OMG : କନ୍ୟା ଜୟମାଳା ଜାଗାରେ ଗଳାରେ ପିନ୍ଧେଇଲା ଭ-ୟଙ୍କର ସାପ,ବଦଳରେ ବର ପିନ୍ଧେଇଲା ଅଜଗର,ଦେଖନ୍ତୁ ଭିଡ଼ିଓ

Snake ki Jaimala : ଆପଣ ବିବାହର ବହୁତ ଅଜବ ଅଜବ ରୀତିନୀତି ଦେଖିଥିବେ,କିନ୍ତୁ ଆଜି ଆମେ ବିବାହର ଯେଉଁ ରୀତିନୀତି ଦେଖେଇବାକୁ ଯାଉଛୁ । ତାକୁ ଦେଖି ଆପଣ ଭ-ୟଭୀ-ତ ହୋଇଯିବେ । ଆମେ ସମସ୍ତେ ଦେଖିଛୁ କି ବିବାହ ସମୟରେ ବରମାଳାର ଗୋଟିଏ ରୀତିନୀତି ପାଳନ କରାଯାଏ,ଯେଉଁଥିରେ ବର ଆଉ କନ୍ୟା ପରସ୍ପରକୁ ଫୁଲର ହାର ପିନ୍ଧେଇ ଥାନ୍ତି । ଅନ୍ୟପକ୍ଷରେ ଏହି ଭିଡ଼ିଓ ରେ ବର ଆଉ କନ୍ୟା ଫୁଲର ହାର ଜାଗାରେ ପରସ୍ପରକୁ ଯାହା ପିନ୍ଧନ୍ତି ତାକୁ ଦେଖି ଆପଣଙ୍କ ଲୋମ ମୂଳ ଟା-ଙ୍କୁରୀ ଉଠିବ ।

ସାପ ଆଉ ଅଜଗରର ଜୟମାଳା :-

ଭିଡ଼ିଓ ରେ ଦେଖିପାରିବେ କି ବର ଆଉ କନ୍ୟା ଜୟମାଳା ରେ ପରସ୍ପରକୁ ଖତ-ରନା-କ ସାପ ପିନ୍ଧଉଛନ୍ତି । ଏହି ଭିଡ଼ିଓ ଦେଖି ଇଣ୍ଟରନେଟ ୟୁଜର୍ସଙ୍କର ରାତା ରାତି ନିଦ ଉଡିଯାଇଛି । ଭିଡ଼ିଓ ଦେଖ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଏହା ଆ-ତ-ଙ୍କ ସୃଷ୍ଟି କରିଛି। ଭିଡିଓଟି କେଉଁଠାରୁ ଆସିଛି, ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡିନାହିଁ ।

ଭିଡ଼ିଓ ରେ ଆପଣ ଦେଖିପାରୁଥିବେ କି ଖୋଲା ମୈଦାନ ରେ ବିବାହ ହେଉଛି । ଏହି ସମୟରେ ବର – କନ୍ୟାଙ୍କ ଜୟମାଳା କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ବହୁତ ଭିଡ ଏକାଠି ହୋଇଛି । ସେତେବେଳେ ଜୟମାଳାର କାର୍ଯ୍ୟକ୍ରମ କୁ ଗୋଟିଏ ଟ୍ଵିସ୍ଟ ଦେଖିବାକୁ ମିଳେ । ଆପଣ ଦେଖିପାରୁଥିବେ କି କନ୍ୟା ନିଜ ହାତରେ ଗୋଟିଏ ଖତରନାକ ସାପ ନେଇକି ଆସେ । କନ୍ୟା ନିଜ ବରର ବେକ ରେ ସେହି ସାପକୁ ଜୟମାଳା ରୂପରେ ପିନ୍ଧେଇ ଦିଏ । ଏହା ପରେ ବର ନିଜ କନ୍ୟା ବେକ ରେ ଗୋଟିଏ ବଡ଼ ଅଜଗର ପିନ୍ଧେଇ ଦିଏ

ଦେଖନ୍ତୁ ଭିଡିଓ –

 

View this post on Instagram

 

A post shared by Psycho Bihari (@psycho_biharii)

ଜୟମାଳାର ରୀତିନୀତି ଦେଖି ଆଶ୍ଚର୍ଯ୍ୟ ଅଛନ୍ତି ଲୋକ :-

ବର ଆଉ କନ୍ୟାର ବେକରେ ସାପ ଆଉ ଅଜଗର ପଡିଲା ପରେ ଜୟମାଳାର ରୀତିନୀତି ସମ୍ପୂର୍ଣ୍ଣ ହୋଇଯାଏ । ଏହି ଭିଡ଼ିଓ ରେ ଯେମିତି ରୀତିନୀତି ଦେଖିବାକୁ ମିଳିଲା,ସେମିତି ବୋଧହୁଏ କେହି ବି କେବେ ବି ଦେଖିନଥିବେ । ଭିଡ଼ିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି । ଲୋକ ଭିଡ଼ିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତି-କ୍ରିୟା ଦେଉଛନ୍ତି । ଭିଡ଼ିଓ ଟି psycho_biharii ନାମକ ଇଷ୍ଟାଗ୍ରାମ ଆକାଉଣ୍ଟରୁ ଅପଲୋଡ଼ କରାଯାଇଛି ।

Leave a Reply

Your email address will not be published. Required fields are marked *