ଏମିତି ଭାବରେ ଅଟାକୁ ଦଳିଲେ ମା ଲକ୍ଷ୍ମୀ ଛାଡ଼ିକି ପଳାନ୍ତି ! କିନ୍ତୁ ଏମିତି କାମ କଲେ ଘରେ ଟଙ୍କା ବର୍ଷା ହୋଇଥାଏ !

ରୁଟି କେବଳ ଆପଣଙ୍କ ପେଟକୁ ପୂର୍ଣ୍ଣ କରେ ନାହିଁ, ବରଂ ଏହା ଆପଣଙ୍କ ଘରକୁ ଟଙ୍କା ସହିତ ଭରିପାରେ। କେବଳ ଅଟାକୁ ଠିକସେ ଚକାଟିଲେ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ତନ୍ତ ଶାସ୍ତ୍ରୀଙ୍କ ଅନୁଯାୟୀ, ଏହି ପ୍ରତିକାର ଆପଣ ଗ୍ରହଣ କରି ଆପଣ କେବଳ ରାହୁ-କେତୁଙ୍କୁ ଶାନ୍ତ କରିପାରିବେ ନାହିଁ ବରଂ ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମକୁ ମଧ୍ୟ ବଢାଇ ପାରିବେ, ଯାହା ଫଳରେ ଘରେ ସୁଖ ଏବଂ ଶାନ୍ତି ବଢିବ। ଯଦିଓ ରୋଟି ତିଆରିର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ, ତଥାପି ଏହା ସାଧାରଣ ଅଭ୍ୟାସରେ ଆସେ, ଯାହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ରୁଟି ତିଆରି କରିବାର କୌଶଳ।

ଆପଣ ଅଟା ଦଳିବା ସମୟରେ ଆପଣଙ୍କର୍ ଯେତିକି ପରିମାଣର ରୁଟି ଦରକାର ଆପଣ ସେତିକି ପରିମାଣର ଅଟା ଦଲନ୍ତୁ। ଅଧିକ ହୋଇଗଲେ ଆପଣ ତାକୁ ଫିର୍ଜରେ ରଖିଦିନ୍ତି କିନ୍ତୁ ବଳକା ଅଟାକୁ ରଖିବା କଥା ନୁହେଁ କାରଣ ବଳକା ଅଟା ନେଗେଟିଭ ଏନର୍ଜୀ କୁ ସୋସି ଦେଇଥାଏ। ଏବଂ ଅଟାକୁ ଗୋଲାକାର କରି ଫିର୍ଜରେ ରଖନ୍ତୁ ନାହିଁ କାରଣ ଏହା ପିଣ୍ଡ କୁ ଦେବା ଭଳି ଲାଗିଥାଏ ତେଣୁ ଆପଣ ଏଥିରେ ଆଙ୍ଗୁଠିର ଚିହ୍ନ ବସେଇ ଦିଅନ୍ତୁ। ଯାହା ଦ୍ୱାରା ଏଥିରେ ନେଗେଟିଭ ଏନର୍ଜୀ ପସିପାରିବେ ନାହିଁ।

ଆପଣ କଦାଚିତ ତାୱାକୁ କେବେ ଛିଡା କରିକି ରଖନ୍ତୁ ନାହିଁ ଏବଂ ବେଲେଣା କାଠିକୁ ମଧ୍ୟ ଛିଡା କରିକି ରଖନ୍ତୁ ନାହିଁ ଏବଂ ବାମ ପଟେ ରଖନ୍ତୁ ନାହିଁ। ଏପରି ନକରିବାକୁ ଶାସ୍ତ୍ର ପୁରାଣରେ କୁହା ଯାଇଛି। ଯଦି ଏଗୁଡିକ ଆମେ ନମାନିବା ତେବେ ତେବେ ମାତା ଲକ୍ଷ୍ମୀ କେବେ ବି ଆପଣଙ୍କ ଘରେ ବାସ କରିବେ ନାହିଁ ଏବଂ ଆପଣଙ୍କ ଧନ ସମ୍ପତ୍ତି କୁଆଡେ ଚାଲିଯିବ ଆପଣ ଜାଣି ପାରିବେ ନାହିଁ ଏବଂ ଘରେ ବହୁତ ଅନିଷ୍ଠ ହେବ। ଯଦି ଆପଣ ଏହାକୁ ଏଡେଇବାକୁ ଚାଂହୁଛନ୍ତି ତେବେ ଆପଣ ଏହି ସବୁ କାମ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *