପ୍ରାପ୍ତ ହୋଇଥାଏ |

Leave a Reply

Your email address will not be published. Required fields are marked *