ଏହି ୬ଟି ରାଶିର ଲୋକ ଜୁନ ମାସରେ ହେବେ କୋଟିପତି !

ବନ୍ଧୁଗଣ ଜୀବନରେ ଲୋକ ଧାନପ୍ରାପ୍ତି ପାଇଁ ବହୁତ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେ ବେଳେ ନିରନ୍ତର ପରିଶ୍ରମ ପରେ ମଧ୍ୟ ପଇସା ଆୟ କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ପ୍ରତ୍ୟେକ ସମୟରେ ପଇସା ଚିନ୍ତାରେ ବୁଡି ରହିଥାଏ। ଆର୍ଥିକ ଚିନ୍ତା ଜୀବନଶୈଳୀ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ଏମିତି ସମୟ କିଛି ରାଶିର ଲୋକଙ୍କ ଭାଗ୍ୟରେ ସମାପ୍ତ ହେବାକୁ ଯାଉଛି। ଏହି ୬ ରାଶି ଥିବା ଲୋକମାନଙ୍କ ଜୀବନରେ ବଡ ହେବାକୁ ଯାଉଛି। ବନ୍ଧୁଗଣ ୨୦୨୨ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଋତୁ ପରିବର୍ତ୍ତନ ହେଉଛି ଜୁନ। ହିନ୍ଦୁ ଧର୍ମରେ ଏହି ମାସକୁ ସବୁଠାରୁ ପବିତ୍ର ଓ ଶୁଭ ମାନାଯାଏ। ଆପଣଙ୍କୁ ଜଣାଇଦେଉଛୁକି ଜୁନ ୨୦୨୨ର ମାସ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଦୃଷ୍ଟିରୁ ଖାସ ରହିବ।

କାରଣ ଏହି ମାସରେ ଅନେକ ବଡ ବଡ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ୧୫ ଜୁନରେ ସୂର୍ଯ୍ୟ ଦେବତା ମିଥୁନ ରାଶିରେ ପ୍ରବେଶ କରିବେ। ୧୮ ଜୁନରେ ଶୁକ୍ର ନିଜର ରାଶି ବୃଷ ରାଶିରେ ଗୋଚର କରିବେ। ୨୭ ଜୁନରେ ମଙ୍ଗଳ ମେଷ ରାଶିରେ ପ୍ରବେଶ କରିବେ। ଗ୍ରହ ନକ୍ଷତ୍ରରେ ହେଉଥିବା ଏହି ପରିବର୍ତ୍ତନରେ କିଛି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ସୂର୍ଯ୍ୟ ଦେବତାଙ୍କର ରୋହିଣୀ ଗ୍ରହର ଗୋଚର ୮ ଜୁନ ପର୍ଯ୍ୟନ୍ତ ରହିବ। ଏହାପରେ ସୂର୍ଯ୍ୟ ଦେବତା ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ। ୯ଟି ଗ୍ରହର ସ୍ବାମୀ ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ ସହିତ ନକ୍ଷତ୍ରରେ ଗୋଚର କରନ୍ତି। ସୂର୍ଯ୍ୟ ଦେବତାଙ୍କର ଅନେକ ନକ୍ଷତ୍ରମାନଙ୍କ ସହିତ ସହଯୋଗ ସୁଫଳ ପ୍ରଦାନ କରିଥାଏ। ପରିଣାମ ସ୍ୱରୂପ କିଛି ରାଶିମାନଙ୍କର ଭାଗ୍ୟ ବର୍ତ୍ତମାନ ଭଲ ରହିବ। ଭାଗ୍ୟରେ ଏମିତି ପରିବର୍ତ୍ତନ ଓ ସହଯୋଗ ମିଳିବ ଯେଉଁଥିରେ ତାଙ୍କୁ ଜବରଦସ୍ତ ଆର୍ଥିକ ଉନ୍ନତି ମିଳିବ। ଆସନ୍ତୁ ଜାଣିବା ଏହି ବିଷୟରେ।

ମେଷ ରାଶି:-

ମେଷ ରାଶିର ଲୋକମାନେ ନିଜର ଆଖି ଖୋଲା ରଖନ୍ତୁ। ଦିଲଚସ୍ପି ଘଟଣା ପାଇଁ ଆପଣଙ୍କର ଅପେକ୍ଷା ଅଛି ଓ ଆପଣ ତାକୁ ହରାଇବାକୁ ଚାହିଁବେ ନାହିଁ। ମେଷ ରାଶିର ଲୋକଙ୍କ ପାଇଁ ଜୁନ ମାସ କିଛି ଖାସ ନେଇ ଆସିବ। ଏହି ସମୟ ଖୁସି, ଉତ୍ସାହ, ଅବସର ଓ ଖୁସିଖବରରେ ପରିପୂର୍ଣ ରହିବ। ଏହି ରାଶିର ଲୋକମାନେ ନିଜର କ୍ୟାରିୟରରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ। କାର୍ଯ୍ଯକ୍ଷେତ୍ରରେ ଭଲ ପରିଣାମ ଦେଖିବାକୁ ପାଇବେ। ପରିଶ୍ରମର ସମ୍ପୂର୍ଣ ଫଳ ମିଳୁଥିବାର ନଜର ଆସିବ। ବରିଷ୍ଠ ଅଧିକାରୀଙ୍କ ନିକଟରୁ ସମ୍ମାନ ପ୍ରାପ୍ତ ହେବ। ଚାକିରୀ ଓ ବ୍ୟବସାୟରେ କଡା ପରିଶ୍ରମ ଲାଭ ଆଣିବ। ଅନେକ ନୂଆ ସୁଯୋଗ ଅବସର ଦେବ। ଶନି ଲାଭରେ ଥିବା କାରଣରୁ ଏହି ସମୟରେ ଆପଣ କାର୍ଯ୍ଯ ସ୍ଥିତିରେ ଅଧିକତମ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ତମ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ ରହିବ। ପ୍ରେମ ସମ୍ବନ୍ଧ ମାମଲାରେ ଏହି ମାସ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଭଲ ରହିବ। ଭାଗ୍ୟ ଭଲ ରହିବ।

କନ୍ୟା ରାଶି:-

କନ୍ୟା ରାଶିର ଲୋକମାନଙ୍କ ପାଇଁ ଜୁନର ମାସ ଭଲ ପରିଣାମ ନେଇ ଆସୁଅଛି। ଏକ ସଫଳ ମାସ ଆପଣଙ୍କର ଅପେକ୍ଷା କରୁଅଛି। ବିଦ୍ୟାର୍ଥିମାନେ ପଢାରେ ଭଲ ପ୍ରଦର୍ଶନ କରିବେ। ପ୍ରେମ ଜୀବନରେ ଉତ୍ଥାନ ପତନ ରହିବ। କାର୍ଯ୍ୟ ସ୍ଥଳରେ ଆପଣଙ୍କ ଅଧିକାର କ୍ଷେତ୍ରରେ ବୃଦ୍ଧି ହେବ। ଆର୍ଥିକ ଦୃଷ୍ଟିରେ ଏହି ସମୟ ଅତି ଉତ୍ତମ ରହିବ। ଗୁପ୍ତ ମାଧ୍ୟମରୁ ଧନ ପ୍ରାପ୍ତିର ଆଶା ରହିବ। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ହୋଇପାରେ। କୋର୍ଟ କଚେରୀର ମାମଲା ଆପଣଙ୍କ ପକ୍ଷରେ ଆସିପାରେ। ଅନେକ ସ୍ଥାନରୁ ଧନର ଆଗମନ ହେବାର ସମ୍ଭାବନା ଅଛି। କାର୍ଯ୍ୟସ୍ଥଳରେ ଅନେକ ଦାୟିତ୍ଵ ମିଳିପାରେ।

ଚାକିରୀ ସନ୍ଧାନରେ ଜଡ଼ିତ ଜାତକଙ୍କୁ କିଛି ସାହାଯ୍ୟ ହୋଇପାରେ। ବ୍ୟବସାୟରେ ମଜବୁତି ଦେଖାଯିବ ଓ ନୂଆ ରାସ୍ତା ଦେଖାଯିବ। ସହକର୍ମୀ ଆପଣଙ୍କ ଉପରେ ଖୁସି ହେବେ ଓ କାର୍ଯ୍ୟକୁ ନେଇ ଆପଣଙ୍କୁ କାର୍ଯ୍ଯସ୍ଥଳୀରେ ସକାରାତ୍ମକ ଅନୁଭବ ହେବ। ଏହି ମାସ ଆପଣଙ୍କୁ ନିଜର ସମ୍ପର୍କୀୟଙ୍କ ନିକଟରୁ ସହଯୋଗ ମିଳିବ। ପାରିବାରିକ ଚର୍ଚ୍ଚାରେ ଆପଣ ବହୁତ ଖୁସି ଓ ସନ୍ତୁଷ୍ଟ ରହିବେ। ଜୀବନସାଥୀଙ୍କୁ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଆସିପାରେ। ପତି, ପତ୍ନୀ ମିଶି ପାରିବାରିକ ଦାୟିତ୍ଵକୁ ତୁଲାଇବେ। କନ୍ୟା ରାଶିର ଲୋକଙ୍କ ଦୃଷ୍ଟିରୁ ଏହି ମାସ ସାମାନ୍ୟ ରହିବ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କ ପାଇଁ ଜୁନର ମାସ ବହୁତ ଖାସ ରହିବ। ବ୍ୟକ୍ତିଗତ ଓ ବ୍ୟବସାୟକୁ ନେଇ ଖୁସି ରହିବେ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ ଓ ଆପଣ ଆପଣଙ୍କର ସମସ୍ତ ପ୍ରୟାସରେ ସଫଳତା ପ୍ରାପ୍ତ କରିବେ। ଦଶମ ସ୍ଥାନରେ ବୃହସ୍ପତି ରହିବା କାରଣରୁ ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ଛାତ୍ରଙ୍କ ପାଇଁ ଏହା ଭଲ ସମୟ ଅଟେ। ଆପଣଙ୍କର ଜ୍ଞାନର ଅର୍ଜନ ଓ ମାନସିକ କ୍ଷମତା ବଢ଼ିବ। ଆସୁଥିବା ସମସ୍ତ ବିଘ୍ନ ବାଧା ସହଜରେ ଦୂରେଇ ଯିବ। କଡା ପରିଶ୍ରମ କରିଲେ ସଫଳତା ନିଶ୍ଚିତ ମିଳିବ। ନିରନ୍ତର ପ୍ରୟାସ ପର୍ଯ୍ୟାପ୍ତ ଅଟେ। ଆପଣ ଯାହା ଚାହୁଁଛନ୍ତି, ତାହାକୁ ପାଇବାର ଆଶା ରହିବ। କାର୍ଯ୍ୟ କୁଶଳତା ସାହାଯ୍ୟରେ ନିଜର ଲକ୍ଷ୍ୟ ପାଇବେ। କାନ୍ଧରେ ବୋଝ ବହୁତ ଉଠାଉଛନ୍ତି, ତେବେ ଆରାମ କରିବାର ସୁଯୋଗ ପାଇବେ। ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ହେବ। ଏକାଦଶ ଘରେ ରାହୁର ଅବସ୍ଥିତି ଆପଣଙ୍କ ଆମଦାନୀକୁ ଉନ୍ନତି କରିବ। ଦ୍ଵିତୀୟ ଭାଗରେ ବୃହସ୍ପତି ଥିବା କାରଣରୁ ପରିବାରରେ ଖୁସିର ମାହୋଲ ରହିବ। ଘରଲୋକ ପ୍ରିୟଜନଙ୍କ ସହିତ ରହିବେ। ଜୀବନସାଥୀଙ୍କର ଭରପୁର ସୁଯୋଗ ମିଳିବ। ପ୍ରେମ ଦୃଷ୍ଟିରୁ ଜୁନ ମାସ ଭଲ ରହିବ। ସମ୍ପର୍କ ଦୃଢ଼ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ତୁଳା ରାଶି:-

ଏହି ରାଶିର ଲୋକମାନଙ୍କ ପାଇଁ ଜୁନ ମାସଟି ସକାରାତ୍ମକ ରହିବ। ସମସ୍ୟା ଦୂର ହୋଇଯିବ ଓ ଶାନ୍ତି ଆସିବ। କାମର ଗତିକୁ କୁଶଳତା ପୂର୍ବକ ସମ୍ଭାଳି ପାରିବେ। ନିଜ ପସନ୍ଦର କାମ ପାଇଁ ଆପଣଙ୍କୁ ସୁଯୋଗ ମିଳିବ। ପ୍ରତିଯୋଗିତାରେ ଭାଗ ନେବେ। ମନ ଓ ପଦ ବୃଦ୍ଧି ହେବ। ଗ୍ରହର ସ୍ଥିତି ପାଇଁ ଜ୍ଞାନକୁ ନେଇ ଉନ୍ନତି ହେବ। କ୍ୟାରିୟରରେ ଲାଭ ହେବ। ଊର୍ଜା ଓ ପ୍ରେରଣା କମ ହେବନାହିଁ। ପ୍ରଗତି ପାଇଁ ଉଚ୍ଚିତ ସମୟ ରହିବ। ସନ୍ତାନ ତରଫରୁ ଶୁଭ ସମ୍ମାନ ରହିବ। ବୃଦ୍ଧ ଲୋକଙ୍କର ସମ୍ମାନ ମିଳିବ। ଧନଲାଭ ହେବ। ମାସ ଆରମ୍ଭରୁ ଧନ ପ୍ରାପ୍ତି ହେବ। ୨ୟ ଭାଗ ସ୍ବାମୀ ମଙ୍ଗଳ ଗ୍ରହ ୫ମ ଭାଗରେ ଅବସ୍ଥିତ। ସେହି କାରଣରୁ ଏକାଦଶ ଭାଗରେ ରହିବା ଯୋଗୁଁ ଲାଭ ମିଳିବ। ପାରିବାରିକ ଶାନ୍ତି ରହିବ। ପୂର୍ବରୁ ଥିବା ଜମି ବିବାଦକୁ ସମାଧାନ କରନ୍ତୁ। ରାହୁ ଯୋଗୁଁ ଦାମ୍ପତ୍ୟ ଜୀବନରେ ସାମାନ୍ୟ ଅସୁବିଧା ହୋଇପାରେ। ପ୍ରେମିଯୁଗଳଙ୍କ ପାଇଁ ସମୟ ଭଲ ରହିବ। ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିବ।

ମକର ରାଶି:-

ମକର ରାଶିର ଲୋକମାନଙ୍କ ପାଇଁ ସମୟ ଭଲ ରହିବ। କାର୍ଯ୍ୟରେ ପଦୋନ୍ନତି ହେବ। ବରିଷ୍ଠଙ୍କ ନିକଟରୁ ସମ୍ମାନିତ ହେବ। ପ୍ରେମ ଓ ବୈବାହିକ ଜୀବନ ଆନନ୍ଦରେ ପରିପୂର୍ଣ ରହିବ। କାମକୁ ନେଇ ଉର୍ଜା ରହିବ। ଆର୍ଥିକ ଉନ୍ନତି ହେବ। ବ୍ୟବସାୟରେ ସମ୍ପୂର୍ଣ ଲାଭ ମିଳିବ। ଧନ ପ୍ରାପ୍ତିର ଲାଭ ମିଳିବ। ସ୍ବାମୀ ଶନି ୨ୟ ଭାଗରୁ ୪ର୍ଥ ଭାଗ ଆସିବା କାରଣରୁ ବାଦ ବିବାଦ ସ୍ଥିତି ବଢିପାରେ। କିନ୍ତୁ କୌଣସି ଚିନ୍ତାର କଥା ନୁହେଁ। ୭ମ ଭାଗରେ ବୃହସ୍ପତି ରହିବ। ଦାମ୍ପତ୍ୟ ଜୀବନ ଖୁସିମୟ ରହିବ। ସ୍ବାସ୍ଥ୍ୟ ସାମାନ୍ୟ ରହିବ। ୬ଷ୍ଠ ଭାଗର ସ୍ବାମୀ ବୁଦ୍ଧ ନିଜ ଠାରୁ ୧୨ଶ ଭାଗରେ ଅଛନ୍ତି। ଆପଣଙ୍କ ଭାଗ୍ୟ ନିଜ ସାଥୀରେ ରହିବ। ଆପଣ ଅତିଲୋଭି ହୁଅନ୍ତୁ ନାହିଁ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ସୁଖ ପରିଣାମ ଆସିବ। କାର୍ଯ୍ୟରେ ସଫଳତା ମିଳିବ। ଦାୟିତ୍ଵ ବଢ଼ିବ। ୭ମରେବୃହସ୍ପତି ରହିବା କାରଣରୁ ବ୍ୟବସାୟୀମାନଙ୍କୁ ଲାଭ ଓ ସଫଳତା ମିଳିବ। ଧନର ଆଦୌ ଅଭାବ ହେବ ନାହିଁ। ଲକ୍ଷ୍ମୀ ମା ନିଜେ କବାଟ ଠକ ଠକ କରିବେ। ଶିକ୍ଷାରେ ସକାରାତ୍ମକ ମିଳିବ। ପ୍ରତିଯୋଗୀ ପରୀକ୍ଷାର ଫଳ ଭଲ ରହିବ। ପ୍ରୟାସ ଯୋଗୁଁ ସୁଖ ସମୃଦ୍ଧି ଭଲ ରହିବ। ବ୍ୟକ୍ତିଗତ ଜୀବନ ପାଇଁ ସମୟ ସକାରାତ୍ମକ ଅଟେ। ମୀନ ରାଶି ପାଇଁ ଭଲ ସମୟ ରହିବ। ନିଜର ପୂର୍ବ ଭୁଲକୁ ଭୁଲି ନିଜ ପ୍ରେମୀଙ୍କ ସହ ଆଗକୁ ବଢନ୍ତୁ। ୫ମ ଭାଗରେ ବୃହସ୍ପତି ପାଇଁ ନିଜ ପ୍ରେମୀଙ୍କର ହୃଦୟ ଜିତିବେ।

ଏହି ୬ଟି ରାଶିର ଭାଗ୍ୟ ଜୁନ ମାସରେ ଖୁସି ରହିବ। ସେଥିପାଇଁ ଆପଣ ଖୁସି ଓ ସୁସ୍ଥ ରୁହନ୍ତୁ।

Leave a Reply

Your email address will not be published. Required fields are marked *