ଚାଣକ୍ୟ ନୀତି: ବି-ଷଧ-ର ସାପ ପରି ହୋଇଥାନ୍ତି ଏହି ୪ ଜଣ ଲୋକ, ଏମାନଙ୍କ ସହିତ ରହିଲେ ବ-ର୍ବା-ଦ ହୋଇଯିବ ଜୀବନ !

କୁହନ୍ତିକି ଜୀବନରେ ସଙ୍ଗତର ବହୁତ ଅଧିକ ପ୍ରଭାବ ପଡେ। ଆପଣ ଯେଉଁ ଲୋକଙ୍କ ସହିତ ଉଠିବା ବସିବା କରନ୍ତି ତାହା ଆପଣଙ୍କ ଜୀବନ ଓ ଅଭ୍ୟାସ ଉପରେ ଗଭୀର ପ୍ର-ଭାବ ପକାଏ। ସେଥିପାଇଁ ଆମର ବଡ ଗୁରୁଜନମାନେ ଭଲ ସଙ୍ଗତରେ ରହିବା ପାଇଁ ପରାମର୍ଶ ଦିଅନ୍ତି। ଚାଣକ୍ୟ ନୀତିର ରଚୟତା ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି କଥାକୁ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ସେ ନିଜର ନୀତିରେ ୪ଜଣ ଏମିତି ଲୋକଙ୍କର କଥା କୁହାଯାଇଛି ଯେଉଁମାନଙ୍କ ନିକଟରୁ ଦୂରରେ ରହିବା ଭଲ ଅଟେ।

ଖରାପ ଓ ନେଗେଟିଭ ମାହୋଲରେ ରହିବା ଲୋକ:-

ଆପଣ ଯେଉଁ ସ୍ଥାନରେ ରୁହନ୍ତି, ସେଠାକାର ବାତାବରଣର ଆପଣଙ୍କର ଚିନ୍ତା ଓ ବିଚାର ଉପରେ ଗଭୀର ପ୍ରଭାବ ପଡେ। ଯେଉଁ ଲୋକ ଖରାପ ଓ ନେଗେଟିଭ ମାହୋଲରେ ରୁହନ୍ତି। ତାଙ୍କ ମୁଣ୍ଡରେ ମଧ୍ୟ ଏମିତି ବିଚାର ଜନ୍ମ ହୁଏ। ଏମାନେ କେବେ କାହାରି ଭଲ କରନ୍ତି ନାହିଁ। ବରଂ ନିଜର ଲାଭ ପାଇଁ ଅନ୍ୟକୁ କ୍ଷ-ତି ପହଞ୍ଚାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆମେ ଜୀବନରେ ଏମିତି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ। ଯଦି ଆପଣ ଏହି ଲୋକଙ୍କ ସଙ୍ଗତରେ ରୁହନ୍ତି ତେବେ ଆପଣଙ୍କ ଚିନ୍ତାଧାରା ମଧ୍ୟ ଏମାନଙ୍କ ପରି ଖରାପ ହୋଇଯିବ। ପୁଣି ଆପଣଙ୍କ ବ୍ୟବହାର ଓ କଥାବାର୍ତ୍ତା ମଧ୍ୟ ତାଙ୍କ ପରି ଅନୁଚିତ ହୋଇଯିବ। ସେଥିପାଇଁ ମିତ୍ରତା ପଜିଟିଭ ମାହୋଲରେ ରହୁଥିବା ଲୋକଙ୍କ ସହିତ କରନ୍ତୁ।

