ଶାସ୍ତ୍ରରେ ଗାଧେଇବାକୁ ନେଇ ଅନେକ କଥା ଲେଖା ଯାଇଛି। ଗାଧେଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ଏବଂ ଭଗବାନଙ୍କ କୃପା ମଧ୍ୟ ଆମ ଉପରେ ସର୍ବଦା ରହିଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି ଯେ ଯଦି ଆମେ ଗାଧେଇବା ପୂର୍ବରୁ ଏହି ମନ୍ତ୍ର ଜପ କରିବା ତେବେ ମାତା ଗଙ୍ଗା ଆମ ଜଳରେ ବାସ କରିବେ । ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର କଣ।
ଯଦି ଆପଣ ଗାଧେଇବା ପୂର୍ବରୁ ‘ପ୍ରାତଃ ସ୍ଥାନ ପ୍ରନ୍ସସତୀ,ଉହାଉଷ୍ଟକର ହି ତତ,ସର୍ଵ ମହାତୀ ସୁଧାତ୍ମା,ପ୍ରାତଃ ସ୍ନାହି ଜକାଦିକମ,ଅତ୍ୟନ୍ତମଳିନ କାୟୋ,ନବଛିଦ୍ରହଁ ସମବ୍ରିଟ,ସର୍ଵୟାର୍ସ ଦିବାରାତ୍ର,ରାତ୍ରୋ ସ୍ଥାନ ବିସୋଧମ”। ଏହାର ଅର୍ଥ ହେଉଛି ଯଦି ସକାଳେ ସ୍ଥାନ କରିଥାଉ ତେବେ ଭୁତ ପ୍ରେତ ଆମ ପାଖକୁ ଆସି ନଥାନ୍ତି। ଏବଂ ଶରୀରରେ 9 ଟି ଛିଦ୍ର ଅଛି ଏବଂ ଏଥିରୁ ସର୍ବଦା ମଇଳା ବହିରିଥାଏ ସେଥପାଇଁ ଆମକୁ ସର୍ବଦା ସ୍ଥାନ କରିବା ଉଚିତ ଏବଂ ଏକ ତୀର୍ଥ ସ୍ଥାନରେ ସ୍ଥାନ କଲେ ଭଲ ହୋଇଥାଏ,କିନ୍ତୁ ଯଦି ଏପରି ସମ୍ଭବ ହେଉନାହିଁ ତେବେ ଆପଣ ସଫା ଜଳରେ ଗାଧେଇ ପାରିବେ। ଏଥିରେ ଆପଣ ପାପ ରୁ ମୁକ୍ତି ପାଇଯିବେ।
ଶାସ୍ତ୍ର କହିଥାଏ ଯେ “ଗୁଣା ଦଶ ସ୍ଥାନରସସ ପାଧୋ, ରୂପସ ତେଜସ ବଳସ ଶୌଚମ, ଆୟୁଷମରୋଗଲୁଲୁ ପଥୋଉମ,ଦୁ ସ୍ୱପ୍ନ ନସମ ତାପସ୍ୟ ମେଧାମ” ଅର୍ଥାତ ସକାଳୁ ସ୍ଥାନ କରିବା ଯୋଗୁଁ ରୂପ,ତେଜ,ପବିତ୍ରତା,ବଳ,ଆୟୁ,ଆରୋଗ୍ୟତା,ନିର୍ଲୋଭତା,ଦୁ ସ୍ୱପ୍ନ ନାସ,ତପ ଏବଂ ମେଧା ପ୍ରାପ୍ତ ହୁଏ ଏବଂ ଶ୍ରୀକୃଷ୍ଣ କୁହନ୍ତି ଯେ ରୋଗର ମୁକ୍ତି ପାଇଁ ଏବଂ ଧନ ବଢ଼ାଇବା ପାଇଁ ସ୍ଥାନ କରିବା ନିହାତି ଜରୁରୀ ଅଟେ। ଏବଂ ସ୍ଥାନ କଲେ ମାତା ଲକ୍ଷ୍ମୀ ପସର୍ଣ୍ଣ ରୁହନ୍ତି। ଏବଂ ଶ୍ରୀକୃଷ୍ଣ କହିଛନ୍ତି ସ୍ଥାନ 7 ପ୍ରକାରର ଯେପରିକି,ମନ୍ତ୍ର ସ୍ଥାନ,ଭୋଗ ସ୍ଥାନ,ଅଗ୍ନି ସ୍ଥାନ,ବାୟୁ ସ୍ଥାନ,ଦିବ୍ୟ ସ୍ଥାନ,ବରୁଣ ସ୍ଥାନ ଏବଂ ମାନସିକ ସ୍ଥାନ। ଏବଂ ଶ୍ରୀକୃଷ୍ଣ କହିଛନ୍ତି ଯେ ବ୍ରାମହ ମହୁର୍ତ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ସ୍ଥାନ କରିବା ଶୁଭ ହୋଇଥାଏ।
ଭୁଲରେ ମଧ୍ୟ ନଦୀ କିମ୍ବା ଗଡ଼ିଆରେ ଦେହ କୁ ଘଷି ଘସି ଗାଧେଇବା କଥା ନୁହେଁ। ଝରଣାରେ ଗାଧେଇବା ଭଲ ହୋଇଥାଏ ବୋଲି ଶାସ୍ତ୍ରରେ କୁହା ଯାଇଛି। ଯଦି କୌଣସି ସାଧାରଣ ଜଳ ହୋଇଥିବ ତେବେ ମାତା ଗଙ୍ଗାକୁ ସ୍ମରଣ କରି ଗାଧାନ୍ତୁ ଏବଂ ଚେଷ୍ଟା କରନ୍ତୁତୀର୍ଥ ସ୍ଥାନରେ ସ୍ଥାନ କରିବାକୁ ଏବଂ ଅଶ୍ୱକ୍ରାନ୍ତି ରଥକ୍ରାନ୍ତି, ବିଷ୍ଣୁ କ୍ରାନ୍ତି ବସୁଧରମେ ମୃତ୍ତିକେ,ହ୍ରମେ ପାପ ଅନେମେୟ ଦୃଷ୍ଟ କୃତମ କୃତମ ଏହି ମନ୍ତ୍ର ଜପ କରନ୍ତୁ। ଏବଂ ଯଦି ମାତା ଗଙ୍ଗାଙ୍କୁ ପ୍ରକୋଟ କରିବାକୁ ଚଂହାନ୍ତି ତେବେ ନନ୍ଦିନୀ ନଳିନୀ ସୀତା ମାଲଟିଚ ମହାପଙ୍ଗ,ବିଷ୍ଣୁ ପଡାଜ ସଂବୁଡା ଗଙ୍ଗା ତ୍ରିପାଠୁ ଗାମିନି, ଭାଗିରଟି ଭୋଗବତି ଜଣାଭି ଦେଶରଖି,ଦ୍ଵଦାସୀସ୍ୱନି ନାମନି ଯାତ୍ରୀ ଯାତ୍ରୀ ଜଳସୀ ଏହି ମନ୍ତ୍ର ପାଠ କଲେ ମାତା ଗଙ୍ଗା ପ୍ରକଟ ହୁଅନ୍ତି।