ସନ୍ଧ୍ୟା ସମୟରେ ଏହି 3ଟି ଜିନିଷ ଭୁଲରେ ବି କାହାରିକୁ ଦିଅନ୍ତୁ ନାହିଁ, କେହି କେତେ ବି ମାଗନ୍ତୁ ନା କାହିଁକି ଆପଣ ଏହା ତାଙ୍କୁ ଦିଅନ୍ତୁ ନାହିଁ! ବାସ୍ତୁ ଦୋଷ |

କେହି କେତେବି ମାଗୁ ନା କାହିଁକି ଆପଣ ସନ୍ଧ୍ୟା ସମୟରେ ଏହି 3ଟି ଜିନିଷ ଭୁଲରେ ବି କାହାରିକୁ ଦିଅନ୍ତୁ ନାହିଁ | ଆଜି ଆମେ ଏହା ମଧ୍ୟ ଜାଣିବା ଯେ ଘରେ ବାସ୍ତୁ ଦୋଷ ଉପସ୍ଥିତ ଅଛି ଆଉ କେମିତି ଆମେ ଏହାକୁ ବିନା ଘର ଭଙ୍ଗା-ଭଙ୍ଗୀ ନକରି ସେହି ବାସ୍ତୁ ଦୋଷକୁ ଦୂର କରିପାରିବେ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଜିନିଷ ଭୁଲରେ ବି ସନ୍ଧ୍ୟା ସମୟରେ କାହାରିକୁ ମଧ୍ୟ ଦିଅନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଦରିଦ୍ରତା ଆସିଥାଏ | ବାସ୍ତୁ ଦୋଷର ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ | ଯଦି ଜୀବନରେ ବାରମ୍ବାର ଝଗଡା ହେଉଥାଏ, ଧନର ଅଭାବ ହେଉଥାଏ, ଏବଂ ହାଟତ କ୍ଷତି ସହିବାକୁ ପଡୁଥାଏ ଏବଂ ସବୁ ସମୟରେ କେହି ନା କେହି ଆପଣଙ୍କ ଘରୁ ରୋଗରେ ପଡୁଥାନ୍ତୁ ତେବେ ଏହି ସବୁର ପଛରେ କେବଳ ବାସ୍ତୁ ଦୋଷ ହିଁ ଥାଏ | ଯଦି ତୁରନ୍ତ ଏହି ବାସ୍ତୁ ଦୋଷ ଉପରେ କିଛି ଉପାୟ କରାନାଯାଏ ତେବେ ଏହା ଆହୁରି ମଧ୍ୟ ଅସୁବିଧା ଆଣି ଆପଣଙ୍କ ସାମ୍ନାରେ ଠିଆ କରିଦେଇ ପାରେ |

ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ବାସ୍ତୁ ଉପାୟ ଯାହା କରିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ ସମୃଦ୍ଧି ଲାଗିରହିବ ସବୁବେଳେ ଆପଣଙ୍କ ଘରେ ଶାନ୍ତି ବନି ରହିବ | ବାସ୍ତୁ ହିସାବରେ ସନ୍ଧ୍ୟା ସମୟରେ କିଛି ଜିନିଷ ଅନ୍ୟ ମାନଙ୍କୁ ଦେବା ଉଚିତ ହୋଇନଥାଏ | ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଏହା ସାଥିରେ ବାସ୍ତୁ ଦୋଷରୁ ରକ୍ଷା ପାଇବା ପାଇଁ କିଛି ମହତ୍ୱପୁର୍ଣ ଉପାୟ କରିବା ନିହାତି ଦରକାର | ଆସନ୍ତୁ ଆମେ ଆପଣଙ୍କୁ ଜଣେଇବୁ ଯେ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ କେଉଁ କଥାକୁ ଧ୍ୟାନରେ ରଖିବା ଉଚିତ |

