ଘରର ମୁଖ୍ୟ କବାଟରେ ଟାଙ୍ଗିଦିଅ ଏହାକୁ,୨୪ ଘଣ୍ଟା ଭିତରେ ଆସିବ ଟଙ୍କା !

ଅନେକ ସମୟରେ ଘରେ ବାସ୍ତୁ ଦୋଷ ହୋଇଥାଏ,କେହି କେବେ ଗୁଣି ଗାରେଡ଼ି କରିଦିଏ ତ ଆଉ କେହି ଦୃଷ୍ଟି ମଧ୍ୟ ଦେଇଦିଏ ତେବେ ଏହିସବୁ କାରଣରୁ ମଧ୍ୟ ବ୍ୟକ୍ତି ଉନ୍ନତି କରିପାରେ ନାହିଁ । ଅନେକ ଥର ଆପଣ ଯେତିକି ରୋଜଗାର କରନ୍ତି ତାଠାରୁ ଅଧିକ ଆପଣ ଖର୍ଚ୍ଚ କରିଦିଅନ୍ତି ତେବେ ଆପଣ ଋଣ ରେ ଫସିଯାନ୍ତି । ଆପଣ ଚାହିଁନ୍ତି ଘରେ କୌଣସି ଅସୁବିଧା ନହେଉ,ରୋଗ ନହେଉ,ଚିନ୍ତା ନରହୁ,ଋଣ ନରହୁ ଆପଣ ସବୁ ପ୍ରକାରରେ ଖୁସି ହେବାକୁ ଚାହାଁନ୍ତି । ତେବେ ଯଦି ଆପଣ ମଧ୍ୟ ରାତା-ରାତି ଚମତ୍କାର କରି ଧନୀ ଲୋକ ହେବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଥିବା ଟିପଣୀକୁ ଧ୍ୟାନର ସହ ପଢନ୍ତୁ ଏବଂ ଏହାକୁ କାର୍ଯ୍ୟକାରୀ କରନ୍ତୁ ।

ଆପଣ ସବୁବେଳେ ନିଜ ଘରର ପ୍ରବେଶ ଦ୍ୱାରାକୁ ଅର୍ଥାତ ଆପଣ ନିଜ ଘରର ଏଣ୍ଟ୍ରି କବାଟ ଏବଂ ନିଜ ଘରର ସାମ୍ନାକୁ ସବୁବେଳେ ସଫା ସୁତୁରା ରଖନ୍ତୁ ଏମିତି ନୁହେଁ କି ଘର ଆଗରେ ନଳା-ନର୍ଦମା କିମ୍ବା କୌଣସି ଅଦରକାରୀ ବସ୍ତୁ ଏସବୁ ରଖିବା ଉଚିତ ନୁହେଁ । ସବୁ କବାଟ ଅପେକ୍ଷା ଘରର ମୁଖ୍ୟ କବାଟ କୁ ସବୁଠୁ ଅଧିକ ସଜେଇକି ରଖିବା ଉଚିତ ହୋଇଥାଏ । କାରଣ ଲକ୍ଷ୍ମୀ ଏହିଠାରୁ ପ୍ରବେଶ କରିଥାନ୍ତି । ତେବେ ଘରର ମୁଖ୍ୟ କବାଟ ରେ ଆପଣ ଆମ୍ବ ଆଉ ନିମ ପତ୍ର ଟାଙ୍ଗି ମଧ୍ୟ ପାରିବେ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ତେବେ ଆଜି ଆମେ ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେଇ ଦୁଇଟି ଜିନିଷ କଣ ;

ପ୍ରଥମ : ଯୋଡ଼ା ମାଛ – ତେବେ ଆପଣଙ୍କୁ ରଙ୍ଗୀନ ମାଛ ତିଆରି କରିବାକୁ ହେବ । ଆପଣଙ୍କ ଦୁଇଟି ରଙ୍ଗୀନ ମାଛର ଚିତ୍ର ତିଆରି କରିବେ,ଏହିପରି ମାଛ ତିଆରି କରିବେ ଯାହା ବୁଲୁଥିବେ ଅର୍ଥାତ ଦୁହେଁ ଦୁହିଁଙ୍କ ପଛରେ ଗୋଲ ଗୋଲ ବୁଲୁଥିବେ । ତେବେ ଏଥିସହିତ ଆପଣଙ୍କୁ ପାଣି ମଧ୍ୟ ଆଙ୍କିଦେଇପାରିବେ,କାରଣ ପାଣି ବିନା ମାଛକୁ ଶୁଭ ବୋଲି ବିଶ୍ୱାସ କରାଯାଏ ନାହିଁ । ଏହି ପରି ଏକ ଚିତ୍ର କରି ଏହାକୁ ଘରର ମୁଖ୍ୟ କବାଟ ସାମ୍ନା ରେ ଟାଙ୍ଗି ଦିଅନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କର ଉନ୍ନତି କିଛି ହିଁ ମାସରେ ଦେଖିବାକୁ ମିଳିଯିବ ଏବଂ ଆପଣଙ୍କର ଶୁଭ ହେବ

ଦ୍ୱିତୀୟ : ଅତର – ଜରୁରୀ ନୁହେଁ କି ଆପଣ କେବଳ ଅତର ହିଁ ନେବେ ,ଆପଣ ଗୋଲାପ ଜଳ ମଧ୍ୟ ନେଇପାରବେ । ଏହା ପରେ ଗୋଟିଏ ସିସି ନେବେ ,ଏହା କାଚର ହୋଇପାରେ ଅବା ପ୍ଲାଷ୍ଟିକ ମଧ୍ୟ ହୋଇପାରେ । ଏଥିସହ ସେଥିରେ ଟିକିଏ ସାଧାରଣ ଜଳ ନେଇନିଆନ୍ତୁ ଏବଂ ଗୋଟିଏ ବୁନ୍ଦା ଅତର ଢାଳି ଦିଅନ୍ତୁ । ଏହା ପରେ ସେହି ଶିଶିର ଟିକିଏ କଣା କରିଦିଅନ୍ତୁ ତାପରେ ଏହାକୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ବାହାରେ ଭିତରେ କେଉଁ ଠାରେ ବି ଆପଣ ଏହାକୁ ସୁରକ୍ଷିତ ଭାବେ ରଖିପାରିବେ । ତେବେ କୌଣସି ପ୍ରକାର ବାସ ର ମଧ୍ୟ ଆପଣ ଅତର ନେଇପାରିବେ । ତାପରେ ଯେମିତି ଯେମିତି ସମୟ ବିତିବ ଆଉ ଏହା ମଧ୍ୟ ରୁ ବାସ୍ନା ବହାରିକି ଚାରିଆଡେ ବିଛୁରିତ ହେବ ଆପଣ ଅନୁଭବ କରିବେ ଧୀରେ ଧୀରେ ଆପଣଙ୍କର ଉନ୍ନତି ହେବାକୁ ଲାଗିବ ।

Leave a Reply

Your email address will not be published. Required fields are marked *