ରହସ୍ୟମୟ ଚକୋଲେଟ ନେଇଗଲା ଗୋଟିଏ ପରିବାରର 4 ପିଲାର ଜୀବନ, CM ଯୋଗୀ ଦେଲେ ଯାଞ୍ଜ ନି-ର୍ଦ୍ଦେ-ଶ

ପିଲାଦିନରୁ ବାପା ମାଆ ଆମକୁ ଶିଖେଇଥାନ୍ତି ଯେ “କୌଣସି ଅଜଣା ଅଶୁଣା ବ୍ୟକ୍ତି ଯଦି କିଛି ଖାଇବାକୁ ଦେବେ ତ ନେବ ନାହିଁ”| କିନ୍ତୁ କଣ ବା ହେବ ଯେତେବେଳେ ଘରର ବଡ଼ ଲୋକ ହିଁ ଛୋଟ ପିଲାଙ୍କୁ ଅଜଣା ଲୋକଙ୍କ ଜିନିଷ ଖାଇବାକୁ ଦେଇଦେବେ ତ | ଉତ୍ତରପ୍ରଦେଶର କୁଶୀନଗର ରେ ରହସ୍ୟମୟୀ ଚକୋଲେଟ୍ ର ବଡ଼ ଆଶ୍ଚର୍ଯ୍ୟ କରିଦେବା ଭଳି ମା-ମ-ଲା ସାମ୍ନାକୁ ଆସିଛି | ଏଠାରେ ଏକ ମହିଳାଙ୍କୁ ନିଜ ନାତି ମାନଙ୍କୁ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ଚକୋଲେଟ ଦେବା ବହୁତ ମହ-ଙ୍ଗା ପଡିଗଲା | ଯେତେବେଳେ ପିଲାମାନେ ଏହି ଚକୋଲେଟକୁ ଖାଇଲେ ସେତେବେଳେ ତାଙ୍କର ମୃ-ତ୍ୟୁ ହୋଇଗଲା |

ରହସ୍ୟମୟ ଚକୋଲେଟ ପାଇଁ 4 ପିଲାଙ୍କ ମୃ-ତ୍ୟୁ :-

ପ୍ରକୃତରେ ଏହି ପୁରା ମା-ମ-ଲା କୁଶୀନଗରର କସୟା ଥାନାର କୁଡ଼ବା ଓ-ର-ଫ ଦିଲୀପନଗର ର ଲଠଉର ଟେଲେ ର ଅଟେ | ଏହିଠାରେ ଏହି ସମୟରେ ଭୟ ଖେଳି ରାହିଛି ଯେତେବେଳେ ଫିଙ୍ଗା ଯାଇଥିବା ଚକୋଲେଟ ଖାଇ ଚାରି ପିଲାଙ୍କର ମୃ-ତ୍ୟୁ ହୋଇଗଲା | ଏହି ଚକୋଲେଟ ଗୁଡିକ ମୁଖିୟା ଦେବୀ ସକାଳେ ସଫେଇ କରୁଥିବା ସମୟରେ ଏକ ପଲିଥିନରେ ପାଇଥିଲେ | ଏଥିରେ 5 ଟି ଚକୋଲେଟ ଏବଂ 9 ଟଙ୍କା ଥିଲା | ମୁଖିୟା ଦେବୀ ଏହି 3 ଟି ଟୋଫି ତାଙ୍କ ନାତିମାନଙ୍କୁ ଦେଇଥିବାବେଳେ ଚତୁର୍ଥଟି ପଡୋଶୀଙ୍କ ପିଲାଙ୍କୁ ଦେଇ ଦେଇଥିଲେ |

ଚକୋଲେଟ ଗୁଡିକ ଖାଇବା ପରେ ପିଲାମାନେ ଖେଳିବାକୁ ଗଲେ | ସେ କିଛି ଦୂରରେ ଆଗକୁ ଯାଇ ହିଁ ଥିଲେ କି ବିହୋସ ହୋଇ ପଡିଗଲେ | ଗ୍ରାମବାସୀ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଡାକ୍ତରମାନେ ଚାରିଜଣଙ୍କୁ ମୃ-ତ ଘୋଷଣା କରିଦେଲେ | ସମସ୍ତ ପିଲା ବୟସ 2 ରୁ 6 ବର୍ଷ ମଧ୍ୟରେ ଥିଲା | ମୃ-ତ ଶିଶୁମାନେ ମଞ୍ଜନା (ପାଞ୍ଜ),ସ୍ବୀଟି (ତିନି) ଏବଂ ସମର (୨) ବୋଲି ଜଣାପଡିଛି | ଏହି ତିନିଜଣ ଭାଇଭଉଣୀ ଥିଲେ | ଏହି ସମୟରେ ଚତୁର୍ଥ ସନ୍ତାନ ଅରୁଣ (ପାଞ୍ଚ) ପଡୋଶୀରେ ରହୁଥିବା ପିତାମାତାଙ୍କ ଏକମାତ୍ର ପୁଅ ଥିଲା |

ଜରି ଉପରେ ବସିଥିବା ମଝି ମାନେ ମାଧ୍ୟ ମ-ରିଗଲେ :-

ଗ୍ରାମବାସୀଙ୍କ ଅନୁଯାୟୀ ଚକୋଲେଟ ଜରି ଉପରେ ବସିଥିବା ମାଛିମାନଙ୍କର ମଧ୍ୟ ମୃ-ତ୍ୟୁ ହୋଇଛି | ସେ ଏକ ଟଫି ସେଭ ରଖିଛନ୍ତି | ଉପଜିଲ୍ଲାଧିକାରୀ ବରୁଣ କୁମାର ପାଣ୍ଡେଙ୍କ ଅନୁଯାୟୀ ବଂଜିଥିବା ଏହି ଚକୋଲେଟକୁ ଯାଞ୍ଚ ପାଇଁ ପଠାଯିବ | ବର୍ତ୍ତମାନ ପୋ-ଲି-ସ ଏହି ଘଟ-ଣାର ତ-ଦ-ନ୍ତ କରୁଛି।

ଏଥିସହିତ ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟ-ଣାର ସଜ୍ଞାନ ଗ୍ରହଣ କରିଛନ୍ତି।ରାଜ୍ୟ ସରକାରଙ୍କ ଜଣେ ପ୍ରବକ୍ତାଙ୍କ ଅନୁଯାୟୀ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟ-ଣାରେ ଦୁଃ-ଖ ପ୍ରକାଶ କରିଛନ୍ତି। ଏଥିସହ ପୀ-ଡି-ତଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇବାକୁ କହିଛନ୍ତି |

ଏହି ଘଟ-ଣାରୁ ଆପଣ ମାଧ୍ୟ ଶିକ୍ଷା ଗ୍ରହଣ କରନ୍ତୁ | ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦିଅନ୍ତୁ ଯେ ସେମାନେ କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଜିନିଷ ଖାଇବା ଉଚିତ୍ ନୁହେଁ | ଯଦି ଆପଣଙ୍କୁ ରାସ୍ତାରେ କିଛି ଖାଇବାକୁ ମିଳେ ତେବେ ତାହାକୁ ମଧ୍ୟ ଉଠାନ୍ତୁ ନାହିଁ | ଏହାକୁ ଘରର ବୃଦ୍ଧ ଲୋକମାନଙ୍କୁ ମାଧ୍ୟ ଜାଣନ୍ତୁ |

Leave a Reply

Your email address will not be published. Required fields are marked *