ସନ୍ତାନ ଜନ୍ମ କରିବା ପରିସ୍ଥିତିରେ ନଥିଲା ପୁଅ,ବାପା ଭାବିଲେ ବୋହୁ ସହ ସ-ମ୍ବ-ନ୍ଧ କରି ନେଇ ଆସିବେ ନାତି, କିନ୍ତୁ ତା ପରେ ଯାହା ହେଲା …ଜାଣନ୍ତୁ ପୁରା ଘ-ଟଣା

ପ୍ରାୟତ ଆମେ ସମସ୍ତେ ଶୁଣିଥିବା କି ବାପଘର ବାପଘର ହୋଇଥାଏ ଆଉ ଶାଶୁଘର ଶାଶୁଘର । ବାପଘରେ ଯେଉଁ ସମ୍ପର୍କ ପିତାଙ୍କ ସହ ଥାଏ । ଶାଶୁଘରେ ସେହି ସମ୍ପର୍କ ମିଳିବା କଷ୍ଟକର ହୋଇଯାଇ ଥାଏ । ଏମିତିରେ ବହୁତ କମ ଲୋକ ଥାଆନ୍ତି ଯାହାଙ୍କୁ ସେହି ସମ୍ପର୍କ,ପ୍ରେମ ଆଉ ସମ୍ମାନ ଶାଶୁଘରେ ମିଳିପାରିଥାଏ । ସବୁବେଳେ ଝିଅଟି ନିଜ ପିତାଙ୍କର ସବୁଠାରୁ ଅଧିକ ନିକଟତର ହୋଇଥାଏ । ବିବାହ ପରେ ଝିଅର ପିତାଙ୍କ ଜାଗା ଶାଶୁଘରେ ଯଦି କେହି ପୁରା କରିପାରେ ତାହା ହେଉଛନ୍ତି ଶଶୁର ।

ଶଶୁର ଆଉ ବୋହୁଙ୍କ ସମ୍ପର୍କ ବାପ – ଝିଅ ସମ୍ପର୍କ ପରି ହୋଇଥାଏ । ଶଶୁର ଘରେ ବାପାଙ୍କର ଅନ୍ୟ ରୂପ ଶଶୁରଙ୍କୁ ହିଁ ମନାଯାଏ କିନ୍ତୁ ଦେଶ ଦୁନିଆରେ ପ୍ରାୟତ ଏମିତି କିଛି ଖବର ବାହାରିକି ସାମ୍ନାକୁ ଆସିଯାଏ,ଯାହା ଏହି ସମ୍ପର୍କଙ୍କୁ କଳ-ଙ୍କିତ କରିଦିଏ । ଏହା ମଧ୍ୟରେ ଜୟପୁରରୁ ଗୋଟିଏ ଘଟଣା ସାମ୍ନାକୁ ଆସିଛି,ସେଇଠାରେ ରହୁଥିବା ଏକ ବିବାହିତା ନିଜ ଶଶୁରଙ୍କ ଉପରେ ଗମ୍ଭୀର ଅଭି-ଯୋଗ କରିଛନ୍ତି ।

ଶଶୁର ବୋହୁଙ୍କ ସହ କଲେ ଖରାପ ସ-ମ୍ବ-ନ୍ଧ କରିବାର ପ୍ରୟାସ :-

ବାସ୍ତବରେ ଆଜି ଆମେ ଆପଣଙ୍କୁ ଯେଉଁ ଘ-ଟଣା ବିଷୟରେ କହିବାକୁ ଯାଉଛୁ ତାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କହିରଖୁଛୁ କି ଜୟପୁର ରୋଡ଼ ରେ ରହୁଥିବା ବିବାହିତା ତାଙ୍କ ଶଶୁରଙ୍କ ନାଁ ରେ ଗମ୍ଭୀର ଅଭି-ଯୋଗ ଲଗେଇ ନେଛୱା ପୋ-ଲି-ସ ଷ୍ଟେ-ସନରେ ମା-ମ-ଲା ରୁ-ଜୁ କରିଛନ୍ତି । ବିବାହିତା ଏହି ଅଭି-ଯୋଗ ଲାଗେଇଛନ୍ତି କି ତାଙ୍କ ଶଶୁର ତାଙ୍କ ସହ ଖରାପ ସ-ମ୍ବ-ନ୍ଧ ବନେଇବାକୁ ଚେଷ୍ଟା କରିଛନ୍ତି । ଯେତେବେଳେ ସେ ଏହାର ବି-ରୋ-ଧ କଲେ,ତ ସେତେବେଳେ ସେ ତାଙ୍କୁ ମା-ରପି-ଟ୍ କରିଥିଲେ । କେବେଳ ଏତିକି ନୁହେଁ ବରଂ ତାଙ୍କୁ ତାଙ୍କ ଘରୁ ବି ବାହାର କରିଦେଇ ଥିଲେ ।

ଅନ୍ୟପକ୍ଷରେ,ସିକରରେ ରହୁଥିବା ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କ ବି-ରୋ-ଧରେ ଅଭି-ଯୋଗ ଆଣିଛନ୍ତି ବୋଲି ନେଛୱା ପୋ-ଲି-ସ ଷ୍ଟେସ-ନର ଥା-ନା ଅଧିକାରୀ ବିମଲା ବୁଡାନିଆ କହିଛନ୍ତି । ପୀ-ଡ଼ି-ତାଙ୍କ ସ୍ୱାମୀଙ୍କୁ ମ-ଦ୍ୟପା-ନର ଅଭ୍ୟାସ ରହିଛି ସେ ଅନେକ ପ୍ରକାରର ଔଷଧ ସେ-ବନ କରି ନି-ଶାରେ ବୁଡିରୁହନ୍ତି । ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଶିଶୁ ସମ୍ବନ୍ଧୀୟ ପରୀକ୍ଷା ଯାଞ୍ଚ କଲେ,ସେତେବେଳେ ଅ-ନୁସ-ନ୍ଧାନରୁ ଏହା ଜଣାପଡିଥିଲା ​​ଯେ ଅତ୍ୟଧିକ ମ-ଦ୍ୟପା-ନ କରିବା ହେତୁ ତାଙ୍କର ପିଲା ଜନ୍ମ କରିବାର କ୍ଷମତା ହ୍ରାସ ପାଇଯାଇଛି ।

ଯେତେବେଳେ ଶଶୁରଙ୍କୁ ଏହି କଥା ଜଣା ପଡିଲା ସେତେବେଳେ ଚାପ ପକେଇଲେ :-

ଯେତେବେଳେ ତାଙ୍କ ଶଶୁର ଏହି କଥା ଜାଣିଲେ ସେତେବେଳେ ସେ ବଦ-ନାମୀ ଡ-ରରେ ତାଙ୍କ ଉପରେ ଏହି ଚାପ ପକେଇଲେ କି,ସେ ଏହି କଥାକୁ କାହା ଆଗରେ ନକୁହନ୍ତୁ । ଏହା ପରେ ଶଶୁର ତାଙ୍କ ସହ ଅନେକ ଥର ଶାରୀ-ରିକ ସ-ମ୍ବ-ନ୍ଧ ବନେଇବା ପାଇଁ ପ୍ରୟାସ କଲେ । ଯେତେବେଳେ ପି-ଡ଼ି-ତା ଏହାତ ବି-ରୋ-ଧ କଲେ,ସେତେବେଳେ ତାଙ୍କୁ ପ୍ରତା-ଡିତ କରାଗଲା ଏବଂ ତାଙ୍କୁ ଘରୁ ମଧ୍ୟ ବାହାର କରିଦିଆ ଗଲା ।

ତେବେ ଏଠାରେ ଯେତେବେଳେ ପୋ-ଲି-ସ ଏହି ମାମ-ଲାକୁ ରୁ-ଜୁ କରିଦେଲା ତ ତାପରେ ଖୋଳତାଡ଼ ଆରମ୍ଭ କରିଦିଆଗଲା ପ୍ରଥମେ ଖୋଳତାଡ଼ ରୁ ଏହି କଥା ସାମ୍ନାକୁ ଆସିଲା କି ବିବାହିତଙ୍କ ପତି ମଧ୍ୟ ପତ୍ନୀଙ୍କ ବି-ରୋ-ଧରେ ସିକାରୀ ରେ ଚୋ-ରି ର ଅଭି-ଯୋଗ କରିଛନ୍ତି ।

ବିବାହିତା ଯୌତୁକ ନିର୍ଯ୍ୟା-ତନାର ମଧ୍ୟ ଅଭି-ଯୋଗ କରିଛନ୍ତି :-

ପୋ-ଲି-ସ ଅନୁଯାୟୀ,ପୀ-ଡ଼ି-ତା ତାଙ୍କ ଅଭି-ଯୋଗ ରେ ଶାଶୁ,ଶଶୁର ଏବଂ ନଣନ୍ଦଙ୍କ ଉପରେ ମଧ୍ୟ ଯୌତୁକ ଆଣିବା ପାଇଁ ପ୍ରତାଡିତ କରିବାର ଅଭି-ଯୋଗ ଲଗେଇଛନ୍ତି । ବିବାହିତା ଏହି ଅଭି-ଯୋଗ ଲଗେଇଛନ୍ତି କି ଯୌ-ତୁ-କ ନଆଣିବା ଯୋଗୁ ତାଙ୍କୁ ଠିକ ସମୟରେ ଖାଇବାକୁ ମଧ୍ୟ ଦେଉନଥିଲେ । ବିବାହ ସମୟରେ ଶାଶୁଘର ତରଫରୁ ଯାହା ବି ଗହଣା ଆଦି ତାଙ୍କୁ ମିଳିଥିଲା,ସେ ସବୁ ଏହି ଲୋକମାନେ ତାଙ୍କଠାରୁ ଛଡେଇ ନେଇଗଲେ ।

ଏତିକି ନୁହେଁ ବରଂ ବିବାହିତା ଏହି ଅଭି-ଯୋଗ କରିଛନ୍ତି କି ଆଲମାରି ତଥା ବକ୍ସର ଚାବି ମଧ୍ୟ ସେମାନେ ତାଙ୍କ ଠାରୁ ଛଡେଇ ନେଇ ତାଙ୍କ ପାଖରେ ରଖିନେଲେ । ବିବାହିତାଙ୍କ ଦ୍ଵାରା ଲଗାଯାଇଥିବା ଅଭି-ଯୋଗ ଗୁଡିକର ଖୋଳତାଡ଼ କରିବାରେ ପୋ-ଲି-ସ ଲାଗିଛି।

Leave a Reply

Your email address will not be published. Required fields are marked *