ଇଲେକ୍ଟ୍ରିକ ସ୍କୁଟିରେ ନି-ଆଁ ଲାଗବାର କାରଣ କଣ ? ଏହାର ସ୍ମାର୍ଟଫୋନରେ ନି-ଆଁ ଲାଗିବା ସହିତ କଣ୍ ସମ୍ପର୍କ ରହିଛି ?

ଇଲୋ୍ଟ୍ରୋନିକ ଯାନରେ ନି-ଆଁ ଲାଗିବାର ଖବର ଗତ କିଛିଦିନ ହେବ ଆପଣ ନିଶ୍ଚୟ ଶୁଣୁଥିବେ | ଭାରତରେ ଇଲୋ୍ଟ୍ରୋନିକ ସ୍କୁଟରରେ ନି-ଆଁ ଲାଗିବା କାରଣରୁ କିଛି ଲୋକଙ୍କର ମୃ-ତ୍ୟୁ ମଧ୍ୟ ହୋଇଛି | କଣ ଅଟେ ଏହା ପଛର ପ୍ରକୃତ କାରଣ?

ଗୋଟେ ପଟରେ EV ଅର୍ଥାତ ଇଲୋ୍ଟ୍ରୋନିକ ହ୍ଵିକଲ୍ କୁ ପ୍ରୋତ୍ସାହିତ କରିବା କଥା କୁହାଯାଉଛି ଏବଂ ସେତିକିବେଳେ ଅନ୍ୟ ପଟରେ EV ଗାଡିରେ ନି-ଆଁ ଲାଗିବା ଘ-ଟ-ଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି |ଗତ କିଛି ସମୟରୁ ଭାରତରେ ଲଗାତାର Ev ସ୍କୁଟର ଜ-ଳିବାର ଖବର ଆସୁଛି | ଚିନ୍ତାରେ ପକେଇବା ଵାଲା କଥା ହେଉଛି ଏହା ଯେ ଦୁଇ ଜଣ ଲୋକଙ୍କର ଏହିଥିରେ ମୃ-ତ୍ୟୁ ମଧ୍ୟ ହୋଇଯାଇଛି |

ଯେଉ EV ସ୍କୁଟର ଗୁଡିକରେ ନି-ଆଁ ଲାଗିଛି ସେଥିରେ Ola ର ଇଲୋ୍ଟ୍ରୋନିକ ସ୍କୁଟର ଏବଂ Okinawa ର ଇଲୋ୍ଟ୍ରୋନିକ ସ୍କୁଟର ସାମିଲ୍ ଅଛି | ସରକାର ଏହାର ଯାଞ୍ଜ ପାଇଁ ଆଦେଶ ମଧ୍ୟ ଦେଇସାରିଛନ୍ତି | ମିନିଷ୍ଟ୍ରି ଅଫୋନ ରୋଡ଼ ଟ୍ରାନ୍ସପୋର୍ଟ ଆଣ୍ଡ ହଇୱେ ପରେ ପଦକ୍ଷେପ ନେବା ବିଷୟରେ କହିଛନ୍ତି | ଏହା ପାଇଁ DRDOକୁ ଅ-ନୁସ-ନ୍ଧାନ କରାଯିବ |

pEV ସ୍କୁଟରରେ ନି-ଆଁ ଲାଗିବାର କାରଣ କଣ ହୋଇପାରେ ଏବଂ ଏହାର ସ୍ମାର୍ଟଫୋନ ସହ ନି-ଆଁ ଲାଗିବାର କଣ ସମ୍ପର୍କ ରହିଛି?

ସ୍ମାର୍ଟଫୋନ ଫା-ଟି-ବା ଘ-ଟ-ଣା ବହୁତ ସମୟରେ ଦେଖିବାକୁ ମିଳୁଛି | ଆପଲ୍ ଏବଂ ସାମସଙ୍ଗ ସମେତ ପାଖା-ପାଖି ସବୁ ଛୋଟ ବଡ କମ୍ପାନୀର ସ୍ମାର୍ଟଫୋନ୍ ସମୟ ସମୟରେ ଫା-ଟି ଥାଏ |କଣ ସ୍ମାର୍ଟଫୋନ୍ ଫାଟିବା ଏବଂ EV ସ୍କୁଟର ଜ-ଳି-ବାରେ କୌଣସି ସଂଯୋଗ ଅଛି କି?

ସଂଯୋଗ ହେଉଛି ଏହା କି EV ଏବଂ ସ୍ମାର୍ଟଫୋନ୍ ଉଭୟରେ ହିଁ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରାଯାଏ | ସାଧାରଣତଃ ଲିଥିୟମ୍-ଆୟନ ବ୍ୟାଟେରୀ ଦୁଇଟି କାରଣ ପାଇଁ ଫା-ଟି ଥାଏ କିମ୍ବା ଜ-ଳି ଥାଏ | ଲିଥିୟମ୍-ଆୟନ ବ୍ୟାଟେରୀଗୁଡ଼ିକର କାମ କରିବାର ଯେଉ ପ୍ରକ୍ରିୟା ଥାଏ ସେଥିରେ ଫା-ଟିବା କିମ୍ବା ଜ-ଳିବାର ଆ-ଶ-ଙ୍କା ଏକ ପରିମାଣରେ ରହିଥାଏ |

ପ୍ରଥମ ହେଉଛି ଏହା ଯେ ବ୍ୟାଟେରୀ ତିଆରିରେ ହିଁ ସମସ୍ୟା ଅଛି ଯାହାକୁ ମ୍ୟାନୁଫ୍ୟାଚୁରିଙ୍ଗ ଡିଫେକ୍ଟ କୁହାଯାଇପାରେ କିମ୍ବା ବ୍ୟାଟେରୀ ଜ-ଳିବା ପଛରେ କିଛି ବାହ୍ୟ କାରଣ ଅଛି, ଅର୍ଥାତ୍ କୌଣସି ପ୍ରକାରର ବ୍ୟାଟେରୀକୁ କ ମିସ-ହ୍ୟାଣ୍ଡେଲ କରାଯାଇଥିବ

ଲିଥିୟମ୍-ଆୟନ ବ୍ୟାଟେରୀ କାମ କିପରି କରେ?

ଲିଥିୟମ୍ ଆୟନ୍ ବ୍ୟାଟେରୀ – ସେ ସ୍ମାର୍ଟଫୋନରେ ଲାଗିଥାଉ କିମ୍ବା EVରେ |ଏହାକୁ କାମ କରିବାର ପଦ୍ଧତି ପ୍ରାୟତଃ ଗୋଟେ ପ୍ରକାରର ହିଁ ହୋଇଥାଏ | ଏଥିରେ ମୁଖ୍ୟତଃ ଇଲେକ୍ଟ୍ରୋଡ୍, ଇଲେକ୍ଟ୍ରୋଲାଇଟ୍ ଏବଂ ସେପରେଟର ଲାଗିଥାଏ |

ଏହି ତିନୋଟିର କାମ ମଧ୍ୟ ଅଲଗା-ଅଲଗା ଅଟେ | ଇଲେକ୍ଟ୍ରୋଡ୍ ଲିଥିୟମ୍ କୁ ଷ୍ଟୋର କରିବା କାମ କରିଥାଏ, ଯେତେବେଳେ କି ଇଲେକ୍ଟ୍ରୋଲାଇଟ୍ ଲିଥିୟମ୍ ଆୟନକୁ ଇଲେକ୍ଟ୍ରୋଡ୍ସକୁ ନେଇଥାଏ | ସେପାରେଟର ପଜେଟିଭ ଇଲେକ୍ଟ୍ରୋଡ୍ସ୍ ଏବଂ ନେଗେଟିଭ ଇଲେକ୍ଟ୍ରୋଡସ୍ ପରସ୍ପରଠାରୁ ଅଲଗା କରୁଥାଏ, ଅର୍ଥାତ୍ ଏହି ଦିନକୁ ଯୋଗାଯୋଗ ନ ହୋଇପାରେ ତାକୁ ସୁର-କ୍ଷିତ କରିଥାଏ |

ଅଧିକାଂଶ ସମୟରେ ଏପରି ଦେଖିବାକୁ ମିଳିଛି ଯେ ଲିଥିୟମ୍ ଆଇନ୍ ବ୍ୟାଟେରୀ ଭୁଲ ପ୍ରକ୍ରିୟାରେ ତିଆରି କରାଯିବା କାରଣରୁ ଫା-ଟିଥାଏ | ଏହା ବ୍ୟତୀତ ଯଦି ସଫ୍ଟୱେର୍ ସହିତ ସଠିକ୍ ଭାବରେ ସିଙ୍କ୍ କରାଯାଇନଥାଏ ତାହାଲେ ମଧ୍ୟ ଏମିତି ହୋଇଥାଏ, କାହିଁକି ନା ସଫ୍ଟୱେୟାରର କାମରେ ଯଦି କୌଣସି ଅସୁବିଧା ହୋଇଥାଏ ତେବେ ଏହି କାରଣରୁ ମଧ୍ୟ ବ୍ୟାଟେରୀ ବିପ-ଦରେ ଥାଏ |

Leave a Reply

Your email address will not be published. Required fields are marked *