ବୟଫ୍ରେଣ୍ଡ ହେବା ପାଇଁ ଏହା ଝିଅ ଦେଉଛି ୬୦ଲକ୍ଷ ଟଙ୍କା,ବାସ ପୁରା କରିବାକୁ ହେବ ଏହି ସର୍ତ୍ତ ।

ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅଙ୍କ ବିଷୟରେ କହିବୁ | କିଏ ଏକ ୱେବସାଇଟରେ ଏକ ବିଜ୍ଞାପନ ଦେଇଛନ୍ତି ଯେ ଯିଏ ଏହି ଝିଅର ବଏପ୍ରେଣ୍ଡ ବନିବେ ତାଙ୍କୁ ପ୍ରତିବର୍ଷ 60 ଲକ୍ଷ ଟଙ୍କା ମିଳିବ | ହଁ ଆଜ୍ଞା,ଆପଣ ଠିକ୍ ଶୁଣିଛନ୍ତି | ଏହି ଝିଅଟି ବ୍ରିଟେନର ବାସିନ୍ଧା ଅଟନ୍ତି | ତାଙ୍କ ବୟସ 23 ବର୍ଷ ଏବଂ ଏହି ଝିଅର ନାମ ହେଉଛି ଜେନ ପାର୍କ | ଆସନ୍ତୁ ଏହାକୁ ବିସ୍ତୃତ ଭାବରେ ବୁଝିବା |

ପ୍ରକୃତରେ, ଜେନ ପାର୍କ ଯେତେବେଳେ 17 ବର୍ଷର ଥିଲେ, ସେତେବେଳେ ସେ ଏକ ଲଟେରୀ ଜିତିଲେ ଏବଂ କୋଟିପତି ହୋଇଗଲେ | ଏହା ପରେ ତାଙ୍କୁ ଭଲପାଉଥିବା ଲୋକଙ୍କର ତାଙ୍କ ପାଖରେ ଲାଇନି ଲାଗିଗଲା | ଲୋକମାନେ ତାଙ୍କ ଟଙ୍କା ପଛରେ ଥିଲେ | ସେ କିନ୍ତୁ ପ୍ରକୃତ ପ୍ରେମ ଖୋଜୁଥିଲେ, କିନ୍ତୁ ଲୋକମାନେ ତାଙ୍କ ଟଙ୍କା ବ୍ୟବହାର କରୁଥିଲେ |

ଏହା ପରେ ଜେନଙ୍କୁ ସତ୍ୟ ବୁଝାପଡି ଗଲା ଆଉ ଜେନ ୱେବସାଇଟ ଆରମ୍ଭ କରିଛନ୍ତି । ଏହି ୱେବସାଇଟରେ ସେ ଗୋଟିଏ ବିଜ୍ଞାପନ ଦେଇ ଏମିତି ଏକ ପୁରୁଷ ଖୋଜୁଛନ୍ତି ଯିଏ ତାଙ୍କ ବୟଫ୍ରେଣ୍ଡ ହେଇପାରିବ,ତାଙ୍କୁ ସତ ପ୍ରେମ କରିପାରିବ,ଯାହାକୁ କେବଳ ଜେନ ସହ ମତଲବ ଥିବ ଅର୍ଥାତ ତାଙ୍କ ପାଇଁ ସବୁକିଛି ହେବ । ତାଙ୍କୁ ପଇସା ସହ କୌଣସି ମତଲବ ନଥିବ । ସେ ଏହା ମଧ୍ୟ କହିଛନ୍ତି ଏହି ପୋଷ୍ଟର କେହି ବି ବ୍ୟକ୍ତି ଆପ୍ଲାଇ କରିପାରିବେ,କିନ୍ତୁ ସ-ର୍ତ୍ତ ଏହା କି ତାଙ୍କୁ କେବଳ ଜେନ ଙ୍କୁ ପ୍ରେମ କରିବାକୁ ହେବ ।

ଏହା ସହିତ ଜେନ ତାଙ୍କ ୱେବସାଇଟରେ ଲେଖିଛନ୍ତି ଯେ ଯଦି କେହି ଯଦି ତାଙ୍କୁ ପସନ୍ଦ ଆସିଯାଆନ୍ତି ଏବଂ ସେ ଯଦି ତାଙ୍କୁ ପ୍ରକୃତରେ ଭଲ ପାଆନ୍ତି, ତେବେ ସେ ସେହି ବ୍ୟକ୍ତିଙ୍କୁ ଏକ ବର୍ଷ ପାଇଁ 60 ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଟନ୍ତି | ଜେନ ପାର୍କର ଏହି ବିଜ୍ଞାପନ ପରେ ହଜାର ହଜାର ଲୋକ ଟଙ୍କା ବଏପ୍ରେଣ୍ଡ ବନିବକୁ ଅପ୍ଲାଏ କରିସାରିଛନ୍ତି |

Leave a Reply

Your email address will not be published. Required fields are marked *