ସୁହାଗରାତି ମନେଇବା ପାଇଁ ପହଞ୍ଚିଥିବା ସ୍ବାମୀଙ୍କୁ ନବ ବିବାହିତା ସ୍ତ୍ରୀ ଜଣେଇଲେ ଏମିତି ବଡ଼ ସତ୍ୟ, ବର୍ତ୍ତମାନ ଲଗାଉଛନ୍ତି ଥାନାରେ ଚକର…

ରାଜସ୍ଥାନରୁ ଗୋଟିଏ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ପରିବାରର ଇଚ୍ଛାରେ ପୁଅ ଏବଂ ଝିଅଙ୍କର ବାହାଘର ହୋଇଥିଲା। ବାହାଘରର ସମସ୍ତ ବିଧିବିଧାନ ମଧ୍ୟ ପାଳନ କରା ଯାଇଥିଲା। ବର ମଧ୍ୟ ଭଲ ଭବିଷ୍ୟତର ସ୍ବପ୍ନ ଦେଖୁଥିଲେ। ବାହାଘର ପରେ ସୁହାଗରାତି ମନେଇବା ପାଇଁ ମଧ୍ୟ ସେ ଏହି ସ୍ବପ୍ନକୁ ନେଇ ଯାଇଥିଲେ। ଯେତେବେଳେ ସେ କଠୋରୀରେ ପହଞ୍ଚିଥିଲେ ତ ନବ ବିବାହିତା କନିଆଁ ତାଙ୍କୁ ଏମିତି ସତ୍ୟ ଜଣାଇ ଦେଇଥିଲେ ଯାହା ବିଷୟରେ ଜାଣି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା।

ଜୟପୁରର ଅଟେ ଘଟଣା

ରାଜସ୍ଥାନର ଜୟପୁରରୁ ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୭ ନଭେମ୍ବର ବର୍ଷ ୨୦୨୧ରେ ପୁଅ-ଝିଅ ଦୁଇଜଣଙ୍କର ବାହାଘର ହୋଇଥିଲା। ଦୁଇଜଣଙ୍କ ବାହାଘର ପରିବାର ଲୋକଙ୍କ ସ୍ବୀକୃତିରେ ହିଁ ହୋଇଥିଲା। ସମସ୍ତ ବିଧିବିଧାନ ମଧ୍ୟ ପାଳନ କରା ଯାଇଥିଲା। ସେଠାରେ ଯେତେବେଳେ ବାହାଘର ପରେ ସୁହାଗରାତି ଦିନ ବର ନିଜ ନବବିବାହିତା କନିଆଁଙ୍କ ପାଖରେ ପହଞ୍ଚିଥିଲେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

କନିଆଁ ତାଙ୍କୁ ନିଜ ପାଖକୁ ହିଁ ଆସିବା ପାଇଁ ଦେଇ ନଥିଲେ। ଯେତେବେଳେ ସେ ପାଖକୁ ଯିବା ପାଇଁ ଚେଷ୍ଟା କରିବାକୁ ଲାଗିଥିଲେ ତ କନିଆଁ ଗେଟଆଉଟ କହି ତାଙ୍କୁ କୋଠରୀରୁ ବାହାରି ଯିବାପାଇଁ କହିଥିଲେ। ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବର କିଛି ବୁଝି ପାରିନଥିଲେ କି ଏହା ତାଙ୍କ ସହିତ କଣ ହେଉଛି। ଯେତେବେଳେ ସେ କନିଆଁଙ୍କ ରାଗର କାରଣ ପଚାରିଲେ, ସେତେବେଳେ ସେ ଅସଲି ରହସ୍ୟ ଖୋଲିଥିଲେ।

