ଶ୍ରାବଣ ମାସରେ ସଧବା ମହିଳାଙ୍କୁ କାହିଁକି ବାଳ ଧୋଇବା ଉଚିତ ନୁହେଁ,ପାପ ଲାଗିଥାଏ ନିଶ୍ଚିନ୍ତ ଜାଣନ୍ତୁ |

ବନ୍ଧୁଗଣ ଶ୍ରାବଣ ମାସରେ ଏହି ଦିନ କେଶ ଧୋଇବା ଦ୍ୱାରା ଲାଗିଯିବ ପାପ,ମିଳିବନି କୌଣସି ପୂଜା ପାଠର ଶୁଭ ଫଳ,ନା ହେବା ଘରର ଉନ୍ନତି ନା ହେବ ବ୍ୟାପାରରେ ଲାଭ ଦୁଖ କଷ୍ଟ ଭୋଗିବେ ପରିବାର,ବନ୍ଧୁଗଣ ଶ୍ରାବଣର ଏହି ଦିନରେ ଭୁଲ ରେ ମଧ୍ୟ ଧୁଅନ୍ତୁ ନାହିଁ କେଶ ନହେଲେ ଭୋଗିବାକୁ ପଡିବ ଦୁଖ କଷ୍ଟ |ଆପଣ ନିଶ୍ଚିନ୍ତ ଭାବରେ ଆପଣଙ୍କ ବଡ ଲୋକଙ୍କ ଠାରୁ ଶୁଣିଥିବେ କି କୋୖଣସି ବିଶେଷ ବାରରେ କେଶ ଧୋଇବା ଦ୍ୱାରା କ୍ଷତି ହୋଇଥାଏ | ଏହା ପଛରେ ପାରମ୍ପରିକ କାରଣ ମଧ୍ୟ ରହିଛି ଏହି ପରି ଧାରଣା ଆମ ସଂକୃତିର ଅଂଶ ଅଟେ |

ଏହା ହେଉଛି ଶ୍ରାବଣ ମାସ ଏବଂ ଏହି ମାସ ପ୍ରଭୁ ଶିବଙ୍କର ମାସ ହୋଇଥାଏ ତେବେ ଏହି ମାସରେ ପାଣିକୁ ଗଙ୍ଗାଜାଳ ଠୁ ମଧ୍ୟ ଅଧିକ ବିଶ୍ୱାସ କରାଯାଏ ତେବେ ଯଦି ଏହି ମାସରେ ମହାଦେବ ପ୍ରସନ୍ନ ହୁଅନ୍ତି ତେବେ ବହୁତ ଶୁଭ ଫଳ ମିଳିଥାଏ | ଏହି ମାସରେ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରିବା ଦ୍ଵାରା ଶିବ ଖୁସି ହେଇଥାନ୍ତି | ତେବେ ଏହି ବିଷୟରେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ଶିବ ଭଗବାନ ଙ୍କୁ ପ୍ରସନ୍ନ କରିବାର ଅନେକ ଉପାୟ କୁହାଯାଇଛି ତେବେ ଏହା ମଧ୍ୟ ଏକ ଉତ୍ତମ ଉପାୟ ଏହା ବ୍ୟତୀତ ଶାସ୍ତ୍ରରେ ମଧ୍ୟ ଅନେକ କଥା କୁହାଯାଇଛି ତେବେ ଏହି ଦିନ କେଶ ଧୋଇବା ଦ୍ୱାରା କଣ ହୋଇଥାଏ ଆସନ୍ତୁ ସେହି ବିଷୟରେ ଜାଣିବା

ବନ୍ଧୁଗଣ ଶ୍ରାବଣ ମାସରେ ମହିଳାଙ୍କୁ ଏହି ଦିନ ମାନଙ୍କରେ କେଶ ଧୋଇବା ଉଚିତ ନୁହେଁ, ବିଶେଷ କରି ସାଧବା ମହିଳା ମାନଙ୍କୁ କେଶ ଧୋଇବା ଉଚିତ ନୁହେଁ | ଯାହାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ତେବେ ଏହି ଦିନ କେଶ ଧୋଇବା ଦ୍ୱରା ପାପ ଲାଗିଥାଏ | ତେବେ ଶ୍ରାବଣର ପୂର୍ଣ୍ଣିମା, ଅମାବାସ୍ୟା ଏବଂ ଏକାଦଶୀ ଦିନ କେଶ ଧୋଇବା ଉଚିତ ନୁହେଁ | ଏହି ତିଥିରେ ଚନ୍ଦ୍ରମା ଉଚ୍ଚା କିମ୍ବା ନୀଚ ପରିସ୍ଥିତି ରେଷ୍ଟ ରହିଥାନ୍ତି ତେବେ ଏହି ଦିନ କେଶ ଧୋଇବା ଦ୍ଵାରା ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ

