କେବଳ ଏହାର ଗୋଟିଏ ଖଣ୍ଡ ବଦଳାଇ ଦେବ,ଆପଣଙ୍କର ଭାଗ୍ୟ ! ହେବ ଖାଲି ଟଙ୍କାର ବର୍ଷା ! ଆଜି ହିଁ ଚେଷ୍ଟା କରନ୍ତୁ !

ଭସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ବୃକ୍ଷ ଓ ଉଦ୍ଭିଦ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ସଂକ୍ରମିତ ହୁଏ। ଏଥି ସହିତ,ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ଗଛ ଏବଂ ଉଦ୍ଭିଦଗୁଡିକର ନିଜସ୍ୱ ଗୁରୁତ୍ୱ ବୋଲି ବିବେଚନା କରାଯାଏ। ବାସ୍ତୁ ଅନୁଯାୟୀ, ଯଦି ଗଛ ଏବଂ ଉଦ୍ଭିଦଗୁଡିକ ସଠିକ୍ ଦିଗରେ ରୋପଣ କରାଯାଏ ଏବଂ ସଠିକ ଗଛ ଯଦି ଘରେ ଲଗାଯାଏ ତେବେ ଘରର ବାସ୍ତୁ ତ୍ରୁଟି ଦୂର ହୋଇଯାଏ। ଏଥି ସହିତ, ଭୁଲ ଦିଗରେ ଲଗାଯାଇଥିବା ଗଛ ଏବଂ ଉଦ୍ଭିଦଗୁଡିକ ନକାରାତ୍ମକ ଶକ୍ତି ସୃଷ୍ଟି କରନ୍ତି, ଯାହା ଘରର ଆର୍ଥିକ ସମୃଦ୍ଧତା ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ସେଠାରେ ଅର୍ଥ ନଷ୍ଟ ହୋଇଥାଏ।

ତେବେ ଆମେ ଆଜି ଅଦା ବିଷୟରେ କହୁଛୁ। ଅଦାର ଗଛକୁ ମାତା ଲକ୍ଷ୍ମୀ ବହୁତ ଭଲ ପାଆନ୍ତି। ଆପଣ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଅଦାକୁ ଆଣି ମା ଙ୍କ ପାଖରେ ପୂଜା କରି ଦିଅନ୍ତୁ କିନ୍ତୁ ମନେ ରଖନ୍ତୁ ଯେ ଯେପରି କୌଣସି ବାହାର ବ୍ୟକ୍ତି ଏହି ଅଦାକୁ ଛୁଇଁବେ ନାହିଁ। ଅଦାକୁ ପୂଜା କରି ସାରିବା ପରେ ଏହାକୁ ଗୋଟେ ରାତି ଛାଡି ଦିଅନ୍ତୁ ଏବଂ ପରଦିନ ଦେଖିବେ ଯେ ଏଥିରୁ ଚେର ଗଜା ବାହାରିଥିବା ଏବଂ ଏହାକୁ ଆପଣ ନେଇକି ଗଜା ପଟ ଉପରକୁ ରଖି ଗୋଟେ ସଫା ସ୍ଥାନରେ ପୋତି ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପସର୍ଣ୍ଣ ରୁହନ୍ତି ଏବଂ ଅପଣଙ୍କ ଉପରେ ଧନ ବର୍ଷା ହୋଇଥାଏ।

ଯଦି ଆପଣ ଅଦାକୁ ଶୁଖାଇ ଚୂନା କରି ଘରେ କାହାର ଦେହ ଖରାପ ଥିଲେ ତାହାର ଚାରିପଟେ ବୁଲାଇଦେଲେ ତା ଦେହ ରେ ଥିବା ନେଗେଟିଭ ଏନର୍ଜୀ ଅଦା ଚୁନା ଭିତରକୁ ଚାଲିଆସେ ଏବଂ ଦେହଖରାପ ହୋଇଥିବା ବ୍ୟକ୍ତିର ଦେହ ଭଲ ହୋଇଯାଏ। ଏବଂ ଅପାଣ ଯଦି ଏହି ଅଦା ଚୁନାକୁ କଳା କପଡ଼ାରେ ବାନ୍ଧି ଦୋକାନରେ ରଖନ୍ତି ତେବେ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥାଏ ଏବଂ ଧନର ବର୍ଷା ହୁଏ।

Leave a Reply

Your email address will not be published. Required fields are marked *