29 ଜୁଲାଇ ଶ୍ରାବଣ ଶୁକ୍ର ପୁଷ୍ୟଯୋଗ : 11 ବେଲପତ୍ର ଏବଂ 1 ଗୋଲମରିଚ ଚୁପଚାପ ଶିବଙ୍କୁ ଚଢେଇ ଦିଅନ୍ତୁ,କାଙ୍ଗାଳ ହୋଇ ଥିଲେ ମଧ୍ୟ କୋଟିପତି ହୋଇଯିବେ !

ଶ୍ରାବଣ ମାସ ଭଗବାନ ଶିବଙ୍କର ମାସ ହୋଇଥାଏ | ଏହି ମାସ ରେ ସମସ୍ତେ ଭଗବାନ ଶିବାନଙ୍କୁ ପ୍ରସନ୍ନ କରିବାକୁ ଅନେକ ଉପାୟ କରିଥାନ୍ତି | ତେବେ ଏହି ମାସ ରେ ମହାଦେବ ସମସ୍ତଙ୍କ ମନ କଥା ଶୁଣିଥାନ୍ତି,ତେବେ ଏହିପରି ପରିସ୍ଥିତିରେ ଆମେ ଆପଣଙ୍କୁ ତିନୋଟି ମହା ଉପାୟ ବିଷୟରେ କହିବାକୁ ଯାଉଛୁ | ଶ୍ରାବଣ ମାସରେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଶତ୍ରୁଙ୍କ ଠାରୁ ମୁକ୍ତି ପାଇବା ସହ, ସୁଖ ସମୃଦ୍ଧି ଏବଂ ଘର ପରିବାର ଖୁସି, ସନ୍ତାନ ପ୍ରାପ୍ତି ଆଦି ଅନେକ ସୁଫଳ ମିଳିବ | ତେବେ ଚାଲନ୍ତୁ ଆପଣଙ୍କୁ ଜଣେଇବା ସେହି ତିନୋଟି ମହା ଉପାୟ ;

ଏହି ତିନୋଟି ମହାଉପାୟ କରନ୍ତୁ ବଦଳିଯିବ ଭାଗ୍ୟ ;

ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ରେ ଅନେକ ଶତ୍ରୁ ଅଛନ୍ତି କିମ୍ବା ଆପଣଙ୍କୁ ଅନେକ ଦୃଷ୍ଟି ଶକ୍ତି ହଇରାଣ କରୁଛନ୍ତି ତେବେ ଆପଣ ଏହି ମହା ଉପାୟ କରନ୍ତୁ ସବୁ କିଛି ଠିକ ହୋଇଯିବ | ଶ୍ରାବଣ ମାସର କୋୖଣସି ବି ତିନି ଦିନ ନେଇଯାଆ ନ୍ତୁ ଏବଂ ଏହି ଦିନ ରେ 11ଟା ବେଲ ପତ୍ର ସହ ଗୋଟିଏ ଗୋଲମରିଚ ଗୁଣ୍ଡ କରି ଶିବ ଭଗବାନ ଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସେଇଠାରେ ଗୋଟିଏ ଢାଳ ପାଣିରେ ଅଭିଷେକ କରାଇ ଏହି ବେଲ ପତ୍ର ଏବଂ ଗୋଲମରିଚ କୁ ରଖିଦିଅନ୍ତୁ | ଏହିପରି ଦିନ ଦିନ କରନ୍ତୁ ଦେଖିବେ ଶତ୍ରୁ ନାଶ ହୋଇଯିବେ |

ଦ୍ୱିତୀୟ ଉପାୟ ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବଢିଯାଇଥାଏ | ଯଦି ଆପଣଙ୍କ ଜୀବନ ରେ ଖୁସି ନାହିଁ ତେଵେ ଏହି ମହା ଉପାୟ କରନ୍ତୁ | ବନ୍ଧୁଗଣ ଶ୍ରାବଣ ସୋମବାର ଦିନ 11 ଟି ବେଲ ପତ୍ର ଏବଂ ଦେଶୀ ଘିଅ ଏବଂ ଗୋଟିଏ ଗୋଲମରିଚ ନେଇ ଭଗବାନ ଶିବଙ୍କ ମନ୍ଦିରକୁ ଯାଆନ୍ତୁ ପ୍ରଥମେ ଗୋଟିଏ ଢାଲ ପାଣି ରେ ଭଗବାନ ଙ୍କୁ ଅଭିଷେକ କରିଦିଅନ୍ତୁ ଏହା ପରେ ଏହି ବେଲ ପତ୍ର ଏବଂ ଗୋଳାମାରୀଚ କୁ ଓଁ ନମଃ ଶିବାୟ ଜପ କରି ଭଗବାନ ଙ୍କୁ ଅପର୍ଣ୍ଣ କରନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଲାଗିବ |

ତୁତୀୟ ମହା ଉପାୟ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଖୁସି ରେ ଭରିଯିବ, ସନ୍ତାନ ପ୍ରାପ୍ତି ହେବ, ବୈବାହିକ ଜୀବନ ସୁଖ ମୟ ହେବ ଏବଂ ଵେବସାୟ ରେ ଲାଭ ହେବ | ତେଵେ ଏହା ଅତ୍ୟନ୍ତ ସରଳ ଉପାୟ ଆପଣ ଶ୍ରାବଣ ସୋମବାର ଦିନ 11 ବେଲ ପତ୍ର ଏବଂ ଗୋଳାମାରୀଚ ଗୋଟିଏ | ଏହା ସହିତ କଞ୍ଚା କ୍ଷୀର ନେଇକି ଭଗବାନ ଙ୍କୁ ଅର୍ପଣ କରନ୍ତୁ | ଏହି ପରି ସବୁ ସୋମବାର କରନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ | ଏଥି ସହିତ ନିଜ ମନ କଥା ପ୍ରଭୁ କୁ କୁହନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କୁ ମହା ଦେବ ଙ୍କ ଆଶ୍ରିବାଦ ମିଳିଯିବ |

Leave a Reply

Your email address will not be published. Required fields are marked *