ଜୁନ ୧୪ ରେ ୯୦ ବର୍ଷ ପରେ ଦେଖାଯିବ ଜ୍ୟେଷ୍ଠ ପୂର୍ଣ୍ଣିମାର ଚନ୍ଦ୍ର,ଏହି ୪ଟି ରାଶିରେ ଲାଗିବ ଲଟେରୀ !

ବନ୍ଧୁଗଣ, ଏଥର ଯେଷ୍ଟ ପୂର୍ଣ୍ଣିମା ଉପରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ଚନ୍ଦ୍ରର ବିଶେଷ କାରକକୁ ପୂଜା କରିବା ଆମକୁ ଚନ୍ଦ୍ର ଦୋସାଠାରୁ ମୁକ୍ତି ଦେଇଥାଏ, ଯେଉଁଥିପାଇଁ ଆମେ ଆମ ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଉ ଏବଂ ବିଶେଷ କଥା ହେଉଛି ଚନ୍ଦ୍ର ଏହି ପୂର୍ଣ୍ଣିମା ଦିନ ଉଦୀୟମାନ ହେଉଛନ୍ତି। ସମସ୍ତ ପୂର୍ଣ୍ଣିମା ଅପେକ୍ଷା ସବୁଠୁ ଏହା ବଡ ଏବଂ ଉଜ୍ଜ୍ୱଳ ହେବାକୁ ଯାଉଛି, ଆପଣଙ୍କ ସୂଚନା ପାଇଁ, ଆପଣଙ୍କୁ ଜଣାଇ ଦେଉଛୁଯେ ଯାହାନ୍କର ରାଶିଫଳରେ ଚନ୍ଦ୍ର ବସନ୍ତି, ସେ ଏହି ଦିନ ପବିତ୍ର ନଦୀରେ ଗାଧୋଇବା ଉଚିତ୍। ଏହି ଦିନ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୁଏ ଏବଂ ମହିଳା ମାନେ ଏହିଦିନ ବ୍ରତ କରିବା ଉଚିତ ଏବଂ ଏହିଦିନ ଭଗବାନ ବିଷ୍ଣୁ ଏବଂ ସଙ୍କରଙ୍କୁ ପୂଜା କରିବା ଉଚିତ ଅଟେ।

ଯେଷ୍ଟ ପୂର୍ଣ୍ଣିମା ତିଥି 13 ଜୁନ ସୋମବାର ରାତି 9ଟା ବାଜିକି 2 ମିନିଟରେ ଆରମ୍ଭ ହେବ। ଏହି ଦିନ ଯେଉଁମାନଙ୍କ ବାହାଘର ହୋଇପାରୁ ନାହିଁ ସେମାନଙ୍କୁ ଧଳା ବସ୍ତ୍ର ପିନ୍ଧି ଭଗବାନ ଶିବଙ୍କ ଜଳାଭିଷେଖ କରିବାକୁ ପଡିବ। ଏପରି କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ କାରଣ ଦୂର ହୋଇଯିବ। ଏହି ପୂର୍ଣ୍ଣିମା ମଙ୍ଗଳବାର ଦିନ ଆରମ୍ଭ ହେବ ଏବଂ ଏହି ଦିନ ହନୁମାନଙ୍କ ପୂଜା କରିଲେ ସୁଖ ଶାନ୍ତି ଆସିଥାଏ ଏବଂ ଦୁଷ୍ଟ ଆତ୍ମାଙ୍କ ବିନାଶ ହୁଏ। ଗ୍ରନ୍ଥ ଅନୁସାରେ ଏହି ଜ୍ୟେଷ୍ଠ ମାସ ମଙ୍ଗଳ ବାର ଦିନ ଭଗବାନ ରାମ ଏବଂ ହନୁମାନଙ୍କ ମିଳନ ହୋଇଥିଲାତେଣୁ ଏହି ଦିନର ଅଧିକ ମହତ୍ଵ ରହିଛି। ଏହି ପୂର୍ଣ୍ଣିମା ତିଥି ଭଗବାନ ବିଷ୍ଣୁଙ୍କୁ ଆର୍ପିତ ଥାଏ ତେଣୁ ମାତା ଲକ୍ଷ୍ମୀ ମଧ୍ୟ ଶାନ୍ତ ଥାନ୍ତି। କିନ୍ତୁ କିଛି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ବର୍ଷିବ ଚାଲନ୍ତୁ ସେମାନଙ୍କ ବିଷୟରେ ଜାଣିବା।

