ଗ୍ରିଟର୍ ନୋଏଡ଼ା : ବୋହୁର ଶାଶୁଘର ପଡୋଶି ସାଙ୍ଗରେ ଚାଲିଥିଲା ଚ-କ୍କ-ର୍,ପତି ଆଉ ପରିବାରକୁ ବେହୋସ କରି ପ୍ରେମିକ ସାଙ୍ଗରେ ହେଲେ ଫେ-ରା-ର୍

ବିବାହ ପରେ ପଡ଼ୋଶୀଙ୍କ ପ୍ରେମରେ ପଡିଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସମେତ ଚାରି ଶାଶୁଘର ଲୋକଙ୍କୁ ନି-ଶାସ-କ୍ତ ଖାଦ୍ୟ ଖୁଆଇ ବେହୋସ କରିବା ପରେ ତାଙ୍କ ପ୍ରେମୀଙ୍କ ସହ ପଳାଇ ଥିଲେ | ପୀଡିତଙ୍କ ପରିବାର ମହିଳାଙ୍କ ବି-ରୋ-ଧରେ ଡାନକାଉର ଥା-ନାରେ ଅଭି-ଯୋଗ କରିଛନ୍ତି |

ଗ୍ରେଟର ନୋଏଡାର ଡାନକାଉର ସହରର ଜୁନାଦପୁର ଗ୍ରାମରେ ରହୁଥିବା ଜଣେ ମହିଳା ବି-ରୋ-ଧରେ ତାଙ୍କ ସ୍ୱାମୀଙ୍କ ସମେତ ଶାଶୂଘରର ଲୋକମାନଙ୍କୁ ନି-ଶା ଔଷଧ ଖାଇଥିବାର ଅଭି-ଯୋଗ କରିଛନ୍ତି | ନି-ଶା ଦ୍ରବ୍ୟ ଖାଇବା ହେତୁ ପରିବାର ସଦସ୍ୟଙ୍କ ଅବସ୍ଥା ବିଗିଡି ଯାଇଥିଲା | ଏବଂ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡିଲା | ଏହି ଘ-ଟଣା ପରଠାରୁ ଅଭି-ଯୁକ୍ତ ମହିଳା ପଡୋଶୀ ଘରେ ରହୁଥିବା ତାଙ୍କ ପ୍ରେମିକଙ୍କ ସହିତ ନି-ଖୋ-ଜ ଅଛନ୍ତି |

ଜୁନେଦପୁର ଗାଁର ବାସିନ୍ଦା ତିନି ଭାଇ ଆଉ ତାଙ୍କର 75ବର୍ଷୀୟ ବୃଦ୍ଧ ମାଙ୍କୁ ସୋମବାର ସକାଳେ ପଡୋଶୀମାନେ ବେହୋସ ଅବସ୍ଥାରେ ଦେଖିଲେ । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡାକ୍ତର ନି-ଶା ପଦାର୍ଥ ସେବନର ପୃଷ୍ଟି କଲେ । ମାମ-ଲାର ସୂଚନା ମିଳିବା ପରେ ଗ୍ରେଟର ନୋଏଡ଼ା ର ଏଡ଼ିଶନାଲ ଡିସିପି ବିଶାଲ୍ ପାଣ୍ଡେ,ଏସିପି ବୃଜନନ୍ଦନ ରାୟ ଆଉ ଦନକୌର କୋତୱାଲି ପ୍ରଭାରୀ ପୀ-ଡି-ତ ପରିବାରଙ୍କ ଘରେ ପହଞ୍ଚି ଗଲେ ।

ପୋ-ଲି-ସର ଅଧିକାରୀମାନେ ପୀ-ଡି-ତ ପରିବାରର ଲୋକମାନଙ୍କ ସହ କଥାବାର୍ତ୍ତା କଲେ । ଯା-ଞ୍ଚ ସମୟରେ ଅଧିକାରୀମାନେ ପାଇଲେ କି ତାଙ୍କ ବୋହୂର ପତି ସମେତ ଚାରିଜଣ ଅନ୍ୟଲୋକଙ୍କୁ ନି-ଶା ପଦାର୍ଥ ଖୁଆଇ ପଡ଼ୋଶୀରେ ରହୁଥିବା ପ୍ରେମୀଙ୍କ ସହ ଚାଲିଗଲେ । ଗ୍ରିଟର୍ ନୋଏଡା ଆଡ଼ିଶନାଲ ଡିସିପି ବିଶାଲ୍ ପାଣ୍ଡେଙ୍କ କହିବାନୁଯାୟୀ ପରିବାରର ବୋହୁ ହିଁ ଖାଇବାରେ ନି-ଶା ପଦାର୍ଥ ମିଶେଇ ଥିଲା । ପି-ଡ଼ି-ତଙ୍କ ଅଭି-ଯୋଗ ଆଧା-ରରେ ମହିଳାଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ କରାଯିବ ।

Leave a Reply

Your email address will not be published. Required fields are marked *