ଖରାପ ନଜର ଥିବା ଲୋକ:-

କିଛି ଲୋକଙ୍କର ନଜର ବହୁତ ଖରାପ ହୋଇଥାଏ। ସେ ପରର ସ୍ତ୍ରୀ ଉପରେ ଖରାପ ନଜର ରଖନ୍ତି। ତାଙ୍କ ବିଷୟରେ ଅନୁଚିତ ଚିନ୍ତା କରନ୍ତି। ଏମିତି ଲୋକଙ୍କ ସହିତ ରହିବା ନିଜର ଚରିତ୍ର ଉପରେ ଦାଗ ଲଗାଇବା ପରି ଅଟେ। ପୁଣି ଯଦି ଆପଣ ଏହି ଲୋକଙ୍କୁ ମିତ୍ର କରିନେଲେ ଓ ଏହା ଆପଣଙ୍କ ଘରକୁ ଆସନ୍ତି ତେବେ ଆପଣଙ୍କ ଘରର ଝିଅ ଓ ବୋହୁଙ୍କୁ ମଧ୍ୟ ଏହି ନଜରରେ ଦେଖିବେ।

ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖୁଥିବା ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଅନ୍ତି। ଏହା ସହିତ ରହି ଆପଣଙ୍କର ନଜର ମଧ୍ୟ ଖରାପ ହୋଇଯିବ। ଆପଣ ନିଜର ଚରିତ୍ରକୁ ମଧ୍ୟ ଖରାପ କରିବେ। ଏହି ଜିନିଷ ସମାଜରେ ଆପଣଙ୍କର ଓ ପରିବାରର ବଦ-ନାମ କରନ୍ତି।

ଖରାପ ବ୍ୟବହାରର ଲୋକ:-

ଆଚାର୍ଯ୍ୟ ଚାଣକ୍ୟଙ୍କ କଥା କହିଲେ ଆମକୁ ସେହି ଲୋକଙ୍କ ସହିତ ରହିବା ଉଚିତ ନୁହେଁ ଯେଉଁମାନଙ୍କର ବ୍ୟବହାର କୁଶଳ ହୋଇନଥାଏ। ଯେଉଁମାନଙ୍କର ବ୍ୟବହାର ଖରାପ ହୋଇଯାଏ। ଯେଉଁ ଲୋକମାନେ ଢଙ୍ଗରେ କଥାବାର୍ତ୍ତା କରନ୍ତି ନାହିଁ। ଅନ୍ୟର ସାହାଯ୍ୟ ପାଇଁ ଆଗକୁ ଆସନ୍ତି ନାହିଁ। ସ୍ୱାର୍ଥୀ ହୋଇଥାନ୍ତି।

ଏହି ଲୋକଙ୍କ ସଙ୍ଗତରେ ରହି ଆମର ବ୍ଯବହାର ମଧ୍ୟ ଖରାପ ହୋଇଯାଏ। ଏକ ଖରାପ ବ୍ୟବହାର ସମାଜରେ ଇ-ଜ୍ଜ-ତ କମାଏ। ତାପରେ ଏଥିରେ ଭଲ ମିତ୍ରତା ମଧ୍ୟ କେହି କରନ୍ତି ନାହିଁ। ସବୁ ଦୂରେଇ ଯାଆନ୍ତି। କେହି ଆମ ଉପରେ ଭରସା କରନ୍ତି ନାହିଁ।

ଖରାପ ଅଭ୍ୟାସ ଥିବା ଲୋକ:-

ନିଶା କରୁଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ। ନିଶା ପରିବାରକୁ ବ-ର୍ବା-ଦ କରିଦିଏ। ଯିଏ ଦୁଇ ନମ୍ବରି କାମ କରେ ତାଙ୍କ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ। ଜୁଆ ଓ ସଟ୍ଟା ଖେଳୁଥିବା ଲୋକ ସଙ୍ଗତ ମଧ୍ୟ ଖରାପ ହୋଇଥାଏ। ଯାହା ଆମକୁ ବର୍ବାଦ କରିଦିଏ। ଏମିତି ଲୋକ ଆମକୁ ଖରାପ ରାସ୍ତା ଦେଖାନ୍ତି। ଏମାନେ ପିଠିରେ ମଧ୍ୟ ଛୁ-ରୀ ଭୁସନ୍ତି। ଏମାନଙ୍କର ସଙ୍ଗତରେ ପରିବାରର ନାମ ଖରାପ ହୁଏ।

Leave a Reply

Your email address will not be published. Required fields are marked *