ନାଗ ସହ ଅଷ୍ଟପ୍ରହରୀ : ଆଗରୁ କେବେ ବି ଦେଖି ନଥିବେ ଏମିତି ଅଷ୍ଟ ପ୍ରହରୀ…ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆପଣ ଅନେକ ବିଷ୍ମୟ ଜନକ ଘଟ-ଣାର ଦୃ-ଶ୍ୟ ଦେଖିଥିବେ କିନ୍ତୁ ଆଜି ଆମେ ଯେଉଁ ବିଷ୍ମୟକ ଘ-ଟ-ଣା ଟି ଦେଖାଇବାକୁ ଯାଉଛୁ ତାହା ଆପଣ ପୂର୍ବରୁ କେବେ ଦେଖି ନଥିବେ। ତେବେ ଆସନ୍ତୁ ସଂପୂର୍ଣ୍ଣ ଘ-ଟ-ଣା ସମ୍ବ-ନ୍ଧରେ ଜାଣିବା। ଆପଣମାନେ ସୋସିଆଲ ମିଡିଆରେ ପ୍ରତିଦିନ ଭିନ୍ନ ଭିନ୍ନ ଭିଡ଼ିଓ ଭାଇରଲ ହୋଇଥିବାର ଦେଖିଥିବେ। ଆଜିମଧ୍ୟ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାର ନଜରକୁ ଆସୁଛି। ଏଥିରେ ଦେଖିବାକୁ ମିଳିଛି ଯେ ଅଷ୍ଟପ୍ରହରୀ ଚାଲିଥିବା ସମୟରେ ନାଗରାଜ ମଧ୍ୟ ନାଚୁଛନ୍ତି। ଆପଣ ମାନେ ପୂର୍ବରୁ ନିଶ୍ଚିନ୍ତ କେଳୁଆଙ୍କ ପାଖରେ ନାଗ ତଥା ବିଭିନ୍ନ ପ୍ରଜାତିର ସର୍ପ ଖେଳୁଥିବାର ଦେଖିଥିବେ। ମାତ୍ର ଏଠାକାର ଦୃ-ଶ୍ୟ ଟିକିଏ ଭିନ୍ନ ଥିଲା ।

ସତେ ଯେମିତି ସାପ ଟି ଭଗବାନଙ୍କ ନାମ ଶୁଣି ନିଜକୁ ଭଗବାନ ଙ୍କ ଚରଣରେ ସମର୍ପିତ କରି ଦେଇଛି ଏବଂ ଭଗବାନଙ୍କ ଏକ କାର୍ଯ୍ୟରେ ଯୋଗ ଦେଇଛି ଏହି ଦୃ-ଶ୍ୟ କୁ ଦେଖି ସାପର ଭଗବାନଙ୍କ ପ୍ରତି ଥିବା ଭକ୍ତି ଝଲସି ଉଠୁଥିଲା। ସୌଭାଗ୍ୟବଶତ ଏହି ନାଗ ସାପ ଟି କାହାକୁ କ୍ଷ-ତି ପହଞ୍ଚାଇନଥିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଏହି ଦୃଶ୍ୟ ଦେଖି ବେସ ଉଲ୍ଲସିତ ଥିଲେ ବୋଲି ମାନେହେଉଛି। ଲୋକଙ୍କ ମନରେ ଭଗବାନଙ୍କ ପ୍ରତି ଥିବା ଭକ୍ତି ଭାବର ଆନନ୍ଦ କହିଲେ ନସରେ।

ଏହି ଦୃଶ୍ୟ ସତରେ ବେସ ନିଆରା ମନେ ହେଉଥିଲା ଏବଂ ମନରେ ଏକ ରୋମାଞ୍ଚ ସୃଷ୍ଟି କରୁଥିଲା। ଆଜିକାଲିର ସମୟରେ ସମସ୍ତେ ପ୍ରାଏ ସାପ ନାମ ଶୁଣିଲା ମାତ୍ରେ ଥରହରା ହୋଇଯାନ୍ତି। କେତେକ ଲୋକେ ଏହା ମଧ୍ୟ କହିଥାନ୍ତି ଯେ ସାପ କା-ମୁ-ଡା ମନୁଷ୍ୟ ଶହି ନପାରି ସିଧାସଳଖ ସେ ଭଗବାନ ଙ୍କ ପାଖକୁ ଚାଲିଯାଏ। ତେବେ ଆପଣ ଗୋଟିଏ କଥା ମନେ ରଖନ୍ତୁ ଯେ, କୌଣସି ଜୀବଜନ୍ତୁ ବିନା କାରଣରେ ମନୁଷ୍ୟ ର କୌଣସି କ୍ଷ-ତି କରିନଥାନ୍ତି।

ମାତ୍ର ଜୀବନ ଆମ୍ଭରୁ ଚିନ୍ତାଧାରା ସେହିଭଳି ରହିଅଛି ଯେ, ଆଜିର ସମୟରେ ମଧ୍ୟ ଆମ୍ଭେ ହୃଦୟରେ କିଛି ଭୁଲ ଧାରଣା ନେଇ ବସିଅଛୁ। ଆମେ ଯେପରି ପ୍ରକୃତି ମା ର ଏକ ଅଂଶ ସେଇଭଳି ସାପ ମଧ୍ୟ ଆମ ପ୍ରକୃତି ମା ର ଏକ ଅଂଶ ଅଟେ। ତେବେ ପ୍ରକୃତି ମା କୁ ଆମେ ସୁର-କ୍ଷିତ ରଖିଲେ ଆମକୁ ପ୍ରକୃତି ମା ମଧ୍ୟ ସୁର-କ୍ଷିତ ରଖିବ।

Leave a Reply

Your email address will not be published. Required fields are marked *