1 ଡଷ୍ଟବିନ :- ଆମେ ଡଷ୍ଟବିନରେ ଅନେକ ପ୍ରକାରର ଆଲିଆ ଆବର୍ଜନା ପକାଇଥାଉ | ଏହା ଘରେ ଉପସ୍ଥିତ ଥିବା ସବୁଠାରୁ ବେଶୀ ନାକ୍ରତ୍ମକ ଉର୍ଜା ବଢ଼ାଉଥିବା ଜିନିଷ ଅଟେ | ଏହାକୁ କେବେ ମଧ୍ୟ ଖୋଲା ରଖିବା ଉଚିତ ନୁହେଁ | ହୋଇପାରେ ତ ଏହାକୁ ଘରେ ନ ରଖି ଏହାକୁ ଘରର ବାହାରେ ରଖିବା ବହୁତ ଭଲ ହୋଇଥାଏ | ଏହାକୁ ସବୁବେଳେ ବନ୍ଦ କରି ରଖିବା ସହ ଏହା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ ଯେ ଏହା କେବେ ବି ଘରର ମୁଖ୍ୟ ଦ୍ୱାରରେ ନ ରହୁ | ଅନେକ ଲୋକ ଏହି ଭୁଲ କରନ୍ତି ଆଉ ଯାହା ପାଇଁ ଘରେ ବାସ୍ତୁ ଦୋଷ ପ୍ରବେଶ ହୁଏ ଆଉ ଘରେ ଅଶାନ୍ତି ଅସୁନ୍ତୁଷ୍ଟ ଲାଗିରହେ | ଏମିତି କରିବା ଦ୍ୱାରା ଆପଣଙ୍କର ନିଜ ପଡୋଶୀ ମାନଙ୍କ ସହ ମଧ୍ୟ ସମ୍ପର୍କ ଖରପ ହୋଇଥାଏ | ଏବଂ ଏଥିପାଇଁ ଆପଣ ଘରର ବାହାରେ କିମ୍ଭା ଘର ସାମ୍ନାରେ ଡଷ୍ଟବିନ ରଖନ୍ତୁ ନାହିଁ |

2- ଡଷ୍ଟବିନରେ ପକାନ୍ତୁ ନାହିଁ ଏହି ଜିନିଷ :-

କେବେ କେବେ ଆମେ ଡଷ୍ଟବିନରେ ଏମିତି କିଛି ଜିନିଷ ପକେଇଥାଉ ଯାହା ସକାରାତ୍ମକ ଦୃଷ୍ଟି କୋଣରୁ ଠିକ ହୋଇନଥାଏ |ଡଷ୍ଟବିନରେ ଭୁଲରେ ବି ଫଳର ଚୋପା ପକାନ୍ତୁ ନାହିଁ | ଏହାକୁ ସବୁବେଳେ ଘର ବାହାରେ ହିଁ ପକେଇବା ଆବଶ୍ୟକ ଅଟେ | ଏହା ସାଥିରେ ଖରାପ ହୋଇଯାଇଥିବା ଖାଇବା ଜିନିଷ ସେଥିରେ ପକାନ୍ତୁ ନାହିଁ | ଏହା ଦ୍ୱାରା ଘରେ ବହୁତ ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ | ଏମିତି କରିବା ଦ୍ୱାରା ଘରେ ଦୁର୍ଗନ୍ଧ ମଧ୍ୟ ହୋଇଥାଏ | ଏବଂ ଏହି ଦୁର୍ଗନ୍ଧ ଅସନା ଏହି ସବୁ କାରଣରୁ ଘରେ ମାତା ଲଷ୍ମୀଙ୍କର ବାସ ସମ୍ଭବ ହୋଇନଥାଏ | ଏଥିପାଇଁ ଏହାକୁ ଘରର ବାହାରେ ହିଁ ଫୋପାଡ଼ନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କୁ ନିଜ ବ୍ୟବସାୟ କିମ୍ଭା ଚାକିରୀରୁ ଶୁଭ ଖବର ମିଳିପାରେ |

3- ଶୋଇବା ପୂର୍ବରୁ ପାଣି ବାଲ୍ଟିକୁ ସବୁବେଳେ ଭରି କରି ରଖନ୍ତୁ :-

ଯଦି ଆପଣ ଋଣରେ ବୁଡି ରହିଛନ୍ତି କିମ୍ଭା ଯଦି ଆପଣକୁ ଧନ ଜନିତ ସମସ୍ୟା ସବୁବେଳେ ଘେରୁଛି ତେବେ ଶୋଇବା ପୂର୍ବରୁ ରୋଷେଇ ଘରେ ବାଲ୍ଟି ସବୁବେଳେ ଭରିକି ରଖନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କର ଋଣ ମୁକ୍ତ ହୋଇଯିବ | ଧନ ରୋଜଗାର କରିବା ବାଟରେ ଆସୁଥିବା ସମସ୍ତ ଅସୁବିଧା ସମାପ୍ତ ହୋଇଯିବ |

