ଡାକ୍ତର କରିଦେଲେ କମାଲ! ଦୁନିଆର ପ୍ରଥମ ମନୁଷ୍ୟ ଠାରେ ଲଗାଇଲେ ଅନ୍ୟ ଜଣେ ପୁରୁଷଙ୍କ ପ୍ରାଇ-ଭେଟ ପା-ର୍ଟ

ସୋସିଆଲ ମିଡ଼ିଆ ଗୋଟିଏ ଏମିତି ପ୍ଲାଟଫର୍ମ ଅଟେ, ଯେଉଁଠାରେ ପ୍ରତିଦିନ ହିଁ କୈାଣସି ନାଁ କୈାଣସି ନୂଆ ନୂଆ ଖବର ଦେଖିବା ଏବଂ ଶୁଣିବା ପାଇଁ ମିଳିଥାଏ। ଏହି ଖବର ମାନଙ୍କ ମଧ୍ୟରୁ କିଛି ