ଦୋଳ ପୂର୍ଣ୍ଣିମା (୧୮ମାର୍ଚ୍ଚ) ଏହି ୫ଟି ରାଶିରେ ଭୟଙ୍କର ଘଟଣା। ଆପଣଙ୍କ ରାଶି ଅଛିକି?

ବନ୍ଧୁମାନେ ଏହି ବର୍ଷ ୨୦୨୨ରେ ହୋଲି ପର୍ବ ୧୮ମାର୍ଚ୍ଚ ଶୁକ୍ରବାର ଦିନ ପଡୁଅଛି ପବିତ୍ର ଦୋଳ ପୂର୍ଣ୍ଣିମା। ଦୋଳ ଯାତ୍ରା ହେଉଛି ହିନ୍ଦୁ ମାନଙ୍କର ଗୋଟିଏ ବଡ଼ ପର୍ବ ଅଟେ। ଦୋଳି ବା ଝୁଲଣ ବେଢାରେ ରାଧା କୃଷ୍ଣଙ୍କୁ ଝୁଲେଇ ନଗର ପରିକ୍ରମା କରାଯାଏ। ଏହାର ନାମ ଦୋଳ ଯାତ୍ରା ଯାହା ଫାଲଗୁନ ମାସ ଦଶମୀ ଠାରୁ ଏହା ଆରମ୍ଭ ହୋଇ 3ହ ପୂର୍ଣ୍ଣମୀ ଅବା ହୋଲି ପର୍ବରେ ଶେଷ ହୋଇଥାଏ।

ଫଗୁଦଶମୀ ଦିନ ମନ୍ଦିରରେ ଥିବା ରାଧା କୃଷ୍ଣଙ୍କୁ ଅବିର ଲଗେଇ ବେଶ କରାଇ ବସା ଯାଇଥାଏ। ଏହାସହ ନା ନା ଜାତିର ଫୁଲ ଆଦି ସଜା ଯାଇଥାଏ। ଠାକୁରଙ୍କ ଦୋଳ ବେଦୀକୁ ଗଉଡ ପିଲା ମାନେ କାନ୍ଧରେ କନ୍ଧେଇ ଘଣ୍ଟ ଘଣ୍ଟା ହୁଳହୁଳି ସହିତ ଘରକୁ ଘର ବୁଲେଇ ଥାଆନ୍ତି।

ଦୋଳ ପୂର୍ଣ୍ଣିମା ପରଦିନ ରଙ୍ଗର ପର୍ବ ବୋଲି ପର୍ବ ହୋଇଥାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ହୋଲି ଖେଳରେ ମଜି ଯାଆନ୍ତି। ଏହିଦିନ କିଛି ଭଲ ଯୋଗ ବନୁ ଅଛି। ଯାହାର କାରଣରୁ ଏହି ରାଶି ମାନଙ୍କର ଯୋଗ ବହୁତ୍ ଭଲ ବନୁ ଅଛି। ଏହିଥର ଏକା ବେଳକେ ମକର ରାଶିରେ ବୁଧ,ଶୁକ୍ର,ମଙ୍ଗଳ ଏବଂ ସନିଙ୍କର ରୀତି ବନୁଅଛି। ଯାହାର କାରଣରୁ ଏହି ଥର ଦୋଳ ପୂର୍ଣ୍ଣିମା ଆହୁରି ଖାସ୍ ଵନୁଅଛି। ଏହି ୫ଟି ରାଶିର ଭାଗ୍ୟ ଏହି ଦୋଳ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଅଛି।

ଏହି ଦୋଳ ପୂର୍ଣ୍ଣିମା ସର୍ବ ସିଦ୍ଧି ଯୋଗ ଏବଂ ଅମୃତ ଯୋଗ ନେଇ ଆସିଛି। ଏହା ସହ କେତେ ସାରା ଯୋଗ ମଧ୍ୟ ବନୁ ଅଛି। ଏହି ଦୋଳ ପୂର୍ଣ୍ଣିମା ଶୁକ୍ରବାରରେ ପଡ଼ିବାକୁ ଯାଉଅଛି। ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ଏହି ୫ଟି ରାଶି ମାନଙ୍କ ଭିତରେ ଧନ ଲାଭର ଯୋଗ ଵନୁଅଛି। ଏହି ଦିନ ଶନି, ବୁଦ୍ଧ, ଶୁକ୍ର, ମଙ୍ଗଳ ଗୋଟିଏ ରାଶି ମକର ରାଶିରେ ରହିବେ।

ଏହି ରାଶି ମାନେ ନିଜ ଜୀବନରେ ଦୁଇ ଗୁଣା ଉନ୍ନତି କରିବେ। ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ କଣ ପରିବର୍ତନ ଦେଖିବାକୁ ମିଳିବ।

୧. ବୃଷ ରାଶି –

ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଉପରେ ପଡ଼ିବାକୁ ଯାଉଅଛି। ଆପଣ ଧନ ପ୍ରାପ୍ତି କରିବେ ଓ ଆୟରେ ବହୁ ବୃଦ୍ଧି ଘଟିବ। ଧନରେ ମାଲା ମାଲ ହେବାରୁ କେହି ଆପଣଙ୍କୁ ବାଧା ଦେବେ ନାହିଁ। ବ୍ୟାପାରରୁ ଦୁଇ ଗୁଣା ଧନ ଲାଭ ହେବାକୁ ଯାଉଛି। ଚାକିରି କ୍ଷେତ୍ରରେ ବୃଦ୍ଧି ଦେଖିବାକୁ ମିଳିବ। ସେଇ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନ ବେଶ୍ ଖୁସିରେ କଟିବ। ବିବାହ ଯୋଗ ମଧ୍ୟ ବନୂ ଅଛି।

୨. କନ୍ୟା ରାଶି –

ଶ୍ରୀକୃଷ୍ଣଙ୍କ କୃପାରୁ ଆପଣ ଦୋଳ ପୂର୍ଣ୍ଣିମା ଠାରୁ ମାଲାମାଲ୍ ହେବେ। ବ୍ୟାପାର ଏବଂ ଚାକିରି କ୍ଷେତ୍ରରେ ବୃଦ୍ଧି ଦେଖିବାକୁ ମିଳିବ। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ ବହୁ ଧନ ଲାଭ ହେବାକୁ ଯାଉଅଛି। ପୁରୁଣା କାର୍ଯ୍ୟର ଶେଷ ହୋଇଯିବ। ଯାହାବି ସମସ୍ୟା ପରିବାରରେ ଦୂରେଇ ଯାଇ ଖୁସି ଦେଖିବାକୁ ମିଳିବ। ଆପଣଙ୍କୁ ଧନ ପ୍ରାପ୍ତ ହେବ ଏବଂ ବଡ଼ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ।

୩. ସିଂହ ରାଶି –

ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକିବାକୁ ଯାଉଅଛି। ଦୋଳ ପୂର୍ଣ୍ଣିମା ଦିନ ଠାରୁ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଅଧା କାର୍ଯ୍ୟ ପୁରଣ କରିବା ପାଇଁ ଆପଣ ପ୍ରୟାସ କରିବେ। ଆପଣଙ୍କୁ ଲାଭ ମିଳିପାରେ ଏବଂ ଜମି ବାଡି ମାମଲାରେ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ।

୪. ତୁଳା ରାଶି –

ଆପଣଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ବର୍ଶିବାକୁ ଯାଉଅଛି। ଅନେକ ଜାଗାରୁ ଆପଣଙ୍କୁ ଲାଭ ଦେଖିବାକୁ ମିଳିବ ଓ ବ୍ୟାପାର କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଘର ପରିବାରରେ ସକାରାତ୍ମକ ଭାବ ଦେଖିବାକୁ ମିଳିବ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିପାରେ। ନୂଆ ଘର,ଜମି, ଜାଗା, ବାଡ଼ି କିଣି ପାରନ୍ତି।

୫. କୁମ୍ଭରାଶି –

ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଲାଭ ଦେଖିବାକୁ ମିଳିବ। ଆୟରେ ବୃଦ୍ଧି ଦେଖିବାକୁ ମିଳିବ ଓ ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତି ହେବ। ବ୍ୟାଙ୍କ ଲୋନ ମଞ୍ଜୁରୀ ହେଇଯିବ। ପ୍ରଭୁଙ୍କ କୃପାରୁ ଆପଣଙ୍କ ଘରେ ଖୁସି ଦେଖିବାକୁ ମିଳିବ। ଘରେ ଶ୍ରମିକ କାର୍ଯ୍ୟ ଅବା ଶୁଭ ମଙ୍ଗଳ କାର୍ଯ୍ୟ ଦେଖିବାକୁ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ବନୁ ଅଛି। ଏହାଥିଲା ୫ଟି ରାଶିର ଭାଗ୍ୟ ଯାହା ବଦଳିବାକୁ ଯାଉଅଛି।

Leave a Reply

Your email address will not be published. Required fields are marked *