Sawan 2022 : ବାସ ୧୨ଦିନ ବାକି,ଏହା ପରେ ଚମକିବାକୁ ଯାଉଛି ଏହି ୩ରାଶିର ଲୋକମାନଙ୍କର ଭାଗ୍ୟ;ମିଳିବ ଅନେକ ଖୁସି ଖବର ।

Sawan 2022 : ଆସନ୍ତା ମାସ ୧୨ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସ ଭଗବାନ ଶିବଙ୍କର ପ୍ରିୟ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଶ୍ରାବଣ ମାସରେ ଭୋଲେ ଭଣ୍ଡାରୀଙ୍କୁ ସହୃଦୟ ସହିତ ପୂଜା କରୁଥିବା ଭକ୍ତମାନଙ୍କର ସମସ୍ତ ଇଚ୍ଛା ଭଗବାନ ପୂରଣ କରିଥାନ୍ତି । ପରବର୍ତ୍ତୀ ମାସ ମଧ୍ୟ ଅନେକ ରାଶିଗୁଡିକ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ୩ ଟି ରାଶିର ଭାଗ୍ୟ ଏହି ମାସରେ ଉଜ୍ଜ୍ୱଳ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ କ’ଣ ?

ପରିବାରର ଆର୍ଥିକ ସ୍ଥିତି ଭଲ ହେବ ;

ତୁଳା ରାଶି (Libra) : ଶ୍ରାବଣ ମାସରେ ଆପଣଙ୍କ ସମାଜରେ ମାନ ସମ୍ମାନ ବଢିବ ଏବଂ ପରିବାରର ଆର୍ଥିକ ସ୍ଥିତି ଭଲ ହେବ । ଆପଣଙ୍କୁ ଚାକିରିରେ ପ୍ରମୋଶନ କିମ୍ବା ଦାଇତ୍ୱ ମିଳିବାର ମଧ୍ୟ ଯୋଗ ଅଛି । ପରିବାର ସହିତ କେଉଁଠାକୁ ବହାରକୁ ଯିବାର ପ୍ଲାନ ବନିପାରେ । ବିଜନେସ ରେ ଉନ୍ନତି ହେବ । ସମ୍ପତି କିଣିବାର ଯୋଗ ବନିପାରେ ।

କେଉଁଠାରୁ ଅଚାନକ ମିଳିପାରେ ଧନ;

ମିଥୁନ ରାଶି (Gemini):

ଆସନ୍ତା ମାସ ଆପଣଙ୍କୁ ଆର୍ଥିକ ସଂକଟରୁ ମୁକ୍ତି ଦେବାକୁ ଯାଉଛି । ଆପଣଙ୍କୁ ଅଚାନକ କେଉଁଠାରୁ ବଡ଼ ସମ୍ପତି କିମ୍ବା ଧନ ମିଳିପାରେ । କେଉଁଠାରେ ନିବେଶ ର ଯୋଗ ବନି ପାରେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସଂପନ୍ନ ହେଇପାରେ । ଆପଣଙ୍କ ଆୟ ବଢିବ ଏବଂ ପିଲାର ମନ ପାଠରେ ଲାଗିବ । ବିଜନେସ ରେ ଲାଭ ହେବାର ଆଶା ରହିଛି ।

ରୋକି ହୋଇଥିବା କାମ ପୁରା ହୋଇପାରେ ;

ବୃଷଭ ରାଶି (Taurus) : ଶ୍ରାବଣ ମାସରେ ଆପଣଙ୍କ ଉପରେ ଭଗବାନ ଶିବଙ୍କର ବହୁତ କୃପା ବରିଶିବ । ଆପଣଙ୍କର ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ଅସୁବିଧାର ନିବାରଣ ହେବ ଏବଂ ପରିବାର ସହିତ କୁଆଡେ ବାହାରକୁ ବୁଲିବାକୁ ଯିବାକୁ ମଉକା ମିଳିବ । ଆପଣଙ୍କର ଅନେକ ରୋକି ହୋଇଥିବା କାମ ଆସନ୍ତା ମାସରେ ପୁରା ହୋଇ ପାରେ । ଆପଣଙ୍କ ଉପରେ ବଡ଼ ଙ୍କର ଆଶୀର୍ବାଦ ବନିରହିବ ଏବଂ ଅନେକ ନୂଆ ଖୁସି ଖବର ମିଳିବ ।

Leave a Reply

Your email address will not be published. Required fields are marked *