ବୋହୂର ଶୋଇବା ସମୟରେ ଲୁ-ଚିକି ରୁମ୍ କୁ ଆସନ୍ତି ଶାଶୁ ମା’, ଆଉ ବୋହୂ ସହ କରନ୍ତି ଏମିତି କାମ,ରେକ-ର୍ଡିଙ୍ଗରେ ଦେଖିବାକୁ ମିଳିଲା ସବୁକିଛି |

ଯେତେବେଳେ ଆପଣ ନିଦରେ ଥାଆନ୍ତି ସେତେବେଳେ ଆପଣଙ୍କୁ ଆଖ-ପାଖରେ ବହୁତ ସାରା ଘ-ଟଣା ଘ-ଟିଥାଏ | ଅନେକ ଥର ଆପଣ ସକାଳେ ଉଠିବା ପରେ ଆପଣଙ୍କୁ ଅନୁଭବ ହୁଏ କି ରାତିରେ ଆପଣଙ୍କ ସହ କିଛି ଗଡ଼-ବଡ଼ ହୋଇଛି | କିନ୍ତୁ ଆପଣ ଠିକ ଭାବରେ କିଛି ମନ ପକେଇ ପାରନ୍ତିନି | ଏମିତିରେ ଜଣେ ମହିଳା ରାତିରେ ନିଜ ବେଡ଼ରୁମ୍ ରେ କ୍ୟାମେରା ଲଗେଇଦେଲେ | ଯେତେବେଳେ ସେ ଅନ୍ୟଦିନ ସେହି ରେକ-ର୍ଡିଙ୍ଗ ଦେଖିଲେ ସେତେବେଳେ ତାଙ୍କର ହୋସ ଉଡ଼ିଗଲା |

ରାତିରେ ଆସୁଥିଲା କାନକୁ ଅଜବ ସାଉଣ୍ଡ :-

ପ୍ରକୃତରେ ମହିଳାଙ୍କୁ ଲାଗିଲା କି ସେ ରାତିରେ ଘୁ-ଙ୍ଗୁ-ଡ଼ି ମା-ର-ନ୍ତି ବୋଲି | ଏହି କଥାକୁ ପକ୍କା କରିବା ପାଇଁ ସେ ନିଜ ମୋବାଇଲିରେ ଗୋଟେ ଆପ୍ ଡାଉନଲୋଡ଼ କଲେ | ଏହି ଆପ୍ ରେ ଟାଇମର ସେଟ କରି ରାତିରେ ଘୁଙ୍ଗୁଡ଼ିର ସାଉଣ୍ଡକୁ ରେ-କ-ର୍ଡ କରାଯାଇପାରେ | ମହିଳା ଜଣଙ୍କ ସବୁକିଛି ସେଟ କରିଦେଲେ | ପର ଦିନ ସେ ଅଡିଓ ରେକ-ର୍ଡିଙ୍ଗ ଶୁଣିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ | ଏହି ରେକ-ର୍ଡିଙ୍ଗରେ ତାଙ୍କ ଘୁଙ୍ଗିଡ଼ିର ସାଉଣ୍ଡ ସହ ଗୋଟେ ଅଜବ ସାଉଣ୍ଡ ମଧ୍ୟ ଶୁଣା ଯାଉଥିଲା |

ଏହି ସାଉଣ୍ଡ କିଛି ଏହି ପ୍ରକାରର ଥିଲା “ମୁ ତମର ମୃ-ତ୍ୟୁ ଚାହୁଁଛି |” ମହିଳା ଜଣଙ୍କ ଏହି ରେକ-ର୍ଡିଙ୍ଗ ଶୁଣି ଡ-ରିଗଲେ | ତାଙ୍କୁ ଲାଗିଲା ରୁମ୍ ରେ ନିଶ୍ଚିତ କୌଣସି ଭୂ-ତ ରହୁଥିବ | ଏମିତିରେ ସେ ନିଜ ବେଡ଼ରୁମ୍ ରେ କ୍ୟାମେରା ଲଗେଇଦେଲେ | ଏବଂ ପରଦିନ ସେ ଯେବେତେବଳେ ଭିଡ଼ିଓ ରେକ-ର୍ଡିଙ୍ଗ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ | ସେ ଦେଖିଲେ ଯେ ସେ ଯେତେବେଳେ ଶୋଇଯାଆନ୍ତି ସେତେବେଳେ ତାଙ୍କ ରୁମ୍ କୁ ଜଣେ ମହିଳା ଆସନ୍ତି | ଏବଂ ସେ ତାଙ୍କ କାନରେ କିଛି କୁହନ୍ତି |

ହେବାକୁ ଯାଉଥିବା ଶାଶୁ କରୁଥିଲେ ମୃ-ତ୍ୟୁର ପାର୍ଥନା :-

ଯେତେବେଳେ ମହିଳା ଜଣଙ୍କ ଅହୁରି ପାଖରୁ ଦେଖିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ କାନରେ ମୃ-ତ୍ୟୁର କଥା କହୁଥିବା ମହିଳା ଆଉ କେହି ନୁହନ୍ତି ବରଂ ତାଙ୍କ ବଏପ୍ରେଣ୍ଡଙ୍କ ମା’ ଅଟନ୍ତି | ସେ ସବୁଦିନ ନିଜ ପୁଅର ଗର୍ଲପ୍ରେଣ୍ଡର କାନରେ ଶୋଇବା ସମୟରେ “ମୁ ତୁମର ମୃ-ତ୍ୟୁ ଚାହୁଁଛି” ବୋଲି କୁହନ୍ତି | ବଏପ୍ରେଣ୍ଡଙ୍କ ସବୁଦିନର ଏହି କାମ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଛନ୍ତି | କାହିଁକି ନା ଦିନରେ ତ ସେ ତାଙ୍କୁ ବହୁତ ମିଠା ମିଠା ପ୍ରକାରର କଥା କୁହନ୍ତି |

ମହିଳା ଟିକ୍-ଟକ୍ ଭିଡ଼ିଓ ମଧ୍ୟ ବନାନ୍ତି | ସେ ଏହି ପୁରା ଘଟଣାକୁ ନିଜ ଟିକ୍-ଟକ୍ ଭିଡ଼ିଓରେ ପୋଷ୍ଟ କରିଛନ୍ତି | ମହିଳାଙ୍କର କହିବା ହଉଛି କି ତାଙ୍କ ବଏପ୍ରେଣ୍ଡଙ୍କ ମା ତାଙ୍କ ପ୍ରତି ସବୁବେଳେ ଭଲ ବ୍ୟବହାର କରନ୍ତି | କିନ୍ତୁ ଏହି ରାତି ଵାଲା ଭିଡ଼ିଓ ରେକ-ର୍ଡିଙ୍ଗ କୁ ଦେଖି ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ତାଙ୍କୁ ବିଶ୍ୱାସ ହିଁ ହେଉନାହିଁ ଯେ ତାଙ୍କର ଭବିଷ୍ୟତ ଶାଶୁ ମା’ ତାଙ୍କ ମୃ-ତ୍ୟୁର ପ୍ରାର୍ଥନା କରୁଛନ୍ତି | ଏବେ ସେ ବୁଝି ପାରୁନାହାନ୍ତି ଯେ ଆଗକୁ କଣ କରିବେ | ସେ ଏହି ଘ-ଟଣା ପରଠାରୁ ବହୁତ ଡ଼-ରିକି ଅଛନ୍ତି |

Leave a Reply

Your email address will not be published. Required fields are marked *