Google Maps ରେ ଆକ୍ଟିଭ କରିନିଅନ୍ତୁ ଏହି କମାଲ ଫିଚର,କଟିବନି ଆଉ ଚା-ଲା-ଣ ! ଜାଣନ୍ତୁ ପୁରା ପ୍ରକ୍ରିୟା !

ଯେଉଁମାନଙ୍କ ରାସ୍ତା ବିଷୟରେ ଜ୍ଞାନ ନାହିଁ, ସେଇ ଭଳି ଲୋକ ମାନଙ୍କ ପାଇଁ ଗୁଗୁଲ୍ ମ୍ୟାପ୍ ଜୀବନ ସଜବିନି ଭାବରେ କାର୍ଯ୍ୟ କରେ | ଗୁଗୁଲ୍ ମ୍ୟାପ୍ ପାଇଁ ଲୋକେସନ ରେ ଆପଣ ସହଜରେ ଯାଇ ପହଞ୍ଚିପାରିବେ | ଲୋକମାନଙ୍କ ପାଇଁ ନୂଆ-ନୂଆ ଫିଚର୍ସ ସାମିଲ ହୋଇଥାଏ | ଗୁଗୁଲ ମ୍ୟାପସ୍ ରେ ଏମିତି ଏକ ଟୁଲ ଦିଆ ଯାଇଛି, ଯାହା ନା କେବଳ ଆପଣଙ୍କୁ ଟ୍ରାଫିକ ଚା-ଲା-ଣ କାଟିବାରୁ ମଧ୍ୟ ବଞ୍ଜେଇ ଥାଏ ବରଂ ଦୁର୍ଘ-ଟଣାରୁ ମଧ୍ୟ ସାହାଯ୍ୟ କରିପାରେ | ଏହି ରି-ପୋ-ର୍ଟରେ ଆମେ ଏମିତି ଫିଚର୍ସ ବିଷୟରେ ଆପଣଙ୍କୁ କହିବୁ ଆଉ ସାଥିରେ ହିଁ ଏହାର ମାଧ୍ୟ ସୂଚନା ଦେଉଛୁ କି କିପରି ଆପଣ ଏହି ଫିଚର୍ସକୁ ବ୍ୟବହାର କରିପାରିବେ |

ପ୍ରାୟ ପ୍ରତିଦିନ ଦେଖିବାକୁ ମିଳେ କି ଲୋକମାନେ ଜଲ୍ଦି ଘରକୁ କିମ୍ବା ଅଫିସ ଯିବାପାଇଁ ବହୁତ ସ୍ପିଡ୍ ରେ ଗାଡି ଚଳେଇଥାନ୍ତି ଯାହା କାରଣରୁ ସେ ସ୍ପିଡ୍ ଲିମିଟ ର ମାଧ୍ୟ ଧ୍ୟାନ ଦିଅନ୍ତିନି ଏବଂ ତାଙ୍କର ଚା-ଲା-ଣ ମାଧ୍ୟ କା-ଟିଥାଏ ଏତିକି ନୁହେଁ ଅନେକଥର ସ୍ପିଡ୍ ବେଶି ହେବା କାରଣରୁ ଏକ୍ସଡେଣ୍ଟର ଚାନ୍ସ ମଧ୍ୟ ବହୁତ ମାତ୍ରା ପର୍ଯ୍ୟନ୍ତ ବଢ଼ିଯାଏ ଏବଂ ବହୁତ ଲୋକ ଏହାର ଶି-କା-ର ମଦ୍ଧ ହୁଅନ୍ତି | ବର୍ତ୍ତମାନ ଏମିତିରେ ଗୁଗୁଲ୍ ସ୍ପିଡ୍ ଲିମିଟ ୱାରନିଙ୍ଗ ଫିଚର ଆପଣଙ୍କଙ୍କୁ ସାହାଯ୍ୟ କରିପାରେ | ଏହି ଫିଚର ମାଧ୍ୟମରେ ଗୁଗୁଲ ଆପଣଙ୍କ ଗାଡିର ସ୍ପିଡ୍ ଲିମିଟ ପାର କରିଦେବ ଏହା ଆପଣଙ୍କୁ ସତର୍କ କରେଇଦେବ | ଯେଉଁଥିରେ ଏକ୍ସିଡେଣ୍ଟ ସାଥିରେ ହିଁ ଚା-ଲା-ଣ କା-ଟି-ବାରୁ ବଞ୍ଜେଇପାରେ |

ଗୁଗୁଲ୍ ମ୍ୟାପ୍ସରେ କିପରି ଆକ୍ଟିଭେଟ କରିବେ ସ୍ପିଡ୍ ଲିମିଟ ୱାନିଙ୍ଗ ଫିଚର :-

ଯାହା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କ ସ୍ମାର୍ଟଫୋନେରେ Google Maps ଆପ୍ ଓପନ କରିବାକୁ ହେବ ଆଉ ଏହା ପରେ ଡାହାଣ ପଟେ ଉପସ୍ଥିତ ଥିବା ପ୍ରୋଫାଇଲ ଅପସନ ରେ କ୍ଲିକ୍ କରିବାକୁ ହେବ | ଏହା ପରେ ସେଟିଂକୁ ଯାଆନ୍ତୁ ଏବଂ ନାଭିଗେସନ୍ ସେଟିଂ ଉପରେ ଟ୍ୟାପ୍ କରନ୍ତୁ | ଏହା ପାରେ ପୁନି ସ୍ପିଡ୍ ଲିମିଟ ସେଟିଂ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ | ଏହା ପରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଡ୍ରାଇଭିଂ ଅପ୍ସନ୍ କୁ ଯାଆନ୍ତୁ | ଯେଉଁଠାରେ ଆପଣଙ୍କୁ ସ୍ପିଡ୍ ଲିମିଟଏବଂ ସ୍ପିଡୋମିଟର ଅପ୍ସନ୍ ଟର୍ନ୍ ଅନ୍ କରିଦିଅନ୍ତୁ |

ଏହା ପରେ ଗୁଗୁଲ୍ ମ୍ୟାପ୍ସର ହୋମସ୍କ୍ରିନକୁ ଯାଆନ୍ତୁ ଏବଂ ସ୍ପିଡ୍ ଲିମିଟ ଅତିକ୍ରମ କରିବା ମାତ୍ରେ ଏଠାରେ ଆପଣ ଏକ ନୋଟିଫିକେସନ ମିଳିଯିବ |

Leave a Reply

Your email address will not be published. Required fields are marked *