ଯୌତୁକ ନମିଳିବାରୁ ଶଶୁର – ଦିଅର କରିବାକୁ ଲାଗିଲେ ବୋହୁ ସହ ଦୁ-ଷ୍କ-ର୍ମ,ପୁଣି ୧ ବର୍ଷ ପରେ ବୋହୁ ଉଠାଇଲା ଏହି ପଦକ୍ଷେପ :-

ଉତ୍ତର ପ୍ରଦେଶର ହମିରପୁରରେ ବହୁତ ଲ-ଜ୍ୟାଜ-ନକ ଘଟ–ଣା ସମ୍ନାକୁ ଆସିଛି । ଏଠାରେ ଜଣେ ଶଶୁର ଗୋଟିଏ ବର୍ଷ ପର୍ଯ୍ୟନ୍ତ ନିଜର ବୋହୁ ସହ ଅପ୍ରାକୃତିକ ଯୌ-ନ ସମ୍ବନ୍ଧ ବନେଇ ଚାଲିଥିଲା । ସୀମା ତ ସେତେବେଳେ ପାର୍ ହୋଇଗଲା ଯେତେବେଳେ ଦିଅର ଶଶୁର ଆଉ ବୋହୂକୁ ଏମିତି କରିବାର ଦେଖିଲା ତ ସେ ମଧ୍ୟ ସ-ମ୍ବ-ନ୍ଧ ବନେଇବାକୁ ଲାଗିଲା । ଏହି ଘଟ-ଣାର ଖୁଲାସା ପୀ-ଡିତ ବୋହୁ ନିଜେ କରିଥିଲା । ବୋହୂକୁ ରେ-ପ କରିବାର ପଛରେ ଗୋଟିଏ କାରଣ ଥିଲା,ଯାହାକୁ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ସେମାନେ ତୁରନ୍ତ ଏହି ରା-କ୍ଷ-ସ ମାନଙ୍କ ବି-ରୋ-ଧରେ କେ-ସ ଦ-ର୍ଜ କରିଦେଲେ ।

ଶଶୁର – ଦିଅର ଜବ-ରଦ-ସ୍ତି କରୁଥିଲେ ରେ-ପ :-

ବାସ୍ତବରେ ଏହି ସମଗ୍ର ବିଷୟ ମୌଦହା କୋଟୱାଲି ଅଞ୍ଚଳର ଏକ ଗାଁର ଅଟେ । ଏଠାରେ ଗୋଟିଏ ମହିଳାଙ୍କ ବିବାହ ୪ବର୍ଷ ପୂର୍ବେ ହୋଇଥିଲା । ନିକଟରେ ହିଁ ଶଶୂରଘରଲୋକ ମହିଳାଙ୍କୁ ଅ-ର୍ଦ୍ଧ ଉଲ-ଗ୍ନ ଅବସ୍ଥାରେ ଘରୁ ମା-ରପି-ଟ କରି ବାହାର କରିଦେଲେ । ଯେତେବେଳେ ମହିଳା ତାଙ୍କ ବାପଘରକୁ ଗଲେ ଆଉ ପରିଜନଙ୍କୁ ପୁରା କାହାଣୀ ଶୁଣେଇଲେ ତ ସେମାନେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ତାଙ୍କୁ ବିଶ୍ୱାସ ହେଲା ନାହିଁ କି ତାଙ୍କର ଫୁଲ ପରି ଝିଅ ସାଙ୍ଗରେ ଶାଶୁଘର ଲୋକ ଏହିପରି କରିଛନ୍ତି ।

ପୀ-ଡି-ତ ମହିଳା କହିଛନ୍ତି କି ବିବାହ ପରେ ହିଁ ଶାଶୁଘର ଲୋକ ତାଙ୍କ ଉପରେ ଆଉ ଯୌ-ତୁ-କ ଆଣିବାର ଚାପ ବନାଉଥିଲେ । ଯେତେବେଳେ ସେ ଏହାର ବି-ରୋଧ- କଲେ ତ ଶଶୁରଙ୍କ ଭିତରର ସୈ-ତା-ନ ଜାଗି ଉଠିଲା । ସେ ବୋହୂକୁ ମୋବାଇଲ ରେ ଖରାପ ଫିଲ୍ମ ଦେଖେଇ ରେ-ପ କରିବାକୁ ଲାଗିଲେ । ତାଙ୍କୁ ଏହିପରି କରୁଥିବାର ଦିଅର ଦେଖିନେଲ । ନିଜ ବାପାକୁ ଏହିପରି ଘଟିଆ ହର-କତ କରିବାରୁ ରୋ-କି-ବା ପରିବର୍ତେ ଦିଅଁର ମଧ୍ୟ ବୋହୁ ସାଙ୍ଗରେ ଅ-ପ୍ରାକୃ-ତିକ ଯୌ-ନ ସ-ମ୍ବ-ନ୍ଧ ବନେଇବାକୁ ଲାଗିଲେ ।

