ବିଦାହେବା ପରେ ଶାଶୁଘରେ ପହଂଚିଲା କନ୍ୟା,ଶଶୁର ବନ୍ଦ କରିଦେଲେ କବାଟ,ତାପରେ ଯାହା ହେଲା କେହି ବି ଭାବିନଥିଲେ ।

ରାତିରେ ବାହାଘରର ସବୁ ରୀତିନୀତି ହୋଇଗଲା | ସକାଳେ ବର ନିଜ ନୂଆ କନିଆଙ୍କୁ ନେଇ ଘରେ ପହଁଚିଲା | କିନ୍ତୁ ଶାଶୂଘରେ ଲୋକମାନେ ବର ଏବଂ କନିଆଙ୍କ ପାଇଁ ଘରର କବାଟ ଖୋଲିଲେ ନାହିଁ | ଅନେକ ଘଣ୍ଟା ବିତିଗଲା | ବର-କନିଆ ଭୀଷଣ ଗରମରେ ଘର ବାହାରେ ହିଁ ଠିଆ ହୋଇ ରହିଲେ | ଆଖ-ପାଖ ପଡୋଶୀ ଏବଂ ସମ୍ପର୍କୀୟ ମାନଙ୍କୁ ଦୟା ଆସିଗଲା | କିନ୍ତୁ ଘରଲୋକ ମାନଙ୍କ ହୃଦୟରେ ଦୟାର ଗୋଟେ ବି ବୁନ୍ଧା ଦେଖିବାକୁ ମିଳିଲା ନାହିଁ | ଯିଏ ବି ଏହି ଦୁର୍ଶ୍ୱ ଦେଖିଲା ସେ ଏହା ଭାବିବାକୁ ବାଧ୍ୟ ହୋଇଯିବେ ଯେ ଏମିତି କଣ ହେଲା ଯେ ଶାଶୂଘର ଲୋକମାନେ ନୂଆ ବୋହୁଙ୍କୁ ଘର ଭିତରକୁ ହିଁ ଆସିବାକୁ ଦେଲେ ନାହିଁ |

ଘର ବାହାରେ ଘଣ୍ଟା-ଘଣ୍ଟା ଧରି ଠିଆ ହେଲେ ବର-କନ୍ୟା :-

ପ୍ରକୃତରେ ଏହି ପୁରା ମା-ମ-ଲା ଉତ୍ତରପ୍ରଦେଶର ରାୟବରେଲି ଥା-ନା ଅଞ୍ଚଳରେ ଗାଲ୍ଲା ମାଣ୍ଡିର ଅଟେ | ଏଠାରେ ବିରେନ୍ଦ୍ର ସୋନକର କୃଷ୍ଣନଗର ମହଲାରେ ଶନିବାର (ମେ 14) ଦିନ ବରଯାତ୍ରୀ ନେଇ ଯାଇଥିଲେ | ବିବାହ ରାତିରେ କିଛି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ବି-ବା-ଦ ଲାଗି ରହିଥିଲା | ଏପରି ପରିସ୍ଥିତିରେ ବରର ଭାଇ, ବାପା ଏବଂ ଭଉଣୀ ସେହି ଦିନ ରାତିରେ ଘରକୁ ଫେରିଆସିଥିଲେ | ତେବେ ବର ଯାଇ ବର ସହିତ 7 ଫେରା ନେଇଥିଲେ | ବିବାହର ସବୁ ରୀତିନୀତି ହୋଇଗଲା | ତା’ପରେ ପରଦିନ ବି-ଦା-ୟ ପରେ ବର ନିଜ କନିଆଙ୍କୁ ଘରକୁ ନେଇଗଲା |

