Ration Card : ମାଗଣା ରାଶନ ନେଉଥିବା ଏହି କାର୍ଡଧାରୀମାନଙ୍କର ତ୍ରାହି ନାହିଁ,ଫେରସ୍ତ ସାଥିରେ ହେବ ଆଇ-ନଗତ କାର୍ଯ୍ୟାନୁଷ୍ଠାନ

Ration Card : ସରକାରଙ୍କ ତରଫରୁ ଗରିବ ସୀମାରେଖା ତଳେ ଜୀବନଯାପନ କରୁଥିବା ଲୋକମାନଙ୍କ ମାଗଣା କିମ୍ବା ସବସିଡ଼ଯୁକ୍ତ ରାଶନ ଦିଆଯାଏ । ସରକାରଙ୍କ ଉଦ୍ଦେଶ୍ୟ ଅଛି କି କୌଣସି ବି ଲୋକ ଗରିବ ହେବା ଯୋଗୁ ଭୋକିଲା ନରହୁ,କିନ୍ତୁ ବର୍ତ୍ତମାନ ସରକାର ଅନେକ ରାଶନ କାର୍ଡଧାରୀମାନଙ୍କ ଉପରେ ଶକ୍ତ କାଯ୍ୟାନୁଷ୍ଠାନ କରିବାକୁ ଯାଉଛି

ଅପାତ୍ର ଲୋକ ମଧ୍ୟ ନେଉଛନ୍ତି ମାଗଣା ରାଶନ :-

ପ୍ରକୃତରେ ଅନେକ ଅପାତ୍ର ଲୋକମାନେ ମଧ୍ୟ ରାଶନ କାର୍ଡ ବନେଇ ରଖିଛନ୍ତି । ସେ ଏହା ସାହାଯ୍ୟରେ ମାଗଣା ଅବା ସବସିଡଯୁକ୍ତ ରାଶନର ଫାଇଦା ଉଠାଉଛନ୍ତି । ବର୍ତ୍ତମାନ ଏହାକୁ ନେଇ ସରକାର କଠୋର ହୋଇଛି ଏବଂ ଏହିପରି ଅପାତ୍ର ଲୋକମାନଙ୍କୁ ଚେତା-ବନୀ ଦେଇଛି କି ସେ ସେମାନଙ୍କର ରାଶନ ଜାର୍ଡ ସରେ-ଣ୍ଡର କରିଦିଅନ୍ତୁ ନହେଲେ ତାଙ୍କ ବିରୋ-ଧରେ ଆଇ-ନଗ-ତ କାଯ୍ୟାନୁଷ୍ଠାନ ହୋଇପାରେ ।

ଫର୍ଜି ରାଶନ କାର୍ଡକୁ ନେଇକି ଆସୁଛି ଅଭି-ଯୋଗ :-

ରାଶନ – ପ୍ରଶାସନକୁ ଲଗାତାର ଫର୍ଜି ରାଶନ କାର୍ଡର ସାହାଯ୍ୟରେ ମାଗଣା ରାଶନ ନେବାର ଅଭି-ଯୋଗ ମିଳୁଛି। ଏମିତି ଅପାତ୍ର ଲୋକମାନଙ୍କ ଖୋ-ଜି-ବା ପାଇଁ ପ୍ରଶାସନଙ୍କ ତରଫରୁ ଯାଞ୍ଚ ମଧ୍ୟ କରାଯାଉଛି ।

ହୋଇପାରେ ଆଇ-ନଗ-ତ କାର୍ଯ୍ୟାନୁଷ୍ଠାନ :-

ଅପାତ୍ର ରାଶନ କାର୍ଡ ଧାରୀମାନଙ୍କ ବିରୋ-ଧରେ ଏହି ଶାସ୍ତି ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ ଉଭୟ ରାଜ୍ୟରେ ଦେଖିବାକୁ ମିଳୁଛି । ୟୁପି ରେ ଯାଞ୍ଚରେ ଅପାତ୍ର ରାଶନ କାର୍ଡ ମିଳିବା ପରେ ଯେବେ ଠୁ ଏମିତି ଲୋକ ରାଶନ ନେଉଛନ୍ତି ସେବେଠୁ ଏବେଯାଏଁ ତାଙ୍କଠୁ ଫେରସ୍ତ ହେବ । ତାଙ୍କ କାର୍ଡ ନିରାସ୍ତ ହେବ ଏବଂ ତାଙ୍କ ବିରୋ-ଧରେ ଆଇ-ନ-ଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ।

ସେହିଠାରେ, ଉତ୍ତରାଖଣ୍ଡରେ ମଧ୍ୟ ଫେରସ୍ତ ସହିତ ଅପାତ୍ର ରାସନ କାର୍ଡଧାରୀଙ୍କ ବିରୋ-ଧରେ FIR ମଧ୍ୟ ହୋଇପାରେ |

ଏହିପରି ଲୋକମାନେ ତିଆରି କରିପାରିବେ ନାହିଁ ରାସନ କାର୍ଡ :-

ଏମିତି ପରବାର ଯେଉଁମାନଙ୍କ ପାଖରେ 100 ବର୍ଗ ମିଟର ପ୍ଲଟ୍ କିମ୍ବା ଘର, ପାଞ୍ଚ ଏକରରୁ ଅଧିକ ଜମି, ଏକରୁ ଅଧିକ ଅ-ସ୍ତ୍ରଶ-ସ୍ତ୍ର ଲାଇ-ସେନ୍ସ, କାର୍, ଟ୍ରାକ୍ଟର, ଏସି, ଅମଳକାରୀ, 5 କେଭି କିମ୍ବା ଅଧିକ କ୍ଷମତା ବିଶିଷ୍ଟ ଜେନେରେଟର ଅଟେ, ସେ ରାସନ କାର୍ଡ ପାଇଁ ଅଯୋଗ୍ୟ ଅଟନ୍ତି |

ସେହିଭଳି ଆୟକରଦାତା, ଗ୍ରାମଞ୍ଚ୍ଚଳରେ ବାର୍ଷିକ ଦୁଇ ଲକ୍ଷ ଏବଂ ସହରାଞ୍ଚ୍ଚଳରେ ବାର୍ଷିକ ତିନି ଲକ୍ଷ ଆୟ ଥିବା ପରିବାର ମଧ୍ୟ ରେସନ କାର୍ଡ ପାଇଁ ଅଯୋଗ୍ୟ ଅଟନ୍ତି |

Leave a Reply

Your email address will not be published. Required fields are marked *