ହାଇକୋର୍ଟଙ୍କ ବଡ଼ ନିଷ୍ପତି, ସ୍ତ୍ରୀ ଛାଡି ଚାଲିଗଲେ ଏପରି କରିବାକୁ କହିଲେ ହାଇକୋର୍ଟ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପାଟଣା ହାଇକୋର୍ଟଙ୍କ ଐତିହାସିକ ରାୟର ଶୁଣାଣି ହୋଇ ସାରିଛି,ବରିଷ୍ଠ ବିଚାରପତି କହିଛନ୍ତି ଯେ, ଭୁଳି ଯାଅ ଛାଡି ଚାଲିଯାଇଥିବା ସ୍ତ୍ରୀଙ୍କୁ,ଆଉ ଜଣେ ଯୁବତୀଙ୍କୁ ଖୋଜି ବିବାହ କର,ନିଜର ସଂସାର ଗଢ। ପାଟଣା ହାଇକୋର୍ଟଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋରସୋର ରେ ଚାଲିଛି। ଏକ ଗୁରୁତ୍ଵପୂର୍ଣ୍ଣ ମା-ମ-ଲାର ଶୁଣାଣୀ କରି ଏମିତି ଆଶ୍ଚର୍ଯ୍ୟକର ରାୟ ଶୁଣାଇ ଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଜଣା ପଡ଼ିଛି ଯେ ଜଣେ ସ୍ତ୍ରୀ ସ୍ଵାମୀଙ୍କୁ ଧୋ-କା ଦେଇ ଅନ୍ୟ ଜଣଙ୍କ ସହ ଚାଲି ଯାଇଥିଲେ ।

ଆଉ ଏହା ପରେ ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ,ମହିଳାଙ୍କ ବି-ରୋ-ଧରେ ମା-ମ-ଲା ଦାୟର କରିଥିଲେ। ହାଇକୋର୍ଟ ଶୁଣାଣୀ ପରେ ଅଭି-ଯୁକ୍ତ ପତ୍ନୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। କୋର୍ଟ ତାଙ୍କର ନିଷ୍ପତିରେ କହିଛନ୍ତି ଯେ, ପର ଲୋକ ସହ ପଳେଈ ଯାଇଥିବା ପତ୍ନୀକୁ ଭୁଲି ଯାଅ ଓ ଆଉ ଜଣଙ୍କୁ ଖୋଜି ବିବାହ କ୍ର। ଏହାକୁ ନେଇ ଅଭି-ଯୋଗ କାରୀ ସ୍ଵାମୀଙ୍କୁ ମାନ୍ୟବର ହାଇକୋର୍ଟ ଏଭଳି ଆଶ୍ଵା-ସନା ଦେଇଛନ୍ତି ।

ବିହାର ସୀତାମାରୀ ଅଞ୍ଚଳର ଘଟ-ଣାକୁ ନେଇ ଏବେ ଜୋର ସୋରରେ ଚର୍ଚ୍ଚା ଚାଲିଛି। ତେବେ ଏହି ମାମ-ଲାର ଶୁଣାଣୀ କରିଥିଲେ ମାନ୍ୟବର ବିଚାରପତି ପି.କେ ଜାହ। 25 ବର୍ଷୀୟ ନଗେନ୍ଦ୍ର ଜୟସଙ୍କ ବିବାହ 2017 ମସିହାରେ ଜଣେ ଯୁବତୀଙ୍କ ସହ ହୋଇଥିଲା। ବିବାହ ପରେ ଯୁବତୀ ଜଣକ ନିଜ ଶାଶୁ ଘର ନାଗପୁରକୁ ଯାଇଥିଲେ।

ଜୀବନ ଖିସିରେ ଅତିବାହିତ କରୁଥିଲେ ଦମ୍ପତି। କିନ୍ତୁ ସ୍ତ୍ରୀ ଉଚ୍ଚ ଶିକ୍ଷା ପାଇବା ପାଇଁ ସ୍ଵାମୀଙ୍କୁ କହିଥିଲେ। ସ୍ତ୍ରୀଙ୍କ କଥାରେ ସ୍ଵାମୀ ନଗେନ୍ଦ୍ର ମଧ୍ୟ ରାଜି ହୋଇ ଯାଇଥିଲେ। ଏହା ପରେ ସେ କଲେଜରେ ପତ୍ନୀଙ୍କ ନାମ ମଧ୍ୟ ଲେଖାଇ ଦେଇଥିଲେ। କଲେଜରେ ନାମ ଲେଖାଇବା ପରେ ଶାଶୁ ଘରୁ ପ୍ରତିଦିନ କଲେଜକୁ କ୍ଳାସ କରିବା ପାଇଁ ତାଙ୍କ ସ୍ତ୍ରୀ ଯାଉଥିଲେ। କିନ୍ତୁ ହଠାତ ଗତ ଏପ୍ରିଲରେ ସେ ନି-ଖୋ-ଜ ହୋଇଯାଇଥିଲେ। ନଗେନ୍ଦ୍ର ନିଖୋଜ ପତ୍ନୀଙ୍କୁ ପା-ଗ-ଳ ପରି ଖୋଜିବା ଆରମ୍ଭ କରିଥିଲେ।

କିନ୍ତୁ ଯେତେ ଖୋ-ଜାଖୋ-ଜି କରିଥିଲେ ବି ସେ ତାଙ୍କୁ ପାଇନଥିଲେ। କିଛି ଦିନ ପରେ ଜଣା ପଡିଥିଲା ଯେ, ତାଙ୍କ ସ୍ତ୍ରୀ ରାଜେସ କୁମାର ନାମକ ଜଣେ ଯୁବକଙ୍କ ସହ ବିବାହ କରି ନିଜର ସଂସାର ସ୍ଥାପନ କରିଛନ୍ତି। ତେବେ ନଗେନ୍ଦ୍ରଙ୍କୁ ଦେଖି ତାଙ୍କ ସ୍ତ୍ରୀ ସବୁ ସତ କଥା କହିଦେଇଥିଲେ। ପତ୍ନୀ କହିଥିଲେ ଯେ, ରାଜେସଙ୍କୁ ସେ ସ୍କୁଲ ସମୟରୁ ଭଲ ପାଉଥିଲେ ଆଉ ସେ ବିବାହ କରିବାକୁ ଚାହୁଁଥିଲେ। ଏବଂ ରାଜେଶ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି।

ହେଲେ ତାଙ୍କର ବିବାହ ହୋଇ ପାରି ନଥିଲା ଆଉ ପରେ କଲେଜରେ ପାଠ ପଢିବା ବେଳେ ସେ ରାଜେସଙ୍କ ସହ ନିଜ ଇଛାରେ ଫେ-ରା-ର ହୋଇ ଯାଇଥିଲେ। ଏହା ପରେ ନଗେନ୍ଦ୍ର କୋର୍ଟରେ ମା-ମ-ଲା ଦାୟର କରିଥିଲେ। ଏହାପରେ ନଗେନ୍ଦ୍ରଙ୍କୁ ଏଭଳି ଆଶ୍ଚର୍ଯ୍ୟକ୍ର ଆଶ୍ଵାସନା ହାଇକୋର୍ଟ ଦେଇଥିଲେ।

Leave a Reply

Your email address will not be published. Required fields are marked *