କ’ଣ ଆପଣଙ୍କର ମଧ୍ୟ ହୋଇପାରୁନାହିଁ କି ବିବାହ? ତେବେ ଜାଣନ୍ତୁ କଣ ରହିଛି ଏହା ପଛର କାରଣ |

ଠିକ୍ ସମୟରେ ବିବାହ ନହେବାର ଅନେକ କାରଣ ଅଛି | ଲମ୍ବା ସନ୍ଧାନ ପରେ ମଧ୍ୟ ଯଦି ଆପଣଙ୍କ ମନ ମୁତାବକ ସାଥୀ ମିଳିପାରୁନି ତେବେ ଆପଣଙ୍କୁ କିଛି ଜିନିଷ ଉପରେ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ, କାରଣ ଅନେକ ଥର ଆପଣଙ୍କୁ ବିବାହ କରିବାର ଇଛା ହୋଇଥାଏ , କିନ୍ତୁ ଭଲ ସମ୍ପର୍କ ମିଳି ନଥାଏ | ଏହା ପଛରେ ଅନେକ କାରଣ ଅଛି | ତେବେ ଆସନ୍ତୁ ଜାଣିବା ଯେ,ସେ କେଉଁ କାରଣଗୁଡ଼ିକ କଣ ରହିଛି, ଯେଉଁଥିପାଇଁ ଆପଣଙ୍କ ବିବାହରେ ବାଧା ଉପୁଜିଥାଏ |

ବ୍ରେ-କଅ-ପ୍ ପରେ ବିବାହର ନିଷ୍ପତ୍ତି :-

ଅନେକ ଥର ଯୁବପିଢ଼ି ବ୍ରେ-କଅ-ପ୍ ପରେ ତୁରନ୍ତ ବିବାହର ନିଷ୍ପତ୍ତି ନେଇନିଅନ୍ତି | ଯାହା ସମ୍ପୂର୍ଣ୍ଣ ଭୁଲ୍ ଅଟେ | ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ବିବାହ ପରେ ସେମାନେ ଏକୁଟିଆ ପଣ ଦୂର କରିବା ପାଇଁ ବିବାହ କରିବା ଉଚିତ୍ | ଏପରି ପରିସ୍ଥିତିରେ, ଆପଣଙ୍କୁ ସର୍ବପ୍ରଥମେ ନିଜକୁ ପଚାରିବା ଉଚିତ ଯେ ତୁମେ ବିବାହ ପାଇଁ ପ୍ରସ୍ତୁତ ଅଛ ନା ନାହିଁ | ତା’ପରେ ଯାଇ ଆପଣ ଏତେ ବଡ ନିଷ୍ପତ୍ତି ନିଅନ୍ତୁ |

ଜ୍ୟୋତିଷ ଶାସ୍ତ୍ର ପାଇଁ ମଧ୍ୟ ହୋଇପାରେ ନାହିଁ ବିବାହ :-

ଅନେକ ଥର ଆପଣ ଜ୍ୟୋତିଷ ଶାସ୍ତ୍ର କାରଣରୁ ମଧ୍ୟ ଆପଣଙ୍କର ବିବାହ ହୋଇପାରେ ନାହିଁ, ଏମିତିରେ, ଆପଣ ନିଜ ଘରର ପଣ୍ଡିତ ସହିତ ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ୍ | ଯାହାଫଳରେ କି ଆପଣ ବିବାହ ଠିକ୍ ସମୟରେ ହୋଇପାରିବ |

ସୁନ୍ଦର ଝିଅଙ୍କ ସହ ବିବାହ କରିବାର ଇଛା :-

ଦୁନିଆ ଯେତେବି ଦବଳି ନା କାହିଁକି, କିନ୍ତୁ ଅଧିକ ଲୋକଙ୍କର ବାବାହ ପାଇଁ ସୁନ୍ଦର ଝିଅର ଡିମାଣ୍ଡ ଥାଏ | ଯାହା ପାଇଁ ଆପଣଙ୍କୁ ଝିଅ ମିଳିବାରେ ବିଳମ୍ବ ହୋଇପାରେ |ଏମିତିରେ, ଆପଣଙ୍କୁ ଆପଣଙ୍କ ମାନ-ସିକତାକୁ ପରିବର୍ତ୍ତନ କରିବାକୁ ପଡିବ |

ବାର-ମ୍ବାର ରିଜେକ୍ସନର ଡ-ର :-

ଏହା ସହିତ ହିଁ ବିବାହ ପରି ସମ୍ପର୍କରେ ଯେତେବେଳେ ବାର-ମ୍ବାର ଆପଣଙ୍କୁ ରିଜେ-କ୍ସନ ମିଳେ ତେବେ ମଧ୍ୟ ଆପଣଙ୍କ ବିବାହ ହୋଇପାରେ ନାହିଁ | କାରଣ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ବିବାହ ପରି ସମ୍ପର୍କ ପାଇଁ ବାରମ୍ବାର ରିଜେକ୍ସନ ମିଳିଥାଏ,ସେତେବେଳେ ସେ ଏହି ସେ ଏହି ସମ୍ପର୍କରେ ବନ୍ଧା ହେବାକୁ ହିଁ ଚାହାଁନ୍ତି ନାହିଁ |

Leave a Reply

Your email address will not be published. Required fields are marked *