4- ସନ୍ଧ୍ୟା ସମୟରେ କ୍ଷୀର, ଦହି, ପିଆଜ କାହାରିକୁ ମଧ୍ୟ ଦିଅନ୍ତୁ ନାହିଁ :-

ଯଦି ସନ୍ଧ୍ୟା ହେବା ପରେ ଆପଣଙ୍କ ପଡୋଶୀ କିମ୍ଭା ଅନ୍ୟ କେହି ଯଦି ଆପଣଙ୍କୁ କ୍ଷୀର, ଦହି କିମ୍ଵା ପିଆଜ ମାଗିବାକୁ ଆସୁଛନ୍ତି ତେବେ ଆପଣ ତାଙ୍କୁ ଏହି ଜିନିଷ ଦିଅନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରର ଶାନ୍ତି ଚାଲିଯିବ | ରାତି ସମୟରେ କ୍ଷୀର ଏବଂ ଦହି ଦେବା ଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ ଏବଂ ପିଆଜ ଦେଲେ ଅସୁଥୁବା ଖୁସି ଆଉ ଆସିନଥାଏ |

5- ଛାତ ଉପରେ ଗହମ ଧୁଅନ୍ତୁ ନାହିଁ :-

ବାସ୍ତୁ ଅନୁଯାୟୀ ଘରର ଛାତ ଉପରେ ଗହମ କିମ୍ବା ବେରସିଟ ଧୁଅନ୍ତୁ ନାହିଁ | ଯଦିଓ ଆପଣ ଏହାକୁ ଛାତ ଉପରେ ଶୁଖେଇ ପାରିବେ | ଛାତ ଉପରେ ଗହମ କିମ୍ବା ବେରସିଟ ଧୋଇବାରୁ ଆପଣଙ୍କ ସମ୍ପର୍କ ଆପଣଙ୍କ ଶଶୁର ଘର ଲୋକଙ୍କ ସହ ଖରାପ ହୋଇଯାଇ ଥାଏ | ଏବଂ ସଂମାନରେ କମି ଆସିଯାଏ |

.6- ମିଶ୍ରିର କ୍ଷୀରି ଖାଇବା ଦ୍ୱାରା ଘରେ ବର୍ଷୀବ ମା ଲଷ୍ମୀଙ୍କ କୃପା :-

ମାସକୁ ଗୋଟେ ଥର ମିଶ୍ରି ପକାଇ କ୍ଷୀରି କରିବା ଆବଶ୍ୟକ ଅଟେ | ଏହି କ୍ଷୀରିକୁ ପରିବାରର ସବୁ ସଦସ୍ୟଙ୍କୁ ଦେବା ଜରୁରୀ ଅଟେ | ଏହି କଥାର ଧ୍ୟାନ ରଖିବେ ଯେ ଏହି କ୍ଷୀରିକୁ ସର୍ବପ୍ରଥମେ ଘରର କୌଣସି ବୃଦ୍ଧ ମହିଳାଙ୍କୁ ଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ପରିବାର ଉପରେ ମା ଲଷ୍ମୀଙ୍କର କୃପା ରହିବ |

7- ଗୁରୁବାର ଦିନ ହଳଦିଆ ଜିନିଷ ନିଶ୍ଚିତ ଖାଆନ୍ତୁ :-

ଗୁରୁବାର ଦିନ ହଳଦିଆ ଜିନିଷ ଖାଇବା ଦରକାର ସେହିଠାରେ ବୁଧବାରକୁ ସବୁଜ ଜିନିଷ ଖାଇବା ନିହାତି ଦରକାର | ଏମିତି କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଲାଗିରହିଥାଏ |

Leave a Reply

Your email address will not be published. Required fields are marked *