ପୁରୁଷମାନେ କେବେ ବି କରନ୍ତୁ ନାହିଁ ଏମିତି ଭୂଲ, ନହେଲେ ବୈବାହିକ ଜୀବନରେ ଆସିବ ବଡ ସମସ୍ୟା !

ମଣିଷ ସ୍ଵାସ୍ଥ୍ୟ:-

ପୁରୁଷଙ୍କୁ ନିଜର ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଉଚିତ ନହେଲେ ଆଗକୁ ଯାଇ ଆପଣଙ୍କର ବୈବାହିକ ଜୀବନ ଖରାପ ହୋଇପାରେ। ଏମିତିରେ ଆପଣଙ୍କୁ ସ୍ପର୍ମ କାଉଣ୍ଟକୁ ଅଧିକ କରିବା ପାଇଁ କିଛି ଭୁଲରୁ ନିଜକୁ ରକ୍ଷା କରିବାକୁ ପଡ଼ିବ। କାରଣ ଆପଣଙ୍କର ଛୋଟ ଛୋଟ ଭୁଲ ପାଇଁ ସ୍ପର୍ମ କାଉଣ୍ଟ କମ ହୋଇପାରେ। ତେବେ ଆସନ୍ତୁ ଜାଣିବାକୁ ଚେଷ୍ଟା କରିବାକି ଏମିତି କଣ ଅଭ୍ୟାସ ଅଛି, ଯେଉଁଥି ପାଇଁ ସ୍ପର୍ମ କାଉଣ୍ଟ କମ ହେବାକୁ ଲାଗେ।

ମୋଟାପା ଯୋଗୁଁ ସ୍ପର୍ମ କାଉଣ୍ଟ କମ ହେବ:-

କଣ ଆପଣ ଜାଣିଛନ୍ତିକି ସ୍ପର୍ମ କାଉଣ୍ଟ କମ ହେବାର ବଡ କାରଣ ମୋଟାପା ମଧ୍ୟ ହୋଇଥାଏ। ଯେତେବେଳେ ଆପଣଙ୍କର ଓଜନ ବଢ଼ିବାକୁ ଲାଗେ ସେତେବେଳେ ସ୍ପର୍ମ କାଉଣ୍ଟ ବଢିବାର ଆଶଙ୍କା ହୋଇଯାଏ। ଏମିତିରେ ଚେଷ୍ଟା କରନ୍ତୁକି ଆପଣ ଫିଟ ରହିବେ ଯାହା ଫଳରେ ରୋଗ ଠାରୁ ଆପଣ ଦୂରରେ ରହିବେ।

ଅଧିକ ଟେନସନ ନେବା:-

ଏହା ସହିତ ଯେଉଁ ଲୋକ ବହୁତ ଅଧିକ ଟେନସନ ନିଅନ୍ତି ତାଙ୍କର ମଧ୍ୟ ସ୍ପର୍ମ କାଉଣ୍ଟ କମ ହେବାକୁ ଲାଗେ। ଏମିତିରେ ଚେଷ୍ଟା କରନ୍ତୁକି ଟେନସନ ଠାରୁ ଦୂରରେ ରୁହନ୍ତୁ ଓ ଅଧିକରୁ ଅଧିକ ଖୁସି ରୁହନ୍ତୁ। ଆପଣଙ୍କୁ ଏମିତି ସମସ୍ୟା ନ ହେଉ। ଟେନସନକୁ କମ କରିବା ପାଇଁ ଆପଣ ଯୋଗର ସାହାରା ନେଇପାରିବେ। ଏହା ବ୍ୟତୀତ ଯେଉଁ ଲୋକ ବ୍ୟାୟାମ କରନ୍ତି ନାହିଁ ସେମାନଙ୍କର ମଧ୍ୟ ସ୍ପର୍ମ କାଉଣ୍ଟ କମିବାକୁ ଲାଗେ। ଅର୍ଥାତ ଆପଣଙ୍କୁ ନିଜର ଲାଇଫଷ୍ଟାଇଲରେ ବ୍ୟାୟାମ ମଧ୍ୟ ସାମିଲ କରିବାକୁ ହେବ, ଯାହା ଫଳରେ ଆପଣଙ୍କର ବୈବାହିକ ଜୀବନରେ କୌଣସି ଅସୁବିଧା ହେବନାହିଁ।

ବାହାରର ଖାଦ୍ୟ ଖାଇବା:-

ଏମିତି ଲୋକ ଯେଉଁମାନେ ବାହାରର ଖାଇବା ଖାଆନ୍ତି, ସେମାନଙ୍କୁ ଏଥିରୁ ଦୂରେଇ ରହିବା ଉଚିତ। କାରଣ ଏହାର ପ୍ରଭାବ ଆପଣଙ୍କର ସ୍ପର୍ମ କାଉଣ୍ଟ ଉପରେ ପଡ଼ିଥାଏ। ଏଥିରେ ଆପଣଙ୍କୁ ମଧ୍ୟ ଅନଫିଟ ଅନୁଭବ ହୁଏ। ଯାହାଫଳରେ ସ୍ପର୍ମ କାଉଣ୍ଟ ଉପରେ ମଧ୍ୟ ପ୍ରଭାବ ପଡେ। ଓ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ପ୍ରଭାବିତ ହୁଏ।

Leave a Reply

Your email address will not be published. Required fields are marked *