ଶୁକ୍ରବାର ଦିନ ନିଜ ପର୍ସରେ ରଖନ୍ତୁ ଏହି ୯ଟି ଜିନିଷ ଭିତରୁ ଯେକୌଣସି ଗୋଟିଏ ଜିନିଷ, ମାଆ ଲକ୍ଷ୍ମୀଙ୍କ କୃପାରେ ଘରକୁ ଆସିବ ସୁଖ ସମୃଦ୍ଧି

ବନ୍ଧୁଗଣ, ଏହି ସଂସାରରେ ଏମିତି କେହି ପ୍ରାଣୀନଥିବେ ଯିଏକି ଧନର ଇଚ୍ଛା ରଖୁନଥିବେ। ପ୍ରତ୍ୟେକ ଏହି ଇଚ୍ଛା ରଖନ୍ତି। ତା ପାଖରେ ଏତେ ଧନରାଶି ହେଉକି ଯାହା ମାଧ୍ୟମରେ ସେ ନିଜର ସମସ୍ତ ଇଚ୍ଛା ପୂରଣ କରିପାରିବ। ଯଦି ବହୁତ ଅଧିକ ନୁହେଁ ଏତିକି ଥାଉକି ସେ ତା ମାଧ୍ୟମରେ ନିଜର ଗୁଜୁରାଣ କରିପାରିବ। ଧନକୁ ପ୍ରାପ୍ତ କରିବା ପାଇଁ କିଛି ଲୋକ ସଠିକ ମାର୍ଗ ଚୟନ କରନ୍ତି। ସେ ଧନ ପାଇବା ପାଇଁ କଠିନ ପରିଶ୍ରମ କରନ୍ତି। ପରନ୍ତୁ କିଛି ଲୋକ ଛଳ ଓ କପଟର ସାହାରା ନେଇ ଧନ କମାଇବାର କାମନା କରନ୍ତି। ଅନ୍ୟପକ୍ଷେ କିଛି ଏମିତି ଲୋକ ଥାଆନ୍ତି, ଯେଉଁମାନଙ୍କ ନିକଟରେ ପଇସା ଅଧିକ ଦିନ ପର୍ଯ୍ୟନ୍ତ ଆଦୌ ରହିପାରେ ନାହିଁ। ତାଙ୍କର ଏହି ଅନ୍ଦାଜ ତାଙ୍କ ପର୍ସରୁ ଜଣାପଡେ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ନିୟମ ପାଳନ କରନ୍ତୁ ସବୁବେଳେ ପଇସା ରହିବ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ମାତା ଲକ୍ଷ୍ମୀଙ୍କର ଫୋଟ:-

ମାତା ଲକ୍ଷ୍ମୀ ଧନ ସହ ସମ୍ବନ୍ଧିତ ସମସ୍ତ ଅସୁବିଧାର ସମାଧାନ କରିଦିଅନ୍ତି। ମାତା ଲକ୍ଷ୍ମୀଙ୍କର ଫୋଟ ରଖିଲେ ପର୍ସରେ ଆଦୌ ପଇସା କମିବ ନାହିଁ। ମାତା ଲକ୍ଷ୍ମୀଙ୍କର ବସିଥିବା ଫୋଟ ରଖିବା ଉଚିତ।

ଅଶ୍ୱତଥ ପତ୍ର:-

ଅଶ୍ୱତଥ ପତ୍ର ଓ ତୁଳସୀ ପତ୍ରକୁ ପୂଜା କରାଯାଏ। ଶାସ୍ତ୍ରରେ ବହୁତ ମହତ୍ତ୍ଵ ଅଛି ଅଶ୍ୱତଥ ପତ୍ର ଓ ତୁଳସୀ ପତ୍ରର। ବାସ୍ତୁଶାସ୍ତ୍ରରେ ଅନୁସାରେ ପର୍ସରେ ଅଶ୍ୱତଥ ପତ୍ରକୁ ରଖିଲେ ଆର୍ଥିକ ଲାଭ ଦୂରେଇ ଯାଏ। ଏମିତି କରିବା ଦ୍ଵାରା ପର୍ସ କେବେ ଫାଙ୍କା ରହେନାହିଁ। ଓ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ।

ଲାଲ ରଙ୍ଗର କାଗଜ:-

ଲାଲ ରଙ୍ଗର କାଗଜ ହେଉଛି ଏକ ଟୋଟକା ପରି। ଏହି ଲାଲ ରଙ୍ଗର କାଗଜରେ ନିଜର ଇଚ୍ଛାକୁ ଲେଖି ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖିବା ଦ୍ବାରା ଇଚ୍ଛା ପୂରଣ ହୋଇଥାଏ।

ଚାଉଳ:-

ଶାସ୍ତ୍ରରେ ଅନାଜ ଓ ଧାନକୁ ସମାନ କୁହାଯାଇଛି। ସେଥିପାଇଁ ଚାଉଳକୁ ରଖିବାରେ ମହତ୍ତ୍ଵ ଅଛି। ଯଦି ଚିମୁଟାଏ ଚାଉଳକୁ ପର୍ଶରେ ରଖିବା ତେବେ ଏହା ଆମର ବଦଖର୍ଚ୍ଚକୁ ରୋକିଥାଏ।

ଛୁରୀ/ ଭଙ୍ଗା କାଚ:-

ଛୁରୀ ଓ ଭଙ୍ଗା କାଚ ଆଦିକୁ ପର୍ସରେ ରଖିଲେ ଏହା ଆର୍ଥିକ ସ୍ଥିତିକୁ ସନ୍ତୁଳନ କରି ରଖେ।

ଚାନ୍ଦୀ ମୁଦ୍ରା:-

ସୁନା ଓ ଚାନ୍ଦୀର ମୁଦ୍ରାକୁ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି। ଏହାକୁ ପର୍ସରେ ରଖିବା ପୂର୍ବରୁ ଘରର ମନ୍ଦିରରେ ନିଶ୍ଚିତ ପୂଜା କରନ୍ତୁ।

ରୁଦ୍ରାକ୍ଷ:-

ପର୍ସରେ ରୁଦ୍ରାକ୍ଷ ରଖିବା ଫଳରେ ଧନ ହାନି ହେବାର ସମ୍ଭାବନା ଥାଏ।

ଗୁରୁଜନଙ୍କ ନିକଟରୁ ମିଳୁଥିବା ପଇସା:-

ଗୁରୁଜନଙ୍କ ନିକଟରୁ ମିଳୁଥିବା ପଇସାକୁ ହଳଦୀ ଓ ତିଳକ ଲଗାଇ ନିଜ ପାଖରେ ରଖନ୍ତୁ।

ପର୍ସରେ ପଇସା ମୋଡି ରଖନ୍ତୁ ନାହିଁ:-

ଆପଣ ଯେତେବେଳେ ପର୍ସରେ ପଇସା ରଖନ୍ତି ସେହି ମୁଦ୍ରାଟି ନ ମୁଡ଼ିଥିବା ଆବଶ୍ୟକ ନଚେତବହୁତ ଆସିପାରେ। ପଇସା ମୋଡି ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *