କାଚ ଗ୍ଲାସ୍ ମହିଳାଙ୍କ ବ୍ୟକ୍ତିଗତ ଅଂଶରେ ୪ ବର୍ଷ ଧରି ଫସି ଥିଲା, ଡାକ୍ତରମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହେଇଗଲେ।

ଆପଣ ଅନେକ ଅଜବ ମାମଲା ବିଷୟରେ ଶୁଣିଥିବେ, ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଜଣେ ମହିଳାଙ୍କ ବ୍ୟକ୍ତିଗତ ଅଂଶରେ ଏକ କାଚ ଗ୍ଲାସ ପଶିଯାଇ ଥିବାର ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହେଇଗଲେ।

ଗ୍ଲାସ ବାହାର କରାଗଲା। ଟ୍ୟୁନିସିଆର ଜଣେ ୪୫ ବର୍ଷ ବୟସ ର ମହିଳା ସର୍ବଦା ତାଙ୍କ ବ୍ୟକ୍ତିଗତ ଅଂଶରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହି କାରଣରୁ ମହିଳାଙ୍କୁ ବାରମ୍ବାର ପରିସ୍ରା କରିବାକୁ ପଡିଲା। ଏହି ଯନ୍ତ୍ରଣା ଗତ ୪ ବର୍ଷ ମଧ୍ୟରେ ବଢ଼ିବାରେ ଲାଗିଲା। ଏହା ପରେ ମହିଳା ଚେକ-ଅପ୍ ପାଇଁ ଡାକ୍ତରଙ୍କ ନିକଟକୁ ଗଲେ। ଏହା ପରେ ଡାକ୍ତର କହିଲେ ଏହା ଏକ ସାଧାରଣ ସଂକ୍ରମଣ ରୋଗ ନୁହେଁ।

ମହିଳାଙ୍କ ଶରୀରରେ ୫ ସେମି ଲମ୍ବା ଏକ ଷ୍ଟୋନ ଅଛି ବୋଲି ଡାକ୍ତର କହିଛନ୍ତି। ମହିଳାଙ୍କ ଦେହରେ ଏତେ ଲମ୍ବା ପଥର ଥିବା ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ମହିଳାଙ୍କ ବ୍ୟକ୍ତିଗତ ଅଂଶରେ ଅପରେସନ୍ କରି ଏହି ପଥର ବାହାର କରାଯାଇଥିଲା। ପଥର ବାହାରିବା ବେଳେ ଡାକ୍ତରମାନେ କାଚ ଗ୍ଲାସ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଟ୍ୟୁନିସିଆର ସଫ୍ୟାକ୍ସ ସିଟିର ହବିବ ବର୍ଗଗୁଏବା ବିଶ୍ୱବିଦ୍ୟାଳୟ ହସପିଟାଲରୁ ଏହି ଘଟଣା ସାମ୍ନାକୁ ଆସିଛ।

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ବ୍ଲାଡରରେ ୮ ସେମିର ପଥର ଥିଲା, ଯାହା ଭିତରେ ଗୋଟେ କାଚ ଗ୍ଲାସ୍ ଥିଲା। ଏହା ମହିଳାଙ୍କ ବ୍ୟକ୍ତିଗତ ଅଂଶରେ ପ୍ରବେଶ କରି ବ୍ଲାଡରରେ ପହପହଞ୍ଚିଥିଲ। ଏହା ପରେ ମହିଳା ଜଣକ କହିଥିଲେ ଯେ କିଛି ବର୍ଷ ପୂର୍ବେ ତାଙ୍କ ସହ ଯୌ-ନ ଉତ୍ପୀ-ଡ଼ନ ଘଟଣା ଘଟିଥିଲା। ମହିଳା ଜଣକ ସନ୍ଦେହ କରିଥିଲେ ଯେ ଏହା ହୁଏତ ତାଙ୍କ ଶରୀ-ରରେ ଭର୍ତ୍ତି କାଯାଇଥିବ। ତେବେ ମହିଳା ଏହି ଦାବିକୁ ନିଶ୍ଚିତ କରିନାହାଁନ୍ତି। ଖୋଲା ଅସ୍ତ୍ରୋ-ପଚାର ମାଧ୍ୟମରେ ଡାକ୍ତରମାନେ ମହିଳାଙ୍କ ଶରୀରରୁ କାଚ ଗ୍ଲାସ୍ ବାହାର କରିଛନ୍ତି।

Leave a Reply

Your email address will not be published. Required fields are marked *