ତେବେ ଏହା କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସତରେ ବହୁତ ବାଧା ଦେଖାଦେଇଥାଏ | ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି କି ଏହି ଦିନ ମାନଙ୍କର ପୂର୍ବରୁ ଦିନ ଆପଣଙ୍କ କେଶ ଧୋଇପାରିବେ ତେବେ ବିଶେଷ ଭାବରେ ଆପଣ ନିଶ୍ଚୟ ଶୁଣିଥିବେ କି ବାର ଅନୁସାରେ ମଧ୍ୟା ମହିଳାଙ୍କୁ କେଶ ଧୋଇବା ଉଚିତ ନୁହେଁ ତେବେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ମହିଳାଙ୍କୁ କେଶ ଧୋଇବା ଉଚିତ ନୁହେଁ | କିନ୍ତୁ କିଛି ଉପାୟ ଅଛି ଯାହାକୁ କରି ଆପଣ କେଶ ଧୋଇପାରିବେ ତେବେ ଆସନ୍ତୁ ଜାଣିବା କେଉଁ ଦିନ କଣ କରିବାକୁ ହେବ :

ଶ୍ରାବଣ ସୋମବାର ରେ କେଶ ଧୋଇବା ଉଚିତ ନୁହେଁ ଏହା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ | ଆପଣ ପ୍ରାୟତଃ ଏହିଁ ଦିନ ମୁଣ୍ଡ ସଫା କରିଥିବେ କିନ୍ତୁ ଶ୍ରାବଣ ମାସରେ ଏହି ଦିନ କେଶ ଧୋଇବା ଦ୍ୱାରା ଘରର ଝିଅ ବୋହୁଙ୍କ ଉପରେ କରଜ ବଢିଥାଏ ତେବେ ଏହି ଦିନ ଆପଣ ମୁଣ୍ଡ ଧୋଇପାରିବେ ଏହି ଉପାୟ କରିକି ଆପଣ ପଳାସ ଫୁଲକୁ ମାକଚିକି ମୁଣ୍ଡରେ ଲାଗନ୍ତୁ ଏବଂ ଏହା ପରେ ଆପଣ ମୁଣ୍ଡ ସଫା କରିପାରିବେ ଏହା କରିବା ଦ୍ଵାରା ଶିବ ମହାଦେବ ମଧ୍ୟ ଖୁସି ହୋଇଥାନ୍ତି | ଏହା କରି ଆପଣ ଏହି ଉପାୟ କୁ କରି କେଶ ସଫା କରିପାରିବେ ଆପଣ ଏହି ବାରରେ ମୁଣ୍ଡ ସଫା କରିବା ପାଇ ଏହି ଉପାୟ କୁ କରିପାରିବେ | ଶ୍ରାବଣ ମାସରେ ସୋମବାର ଦିନ ମୁଣ୍ଡ ସଫା କରିବା ପୂର୍ବରୁ କରନ୍ତୁ ଏହି ଉପାୟ ଶୁଭ ଫଳ ହେବା |

ବନ୍ଧୁଗଣ ମଙ୍ଗଳବାର ଦିନ ମୁଣ୍ଡ ଧୋଇବା ସାଧବା ମହିଳାଙ୍କ ପାଇଁ ଉଚିତ ନୁହେଁ ଏହି ଶ୍ରାବଣ ମାସରେ ମଙ୍ଗଳବାର ଦିନ ମହିଳା କେଶ ଧୋଇବା ଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ, ଏହି ଦିନ ଝିଅମାନେ ମୁଣ୍ଡ ସଫା କରିପାରିବେ ଯଦି ଏହି ଦିନ ମୁଣ୍ଡ ସଫା କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରିପାରିବେ ଦୋଷ ଲାଗିବ ନାହିଁ ମୁଣ୍ଡରେ ହଳଦୀ ଲଗାନ୍ତୁ ଏବଂ ଏହାପରେ ଧୋଇଦିଅନ୍ତୁ ଦୋଷ ଲାଗିବ ନାହିଁ | ଏହା ପରେ ବୁଧବାର ଦିନ ମହିଳାଙ୍କୁ ମୁଣ୍ଡ ଧୋଇବା ପୂର୍ବରୁ ଏହି ଉପାୟ ନିଶ୍ଚିତ କରିବା ଆବଶ୍ୟକ କାରଣ ଏହି ଦିନ ବୁଧ ଦେବତାଙ୍କର ହୋଇଥାଏ ଏବଂ ବୁଧ ଦେବଙ୍କୁ ଭାଇର କାରକ ବୋଲି କୁହାଯାଏ ଏହି ଦିନ ମୁଣ୍ଡ ସଫା କରିବା ଦ୍ଵାରା ଭାଇ ଭଉଣୀଙ୍କ ଉପରେ ବିପଦ ଆସିଥାଏ ତେବେ ଏହି ଅସୁବିଧାରୁ ବଂଚିବା ପାଇଁ ଆପଣଙ୍କୁ ବୁଧବାର ଦିନ ଏହି ଉପାୟ କରିବା ଜରୁରୀ ହୋଇଥାଏ |