ଏଠାରେ ବରର ଘରଲୋକ କନ୍ୟାକୁ ନିଜ ଘରକୁ ଆଣିବାର ଅନୁମତି ଦେଲେନାହିଁ । ବାସ୍ତବରେ ବିବାହ ଦିନ ରାତିର ବରଙ୍କ ବାପା ପୁଅକୁ କହିଦେଇଥିଲେ କି ସେହି କନ୍ୟାକୁ ତାଙ୍କ ଘରକୁ ନଆଣିବା ପାଇଁ । କିନ୍ତୁ ବର ମାନିଲା ନାହିଁ, ସେହି କନ୍ୟାକୁ ସକାଳେ ଘରକୁ ନେଇ ଆସିଲା । ଏମିତିରେ ରାଗିଥିବା ପିତା ଘରର କବାଟ ମଧ୍ୟ ଖୋଲିଲେ ନାହିଁ । ମଜବୁରୀ ରେ ନୂଆ ବୋହୂକୁ ଘଣ୍ଟା ଘଣ୍ଟା ବାହାରେ ବିତେଇବାକୁ ପଡିଲା । ସେ ତ ବରର ମାଉସୀ ମନ ତରଳିଗଲା ଏବଂ ସେ ତାଙ୍କ ଘରେ ବର ଏବଂ କନ୍ୟା କୁ ଆଶ୍ରୟ ଦେଇଥିଲେ ।

ଯୌ-ତୁ-କ ପାଇଁ ହୋଇଥିଲା ବି-ବା-ଦ :-

ବରର ପରିବାର ସଦସ୍ୟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ନାହାଁନ୍ତି । ତେବେ ବର,କନ୍ୟା ଅଭି-ଯୋଗ କରିଛନ୍ତି ଯେ ଯୌତୁ-କକୁ ନେଇ ପରିବାର ଲୋକ ରାଗିଥିଲେ । ସେ ଯୌ-ତୁ-କ ରେ ଗୋଟିଏ ଆପାଚେ ଗାଡି ଏବଂ ନଗଦ ପଚାଶ ହଜାର ଟଙ୍କା ଚାହୁଁଥିଲେ । ଏହା ନ ମିଲିବାରୁ ସେମାନେ ବିବାହ ରାତିରେ କ୍ରୋ-ଧି-ତ ହୋଇ ଘରକୁ ଫେରି ଯାଇଥିଲେ ।ତେଣୁ ତା ପରଦିନ ମଧ୍ୟ ସେ ଝିଅ ଜ୍ବାଇଁଙ୍କୁ ଘର ଭିତରକୁ ଯିବାକୁ ଦେଲେ ନାହିଁ ।

ଏଠାରେ ବର ବିରେନ୍ଦ୍ରଙ୍କ ତାରିଫ ହେବା ଦରକାର୍ । ସେ ତାଙ୍କ ଘରଲୋକଙ୍କ ବ୍ୟତୀତ ସତ୍ୟ ର ସାଥ ଦେଲେ । ସେ ଯୌ-ତୁ-କ ନେବା ପକ୍ଷରେ ନଥିଲେ । ସେ ଏପରି ସ୍ଥିତିରେ ମଧ୍ୟ କନ୍ୟାର ହାତ ଛାଡି ନଥିଲେ । ତେବେ ହୁଏତ ଏମିତି ସ୍ଥିତିରେ ବର ମଧ୍ୟ ଘରଲୋକଙ୍କ କଥାରେ ଆସି ଯୌ-ତୁ-କ ମାଗିବାକୁ ଲାଗେ କିମ୍ବା ବିବାହ ଭା-ଙ୍ଗିଦି-ଏ । କିନ୍ତୁ ବିରେନ୍ଦ୍ର ତାର ଅପଜିଟ୍ ବାହାରିଲା । ବର୍ତ୍ତମାନ ବିରେନ୍ଦ୍ରଙ୍କ ବିଶ୍ୱାସ ଅଛି କି ତା ଘରଲୋକ ଶୀଘ୍ର ହିଁ ତାଙ୍କ ବୋହୁକୁ ସ୍ୱୀକାର କରିନେବେ ଆଉ ତାଙ୍କ ରା-ଗ ଶାନ୍ତ ହୋଇ ଯିବ ।

Leave a Reply

Your email address will not be published. Required fields are marked *