ବି-ରୋ-ଧ କରିବାରୁ ଦେଉଥିଲେ ଜୀବନରୁ ମା-ରିଦେ-ବାର ଧ-ମ-କ :-

ବୋହୁ ଯେତେବେଳେ ବି ଶଶୁର ଆଉ ଦିଅର କୁ ବି-ରୋ-ଧ କରୁଥିଲା ତ ସେ ତାକୁ ଆଉ ତାଙ୍କ ପରିଜନ ମାନଙ୍କୁ ଜୀବନରୁ ମା-ରିଦେ-ବାର ଧ-ମ-କ ଦେଉଥିଲେ । ପିଡ଼ିତାଙ୍କ ଅନୁସାରେ ଗୋଟିଏ ଥର ତ ତାଙ୍କ ଶଶୁର ବେକ ଚି-ପି ତାକୁ ମ-ରି-ବାର ଚେଷ୍ଠା ମଧ୍ୟ କରିଥିଲେ । ଡ-ରିଯା-ଇ ବୋହୁ ଚୁପ ରହୁଥିଲା । ଶଶୁର ଆଉ ଦିଅର ଏହାର ଆହୁରି ଫାଇଦା ଉଠାଉ ଥିଲେ । ସେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୋହୂର ଇ-ଜ୍ଜ-ତ ଲୁ-ଟିଥଲେ । ପୁଣି ଗୋଟିଏ ଦିନ ତାକୁ ମର-ପିଟ୍ କରି ଅ-ର୍ଦ୍ଧନ-ଗ୍ନ ଅବସ୍ଥାରେ ଘରୁ ବାହାରକୁ ବାହାର କରିଦେଲେ ।

ପୀ-ଡି-ତା କା-ନ୍ଦି ବୋବେଇ କୌଣସି ପ୍ରକାରେ ଯାଇ ବାପ ଘରେ ପହଞ୍ଚିଥିଲେ | ସେଠାରେ ସେ ତାଙ୍କ ଘର ଲୋକଙ୍କୁ ପୁରା କାହାଣୀ ବର୍ଣ୍ଣନା କରି କହିଥିଲେ | ତା’ପରେ ସମ୍ପର୍କୀୟମାନଙ୍କ ସହ ସେ ଶ୍ୱଶୁର ଏବଂ ଦିଅରଙ୍କ ବି-ରୋ-ଧରେ ଏ-ଫ୍ଆ-ଇଆ-ର୍ ଦା-ଖଲ କରିଥିଲେ | ପୋ-ଲି-ସ ମଧ୍ୟ ଏହି ମାମ-ଲାକୁ ଗମ୍ଭୀରତାର ସହ ନେଲେ | ଶାଶୂଘରଲୋକଙ୍କ ବି-ରୋ-ଧରେ ଯୌ-ତୁ-କ ନିର୍ଯ୍ୟା-ତନା ଏବଂ ଶ୍ୱଶୁର-ଦିଅରଙ୍କ ଉପରେ ବଳା-ତ୍କାର ମା-ମ-ଲା ଦ-ର୍ଜ କରିଥିଲେ |

ପୋ-ଲି-ସ କରୁଛି ତ-ଦ-ନ୍ତ :-

ମୌଦହା ପୋ-ଲି-ସ୍ ଷ୍ଟେ-ସ-ନର ଦାୟିତ୍ୱ ପୱନ କୁମାର ପଟେଲଙ୍କ ଅନୁଯାୟୀ ପୀ-ଡି-ତା ତାଙ୍କ ଶ୍ୱଶୁରଘର ଲୋକଙ୍କ ଆଗରେ ଯୌ-ତୁ-କ ନିର୍ଯା-ତନା ଭଳି ଗୁରୁ-ତର ଅଭି-ଯୋଗ ନିଜ ଶଶୁର ଏନ ଦିଅର ଉପରେ ଆଣିଛନ୍ତି | ବର୍ତ୍ତମାନ ଏକ ମା-ମ-ଲା ଦ-ର୍ଜ ହୋଇଛି ଏବଂ ଘଟ-ଣାର ତ-ଦ-ନ୍ତ କରାଯାଉଛି | ସେହିଠାରେ ଅଭି-ଯୁକ୍ତଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି |

Leave a Reply

Your email address will not be published. Required fields are marked *