ମେଶ ରାଶି:- ଏହି ରାଶିଙ୍କ ଉପରେ ଭଗବାନଙ୍କର କୃପା ରହିବ ଏବଂ ଏହି ରାଶିର୍ ଲୋକ ଆର୍ଥିକ ଦୃଷ୍ଟିରୁ ଭଲ ରହିବେ,ଚାକିରୀ କ୍ଷେତ୍ରରେ ଉର୍ଣ୍ଣତି ହେବ ଏବଂ ପାରିବାରିକ ସମ୍ବନ୍ଧ ଭଲ ରହିବ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟିକେ ସ୍ୱାସ୍ଥ୍ୟ ଖରାପ ରହିପାରେ। କିନ୍ତୁ ଦେଖିବାକୁ ଗଲେ ଆପଣଙ୍କ ସବୁଥିରେ ଲାଭ ହେବ।

ମିଥୁନୁ ରାଶି:-ଏହି ରାଶିଙ୍କର ଲୋକଙ୍କ ପୂର୍ବରୁ ହେଉଥିବା କ୍ଷତି ଆଉ ହେବ ନାହିଁ ଏବଂ ବ୍ୟବସାୟ ରେ ଉର୍ଣ୍ଣତି ହେବ। ଏବଂ ଦେଖିଚାହିଁ ଟଙ୍କାକୁ ଖର୍ଚ କରନ୍ତୁ ଏବଂ ବୃଧ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରନ୍ତୁ। ବିଦେଶ ଯିବାର ଯାତ୍ରାର୍ ସମ୍ଭାବନା ଅଛି। ଜୀବନ ସାଥୀଙ୍କ ସହ ସମୟ ଭଲରେ କଟବ। ଏବଂ ଜୀବନ ସାଥୀଙ୍କ ସହଯୋଗ ମିଳିବ।

କନ୍ୟା ରାଶି:- ଏହି ରାଶିର୍ ଲୋକଙ୍କର୍ ଥିବା ଏକ ବଡ଼ ଚିନ୍ତା ଦୂର ହେବ। କୌଣସି ଟଙ୍କା ସମ୍ବଧିୟ ମାମଲା ଦୂର ହେବ । ଏବଂ ବ୍ୟବସାୟରେ ଉର୍ଣ୍ଣତି ହେବ। ଘରେ ଚାଲିଥିବା କଳହ ଦୁରହେବ। ଜୀବନ ସାଥୀଙ୍କ ସହ ବର୍ଟାଲପ ହେବ। ଜ୍ୟେଷ୍ଠ ପୁର୍ଣିମାର୍ ବଡ଼ ମଙ୍ଗଳବାର ଆପଣଙ୍କ ପାଇଁ ଖୁସି ଆଣୁଚି।

ମିନ ରାଶି:- ଏହି ରାଶିରେ ଚାରିଆଡୁ ଧନ ଲାଭ ହେବାର ସମ୍ଭାବନା ରହିଛି ଏବଂ ଏହି ସମୟରେ ଆପଣ ଗାଡି,ଜାଗା ଇତ୍ୟାଦି କିଣିପାରିବେ। କିନ୍ତୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କ ସାଙ୍ଗମାନେ ଅପଣଙ୍କ ସାହାଯ୍ୟ କରିବେ ଏବଂ ଧନର ପ୍ରାପ୍ତି ହେବ। କିନ୍ତୁ ଆପଣଙ୍କ ଜୀବନ ସାଥୀଙ୍କର୍ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *