କୋଟିଏ ଭିତରେ ଜନ୍ମ ହେଲା ଏମିତି ଏକ ଶିଶୁ, ଯାହାର ଦୁଇଟି ମୁଣ୍ଡ ଏବଂ ତିନି ହାତ,ଦେଖନ୍ତୁ ……

କୁହାଯାଏ କି ପିଲା ହେଉଛନ୍ତି ଭଗବାନଙ୍କ ଦାନ । ଏମିତି ରେ ଅନେକ ପିଲା ଏମିତି ମଧ୍ୟ ଥାଆନ୍ତି ଯେଉଁମାନେ ସାଧାରଣ ପିଲା ଙ୍କ ଠାରୁ ଟିକେ ଭିନ୍ନ ହୋଇଥାନ୍ତି । ଏବେ ଏହାକୁ ପ୍ରକୃତିର ଚମତ୍କାର ମଧ୍ୟ କହିପାରିବା କି ଗୋଟିଏ ଦେହରେ ଦୁଇଟି ଜୀବନ ନେଇକି ଜନ୍ମ ହୋଇଛି ଏହି ପିଲା । ଆଜ୍ଞା ହଁ ମଧ୍ୟପ୍ରଦେଶ ରୁ ଏମିତି ହିଁ ଏକ ଘ-ଟ-ଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ମହିଳା ଗୋଟିଏ ପିଲାକୁ ଜନ୍ମ ଦେଇଛନ୍ତି ଯାହାର ଦୁଇଟି ମୁଣ୍ଡ ଏବଂ ତିନୋଟି ହାତ ଅଛି ।

କୁହାଯାଉଛି କି ମଧ୍ୟପ୍ରଦେଶର ରତଲାମର ହସ୍ପିଟାଲରେ ଏହି ଅନୋଖା ଶିଶୁର ଜନ୍ମ ହୋଇଛି । ତେବେ ଜନ୍ମ ହେବା ପରେ ହିଁ ଶିଶୁକୁ ଇନ୍ଦୋରର ଏମବାୟ ଡାକ୍ତରଖାନାକୁ ରେ-ଫ-ର କରିଦିଆ ଗଲା । ଇନ୍ଦୋର ଆଣିବା ପରେ ଶିଶୁକୁ ଆଇସିୟୁ ରେ ସିନିୟର ଡାକ୍ତରମାନଙ୍କ ନଜରରେ ରଖାଗଲା । ତେବେ ଏହି ପିଲାର ମାଆ କୁ ଏବେ ବି ରତଲାମର ହସ୍ପିଟାଲରେ ହିଁ ଭର୍ତ୍ତି କରାଯାଇଛି ।

ଏହି ପିଲାକୁ ଦେଖିବା ପରେ ଡାକ୍ତରମାନେ କହୁଛନ୍ତି କି ଏମିତି ଶିଶୁର ଜନ୍ମ ହେବା ମେଡ଼ିକାଲ ସାଇନ୍ସ ରେ କେବଳ ଚମତ୍କାର ହିଁ କୁହାଯାଇ ପାରେ । ଡାକ୍ତରଙ୍କ କହିବାନୁସାରେ, କୋଟି କୋଟି ପିଲାଙ୍କ ମଧ୍ୟରୁ କେବଳ ଅର୍ଦ୍ଧେକ ଶିଶୁ ଏଭଳି ଶିଶୁ ଅଟନ୍ତି ।
ଯାହାକୁ ଡାକ୍ତରୀ ଭାଷାରେ ପଲିସେଫାଲୀ ଅ-ବ-ସ୍ଥା କୁହାଯାଏ ।

ସୋନୋଗ୍ରାଫିରେ ଦେଖିଥିଲେ ଯା-ଆଁ-ଳା ଶିଶୁ :-

ରତଲାମରେ ଜନ୍ମିତ ଏହି ଅନନ୍ୟ ଶିଶୁଟିର ପିତାଙ୍କ ନାମ ସୋହେଲ ଖାନ ଏବଂ ମାତାଙ୍କ ନାମ ଶାହିନ୍ ବୋଲି କୁହାଯାଉଛି । ଶିଶୁର ପିତା ଅର୍ଥାତ୍ ସୋହେଲ ରତଲାମ ଜିଲ୍ଲାର ଜାଭମର ନିମ୍ ଚୌକ୍ ରେ ଅଟୋ ରିକ୍ସା ଚଳାନ୍ତି । ସୋହେଲ ଏବଂ ଶାହିନ୍ ଙ୍କର ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ବିବାହ ହୋଇଥିଲା । ଏମିତିରେ ସୋହେଲ ଏବଂ ଶାହିନଙ୍କର ଏହା ହେଉଛି ପ୍ରଥମ ସନ୍ତାନ ।

ସୋହେଲ କହିଛନ୍ତି ଯେ ଯେତେବେଳେ ପ୍ରସବ ପୂର୍ବରୁ ତାଙ୍କ ପତ୍ନୀଙ୍କର ସୋନୋଗ୍ରାଫି କରାଯାଇଥିଲା । ସେତେବେଳେ ହିଁ ଡାକ୍ତରମାନେ କହିଥିଲେ ଯେ ଶାହିନଙ୍କ ଗର୍ଭରେ ଯା-ଆଁ-ଳା ଶିଶୁ ଅଛନ୍ତି । କିନ୍ତୁ ଡାକ୍ତରମାନେ ମଧ୍ୟ ସେତେବେଳେ ଏହା ଭାବି ନଥିଲେ ଯେ ପିଲାଟି ଏପରି ହେବ । ସୋନୋଗ୍ରାଫିରେ ଯେତେବେଳେ ସୋହେଲ ଏବଂ ଶାହିନ ପିଲାଟିକୁ ଦେଖିଥିଲେ, ତ ସେଥିରେ ତାଙ୍କୁ ଶିଶୁର ଦୁଇଟି ମୁଣ୍ଡ ଦେଖା ଯାଇଥିଲା । କିନ୍ତୁ ମାତା ଗୋଟିଏ ହିଁ ଶରୀରର ଅଟନ୍ତି ଏହା ସେ ଜାଣିପାରିଲେ ନାହିଁ ।

ଶିଶୁକୁ ନେଇ ଡାକ୍ତରଙ୍କ ମତ ;-

ଏହି ଶିଶୁ ବିଷୟରେ ଡାକ୍ତରମାନେ କହିଛନ୍ତି ଯେ ଶିଶୁର ଦୁଇଟି ମୁଣ୍ଡ ଅଛି । ଏବଂ ଏହି ମୁଣ୍ଡଗୁଡ଼ିକ ଗୋଟିଏ ହିଁ ଶରୀର ଦ୍ୱାରା ସଂଯୁକ୍ତ ହୋଇଛି । ପିଲାଟିର ତିନୋଟି ହାତ ଅଛି । ଯେଉଁଥିରୁ ଦୁଇଟି ହାତ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିବାବେଳେ ଆଉ ଗୋଟିଏ ହାତ ମୁଣ୍ଡ ନିକଟରୁ ବାହାରିଛି । ଏଭଳି ପରିସ୍ଥିତିରେ ଶିଶୁର ପିତା କହିଛନ୍ତି ଯେ ପରବର୍ତ୍ତୀ ସମୟରେ କଣ ହେବ ତାହା ତ ଜଣା ନାହିଁ, କିନ୍ତୁ ପିଲାଟି ବଞ୍ଚିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ପିଲାଟି ବଞ୍ଚିଯାଉ ।

Leave a Reply

Your email address will not be published. Required fields are marked *