କହିଲେ- ମୁଁ ଅନ୍ୟ କାହାର ସମ୍ପତ୍ତି

କନିଆଁ ଯେତେବେଳେ ବରଙ୍କୁ ଅସଲି ସତ ବିଷୟରେ ଜଣାଇଥିଲେ ତ ବର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କନିଆଁ କହିଥିଲେ କି ସେ ଅଶୋକ ନାମକ ଯୁବକଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କ ସହିତ ହିଁ ରହିବା ପାଇଁ ଚାହୁଁଛନ୍ତି। ବର ବାହା ହେବାର କାରଣ ପଚାରିଥିଲେ ତ କହିଥିଲେ କି ଘରଲୋକ ଜବରଦସ୍ତି ତାଙ୍କ ବାହାଘର କରି ଦେଇଛନ୍ତି କିନ୍ତୁ ମୁଁ ତୁମ ସହିତ ନୁହେଁ, ଅଶୋକଙ୍କ ସହିତ ନିଜ ଜୀବନ ବିତେଇବା ପାଇଁ ଚାହୁଁଛି।

ସେଠାରେ ଅନ୍ୟ ପକ୍ଷରେ ଯେତେବେଳେ ବର ଏହି ବିଷୟରେ ଝିଅ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ତ ସେଠାରୁ ମଧ୍ୟ ତାଙ୍କୁ ଅପମାନ ହିଁ ମିଳିଥିଲା। ଝିଅ ଜଣଙ୍କ ପରିବାର ଲୋକେ ଝିଅ ଜଣଙ୍କୁ ବୁଝାଇବା ପରିବର୍ତ୍ତେ ବରଙ୍କୁ ହିଁ ଗାଳି କରିଥିଲେ। ହରମାଡା ଥାନା ଅଞ୍ଚଳର ବଢାରଣା ରୋଡ ସ୍ଥିତ ପଞ୍ଚ କଲୋନୀରେ ରହୁଥିବା ବର ଏହାପରେ ପ୍ରେମୀ ଅଶୋକଙ୍କୁ ମଧ୍ୟ ବୁଝାଇଥିଲେ।

ପ୍ରେମୀ ଦେଇଥିଲେ ଜୀବନରୁ ମାରି ଦେବାପାଇଁ ଧମକ

ପ୍ରେମୀ ଅଶୋକଙ୍କୁ ମଧ୍ୟ ପିଡିତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ।ସେ ଅଶୋକଙ୍କୁ ସ୍ତ୍ରୀଙ୍କ ଠାରୁ ଦୂରେଇ ରହିବା ପାଇଁ କହିଥିଲେ ତ ଓଲଟା ଅଶୋକ ପିଡିତଙ୍କୁ ହିଁ ଜୀବନରୁ ମାରିବା ପାଇଁ ଧମକ ଦେବାପାଇଁ ଲାଗିଥିଲେ।ଅଶୋକ ତାଙ୍କୁ ନିଜ ପ୍ରେମୀକାଙ୍କ ଠାରୁ ଦୂରେଇ ରହିବା ଏବଂ ତାଙ୍କ ସହିତ କୈାଣସି ବି ପ୍ରକାରର ସମ୍ବନ୍ଧ ବନେଇବା ପାଇଁ ଧମକ ଦେଇଥିଲେ। ସେଠାରେ ସେ ଲଗାତର ନିଜ ସ୍ତ୍ରୀଙ୍କୁ ମଧ୍ୟ ବୁଝାଇବାରେ ଲାଗିଛନ୍ତି କିନ୍ତୁ ସେ ଶୁଣୁ ହିଁ ନାହାଁନ୍ତି।

ଅନ୍ୟ ପକ୍ଷରେ ସ୍ତ୍ରୀ ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସେଇବା ପାଇଁ ଧମକ ମଧ୍ୟ ଦେଇଥିଲେ।ଏହି କାରଣରୁ ସେ ବର୍ତ୍ତମାନ ପୋଲିସ ଥାନାରେ ଚକର କାଟିବାରେ ଲାଗିଛନ୍ତି।ସେ ବିଶ୍ଵକର୍ମା ଥାନାରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମୀଙ୍କ ବିରୁଦ୍ଧରେ ରିପୋର୍ଟ ଜମା କରିଛନ୍ତି। ତାଙ୍କର ଆରୋପ ହେଉଛି କି ପ୍ରେମୀ କେବେବି ତାଙ୍କୁ ଜୀବନରୁ ମାରିପାରନ୍ତି। ସେଠାରେ ପୋଲିସ ପୂରା ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *