ଝାଡୁ ସହିତ ଏହି ଗୋଟେ ଭୂଲ କଲେ,ପୁରା ପରିବାର ହୋଇଯିବ କାଙ୍ଗାଳ,କରନ୍ତୁ ନାହିଁ ଏହି ଭୁଲ:-

ଆମର ପୌରାଣିକ ଗ୍ରନ୍ଥରେ ଅନେକ ଶୁଭ ଏବଂ ଅଶୁଭ କଥା କୁହାଯାଇଛି। ଆମ ଘରର୍ ଜେଜେ ମା ମଧ୍ୟ କହିଥିବେଯେ ଏହି କାମ କର ନାହିଁ। କିନ୍ତୁ ଆମେ ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କୁ ଅଣଦେଖା କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ଏହି ଜିନିଷଗୁଡ଼ିକ ଆମ ଜୀବନରେ ସୁଖ-ସମୃଦ୍ଧତାର୍ ମାର୍ଗ କହିଥାଏ। ଝାଡୁରେ ମାତା ଲକ୍ଷ୍ମୀ ବାସକରିଥାନ୍ତି ତେଣୁ ଆମକୁ ଝାଡୁ ସହ ଜଡିତ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ।

ଝାଡୁକୁ ଆମେ ସର୍ବଦା ସୂର୍ଯ୍ୟଙ୍କ ଆଗମନ ପରେ ହିଁ ବ୍ୟବହାର କରିବା ଉଚିତ। ଯଦି ଘର ଅଧିକ ଅଳିଆ ହୋଇଯାଇଛି ତେବେ ଆପଣ ଏହାକୁ ଓଦା କପଡ଼ାରେ ପୋଛି ପାରିବେ।କିନ୍ତୁ ଭୁଲରେ ରାତିରେ ଝାଡୁ କରନ୍ତୁ ନାହିଁ। କାରଣ ମାତା ଲକ୍ଷ୍ମୀଙ୍କ ମଧ୍ୟ ଗୋଟେ ଶୋଇବା ସମୟ ଥାଏ। ଏବଂ ଆପଣଙ୍କ ଟ ଯଦି ଋ-ତୁସ୍ରା-ବ ହେଉଛି ସେ ସମୟରେ ମଧ୍ୟ ଝାଡୁକୁ ଛୁଇଁବା କଥା ନୁହଁ କାରଣ। ଝାଡୁ ଅପ-ବିତ୍ର ହୋଇଯାଇଥାଏ। ଝାଡୁକୁ କବେବି ଶୋଇବା ପରେ କିମ୍ବା ଦୀପ ଜ-ଳିବା ପରେ,ଘରୁ ଲୋକ ଚାଲିଯିବା ପରେ ଝାଡୁ ଲଗେଇବା କଥା ନୁହେଁ।

ଘରକୁ ଅତିଥି ଆସିଥିବ ସମୟରେ ମଧ୍ୟ ଝାଡୁ ଲଗେଇବା କଥା ନୁହେଁ। ମନେ ରଖନ୍ତୁ ଯେ ଘରର ପୂଜା କକ୍ଷରେ କେବେ ଝାଡୁ ଲଗାନ୍ତୁ ନାହିଁ।ଯଦି ଆପଣ ଚାହିଁବେ ତେବେ ଓଦା କାପଡାରେ ପୋଛି ପାରିବେ। ଝାଡୁକୁ ସର୍ବଦା ଲୁ-ଚେଇ-କି ରଖନ୍ତୁ ଯେପରିକି କୌଣସି ବାହାର ଲୋକଙ୍କ ନଜର ତା ଉପରେ ପଡିବ ନାହିଁ। ଝାଡୁକୁ କେବେବି ରୋଷେଇ ଘରେ,ଠାକୁର ଘର ଏବଂ ଶୋଇବା ଘର ରଖିବା କଥା ନୁହେଁ। ଝାଡୁକୁ ଚପଲ ରଖିବା ସ୍ଥାନରେ କେବେବି ରଖନ୍ତୁ ନାହିଁ ଏବଂ ଏହାକୁ କେବେ ଓଦା କରନ୍ତୁ ନାହିଁ। ଏପରି କଲେ ଅଶୁଭ ହୋଇଥାଏ। ଝାଡୁକୁ ସର୍ବଦା ଶନିବାର ଦିନ କିଣନ୍ତୁ ଏହା ଶୁଭ ହୋଇଥାଏ।

ଯଦି ଝାଡୁକୁ ଫୋପାଡିବାକୁ ଚଂହୁଁଛନ୍ତି ତେବେ ଶନିବାର ଦିନ ମଧ୍ୟ ସୁଭ ହୋଇଥାଏ। ଝାଡୁକୁ ଶୁକ୍ଳ ପକ୍ଷରେ କେବେ କିଣନ୍ତୁ ନାହିଁ। କିନ୍ତୁ ଆପଣ କୃଷ୍ଣ ପକ୍ଷରେ କିଣି ପାରିବେ। ଯଦି ଆପଣ ଭଡା ଘରେ ରହୁଛନ୍ତି ତେବେ ଆପଣ ସେଠି ବ୍ୟବହାର କରୁଥିବା ଝାଡୁକୁ କେବେ ଛାଡିକି ଆସନ୍ତୁନି କାରଣ ଆପଣ ବ୍ୟବହାର କରୁଥିବା ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି। ଯଦି ଆପଣ ଏହି କଥାକୁ ମାନନ୍ତି ତାହାଲେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୁଏ।

Leave a Reply

Your email address will not be published. Required fields are marked *