ତେବେ ଅଁଳା ରଶକୁ କେଶରେ ଲଗାଇ ଏହା ପରେ ମୁଣ୍ଡ ଧୁଅନ୍ତୁ ଦୋଷ ଲାଗିବ ନାହିଁ | ତେବେ ଶ୍ରାବଣ ମାସ ଗୁରୁବାର ଦିନ ସାଧବା ମହିଳାଙ୍କୁ ମୁଣ୍ଡ ସଫା କରିବା ଉଚିତ ନୁହେଁ ଏହା କରିବା ଦ୍ଵାରା ଘରେ ଆର୍ଥିକ ଅସୁବିଧାରେ ସହ ରୋଗ ବ୍ୟାଧିର ଅସୁବିଧାରେ ରହିଥାଏ ତେଣୁ ଏହି ଦିନ ମହିଳାଙ୍କୁ ମୁଣ୍ଡ ସଫା କରିବା ଦ୍ଵାରା ପାପ ଲାଗିଗାଏ ତେବେ ମୁଣ୍ଡ ସଫା କରିବା ପାଇଁ ଏହି ଉପାୟ କରିପାରିବେ ହଳଦୀ ଏବଂ ବେଶନ ଗୋଳେଇ ଲଗେଇ ପାରିବେ ଏହାପରେ ମୁଣ୍ଡ ସଫା କଲେ ଦୋଷ ଲାଗେନାହିଁ | ମହାଦେବ ପ୍ରସନ୍ନ ହୁଅନ୍ତି |

ଶୁକ୍ରବାର ଦିନ ଯଦି ସାଧବା ମାନେ ନିଜ କେଶ ଧୋଇପାରିବେ କିନ୍ତୁ ଯେଉ ମହିଳାମାନଙ୍କର ପୁଅ ଅଛନ୍ତି କିମ୍ଭା ପୁଅ ହେବାର ଆଶା ରଖିଛନ୍ତି ସେମିତି ମହିଳା ମାନେ ଶୁକ୍ରବାର ଦିନ ନିଜ ଛୁଟି ସଫା କରିବା ଉଚିତ ନୁହେଁ | ଯଦି ବି କୌଣସି ପରିସ୍ଥିତି ପାଇଁ ଆପଣଙ୍କୁ ଧୋଇବାକୁ ପଡିଲା ତେବେ ଆପଣ ପ୍ରଥମେ ଛୁଟିରେ କିଛି ଦହି ଲଗାନ୍ତୁ ଏବଂ ଏହା ପରେ ନିଜ କେଶକୁ ସଫା କରନ୍ତୁ |ଶନିବାର କୁ ସାଧବା ମାନେ ନିଜ ଛୁଟିକୁ ଧୋଇବା ଉଚିତ ନୁହେଁ | କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଶନିବାର କୁ ମୁଣ୍ଡ ସଫା କରୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଜୀବନକୁ ଧନ ସହ ଜଡିତ ସମସ୍ୟା ଆସିବ | ଯଦି ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଅଛି ତେବେ ଏହି ଦିନ ମୁଣ୍ଡ ସଫା କରିବା ପୂର୍ବରୁ ନିଜ ଛୁଟି ରେ କିଛି କଂଜା କ୍ଷୀର ଲଗାନ୍ତୁ ଏବଂ ଏହା ପରେ ତାକୁ ଧୋଇଦିଅନ୍ତୁ |

Leave a Reply

Your email address will not be published. Required fields are marked *