ନବମ ଶ୍ରେଣୀ ଛାତ୍ରୀର ଜଙ୍ଗଲ ଭିତରେ କାରନାମା ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ , ଭାଇରଲ ହେଲା ଭିଡ଼ିଓ :- ଦେଖନ୍ତୁ ଭିଡିଓ

ଆଜିକାଲି କାଗଜ କଲମ ଠାରୁ ସୋସିଆଲ ମିଡିଆ ଅଧିକ ଶକ୍ତିଶାଳୀ କହିଲେ ଚଳେ । କାରଣ କୌଣସି କୋଣ ଅନୁକୋଣ ରେ ଯେଉଁ ଛୋଟ ବଡ଼ ଘଟଣା ଘଟୁ ନା କାହିଁକି ତାହା ସୋସିଆଲ ମିଡିଆରେ ଅଳ୍ପ କେତେ ସମୟ ମଧ୍ୟରେ ଭାଇରଲ ହୋଇଯାଏ । ସମୟ ସମୟରେ କେତେବେଳେ ଅନେକ ଖରାପ ଘଟଣା ସେଥିରେ ଭାଇରଲ ହୋଇଥାଏ ତ ଆଉ କେତେବେଳେ ଭଲ ଖବର ମଧ୍ୟ ଭାଇରଲ ହୋଇଥାଏ । ତେଣୁ ଏହା ଏକ ସାଧାରଣ କଥା ହୋଇ ଗଲାଣି । କିନ୍ତୁ ଯେତେବେଳେ ଟେକ୍ନୋଲୋଜି ର ଉନ୍ନତି ଦୁନିଆରେ ହୋଇ ଚାଲିଛି ଲୋକଙ୍କ ପ୍ରବୃତ୍ତି ସେତେ ଖରାପ ହେବାରେ ଲାଗିଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ବର୍ତ୍ତମାନ ସମୟରେ ଏକ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଏହି ଭିଡ଼ିଓଟି ସାରା ଓଡ଼ିଶା ରେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏହା ଖୁବ ସାଧାରଣ ଯେ କେହି କାହାକୁ ପ୍ରେମ କରୁଛନ୍ତି । କିନ୍ତୁ ସବୁ କଥାରେ ଅଧିକ ଆଗଭର ହେବା ବି ଉଚିତ ନୁହେଁ । ପ୍ରେମର ଅର୍ଥ ବୁଝି ହିଁ ପ୍ରେମ କରିବା ଉଚିତ । କିନ୍ତୁ ଆଜିକାଲିକା ଯୁବ ସମାଜ ଏହାର ଭିନ୍ନ ଅର୍ଥ ବାହାର କରୁଛନ୍ତି । ଏମିତିକି ସାଧାରଣ ସ୍କୁଲ ପିଲା ବି ସମୟ ସମୟରେ ପ୍ରେମ ନାମରେ ଏପରି କାରନାମା କରି ଯାଉଛନ୍ତି ଯାହା ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ ।

ଏହି ଭାଇରଲ ଭିଡ଼ିଓ ମଧ୍ୟ ଠିକ ସେହିପରି । ତେବେ ଭିଡ଼ିଓ ରେ ଦେଖି ପାରୁଥିବା ଭଳି ଜଣେ ସ୍କୁଲ ଛାତ୍ରୀ ଅନ୍ୟ ଜଣେ ଯୁବକ ସହିତ ଜଙ୍ଗଲରେ ରାସଲୀଳା କରୁଥିବାର । ଏପରି ଏକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କୁ ଧରି ନେଇଛନ୍ତି ।ସେମାନଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି । ଯେଉଁଥିରୁ ଏହା ଜାଣିବାକୁ ପାଇଛନ୍ତି ଯେ ଝିଅଟି ନବମ ଶ୍ରେଣୀର ଛାତ୍ରୀ । କିଛି ଲୋକ ଏହାର ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକି ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ଏହା ଦେଖି ହୃଦୟଙ୍ଗମ କରି ପାରୁଥିବେ ଯେ ସମାଜ କିପରି ଭାବରେ କଳୁଷିତ ହୋଇ ରହିଛି ।

Leave a Reply

Your email address will not be published. Required fields are marked *