ବିବାହିତ ମହିଳା କେବେବି ଏହି ପାଞ୍ଚଟି ଗହଣା ଆଦୌ ପିନ୍ଧିବା ଉଚିତ ନୁହେଁ । ନଚେତ ହୋଇଯିବ ସ୍ୱାମୀଙ୍କ ମୃତ୍ୟୁ । ଜାଣି ରଖନ୍ତୁ :-

ବିବାହିତ ମହିଳାଙ୍କ ପାଇଁ ଷୋହଳ ଶୃଙ୍ଗାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ପରେ ମହିଳା ନିଜ ସ୍ୱାମୀଙ୍କ ସୌଭାଗ୍ୟ ପାଇଁ ହିଁ ଶୃଙ୍ଗାର କରନ୍ତି । ମଥାରେ ସିନ୍ଦୁର , ହାତରେ ଶଙ୍ଖା ଏବଂ ବେକରେ ମଙ୍ଗଳସୁତ୍ର ଜଣେ ବିବାହିତ ନାରୀର ମୁଖ୍ୟ ଆଭୂଷଣ ଅଟେ । ଯେଉଁ କାରଣରୁ ବିବାହିତ ମହିଳା ମାନେ ଅଧିକ ସୁନ୍ଦର ଦେଖା ଯାଆନ୍ତି । ସ୍ୱାମୀଙ୍କ ନାମରେ କରାଯାଇଥିବା ଏହି ଶୃଙ୍ଗାର ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ । ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ଶୃଙ୍ଗାରର କିଛି ଏପରି ଜିନିଷ ଅଛି ଯାହାକୁ ମହିଳା ମାନେ ବ୍ୟବହାର କଲେ ସ୍ୱାମୀଙ୍କ ଦୁର୍ଭାଗ୍ୟ ଆସିଥାଏ ।

୧ . କାନରେ କୁଣ୍ଡଳ ପିନ୍ଧିବା ଦ୍ୱାରା ମହିଳାଙ୍କୁ ଶ୍ୱାସ ଜନିତ ଏବଂ ମୁଣ୍ଡ ବ୍ୟଥାରୁ ମୁକ୍ତି ମିଳିଥାଏ । ଏହାସହିତ ଚିନ୍ତା କରିବାର ସାମ୍ୟର୍ଥ ମଧ୍ୟ ଅଧିକ ବଢ଼ିଯାଏ । ମହିଳା ମାନଙ୍କର କାନ ଛେଦନ ସମୟରେ ପଥମେ ବାମ କାନ ଏବଂ ତାପରେ ଡାହାଣ କାନର ଛେଦନ କରିଯିବା ଭଲ ହୋଇଥାଏ । ଏହାବ୍ୟତୀତ ମହିଳାଙ୍କ ନାମ ଛେଦନ ବାମ ପଟେ ହୋଇଥାଏ । ମାତ୍ର ନାକକୁ ଛେଦିବା ସମୟରେ ସିଧା ହାତ ଦିଗରେ ଛେଦନ କରିବା ଉଚିତ ନୁହେଁ । ନଚେତ ଏହା ଦ୍ୱାରା ଦୋଷ ଲାଗିଥାଏ । ମହିଳା ମାନେ ଆଜିକାଲି ନାନା ପ୍ରକାରର ଧାତୁରେ ତିଆରି କର୍ଣ୍ଣ କୁଣ୍ଡଳ ଧାରଣ କରୁଛନ୍ତି । ଯାହା ଅନେକ ସମସ୍ୟା ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ସବୁ ଗ୍ରହ ମଧ୍ୟ ବିଗିଡ଼ି ପାରେ ।

ଏହାବ୍ୟତୀତ ଆପଣଙ୍କ ସ୍ୱାମୀଙ୍କ ଉପରେ ସବୁଠାରୁ ଖରପ ପ୍ରଭାବ ପଡ଼ିପାରେ । ଯଦି ଆପଣ କାନରେ ଆଭୂଷଣ ଧାରଣ କରୁଛନ୍ତି ତେବେ ସୁନା କିମ୍ବା ରୂପାର କର୍ଣ୍ଣ କୁଣ୍ଡଳ ଧାରଣ କରନ୍ତୁ । ଅନ୍ୟ କୌଣସି ଧାତୁକୁ କାନରେ ପିନ୍ଧିଲେ କ୍ୟାନ୍ସର ଭଳି ଘାତକ ରୋଗ ମଧ୍ୟ ହୋଇପାରେ । ଯଦି ଆପଣ କୌଣସି କାରଣ ବଶତଃ ସୁନା କିମ୍ବା ରୂପା ଆଭୂଷଣ ପିନ୍ଧୁ ନାହାଁନ୍ତି ତେବେ ନିମ କାଠ ମଧ୍ୟ ଦେଇ ପାରିବେ ।

ବିବାହିତ ମହିଳା ମାନେ କେବେବି ଅନ୍ୟ କାହାର କୁଣ୍ଡଳ ନିଜ କାନରେ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ଅନର୍ଥ ହୋଇଥାଏ । ବୈବାହିକ ଜୀବନ ଖରାପ ହୋଇପାରେ ତାହାର ଦୋଷ ଆପଣଙ୍କ ଉପରେ ଆସିପାରେ । ଏମିତିରେ ଆପଣଙ୍କୁ ଅନ୍ୟ କାହାର ମଙ୍ଗଳସୂତ୍ର ମଧ୍ୟ ପିନ୍ଧିବା ଉଚିତ ନୁହେଁ । ନଚେତ ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ ।

ବିବାହିତ ମହିଳା ପାଦରେ ତିନୋଟି ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧନ୍ତି ଏବଂ ପାଉଁଜି ପିନ୍ଧନ୍ତି । ଏହା ଶାସ୍ତ୍ର ଦୃଷ୍ଟିରୁ ଯେତେ ଲାଭକାରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ସେତିକି ଲାଭଦାୟକ । କାରଣ ଏପରି କୁହାଯାଏ ଯେ ଦୁଇ ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମାନଙ୍କର ହୋରମୋନାଲ ସିକ୍ରେସନ ଭଲ ହୋଇଥାଏ । ଏହାଦ୍ବାରା ଥୈରୋଏଡ଼ ସମ୍ଭାବନା କମିଯାଏ । ଗର୍ଭାଶୟରେ ସମୁଚିତ ରକ୍ତ ପ୍ରବାହ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ପାଦରେ ଝୁଣ୍ଟିଆ ଏବଂ ପାଉଁଜି ନପିନ୍ଧନ୍ତି ତେବେ ତାହାର ପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଆୟୁଷ ଉପରେ ପଡ଼ିଥାଏ । କେବେବି ଢିଲା ଥିବା ଝୁଣ୍ଟିଆ ପିନ୍ଧନ୍ତୁ ନାହିଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଉପରେ କଷ୍ଟ ପଡ଼ିଥାଏ ।

ଆଉ ଏମିତିରେ ଯଦି ପାଉଁଜି ଏବଂ ଝୁଣ୍ଟିଆ ହଜିଯାଏ ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଘରର ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ ଏବଂ ଆପଣଙ୍କ ସ୍ୱାମୀଙ୍କୁ ମଧ୍ୟ ବ୍ୟବସାୟରେ କଷ୍ଟର ସମ୍ମୁଖୀନ କରିବାକୁ ପଡ଼ିଥାଏ । ପାଦରେ ସବୁବେଳେ ରୂପାର ଝୁଣ୍ଟିଆ ଏବଂ ପାଉଁଜି ପିନ୍ଧନ୍ତୁ ଏବଂ ଏହା ଯଦି ମାଛ ଆକାରର ହୋଇଥାଏ ତେବେ ଅତ୍ୟନ୍ତ ଭଲ ହୋଇଥାଏ । ଘୁଙ୍ଗୁର ଥିବା ପାଉଁଜି ପିନ୍ଧିଲେ ମାତା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଆକର୍ଷିତ ହୋଇ ଆସିଥାଏ

Leave a Reply

Your email address will not be published. Required fields are marked *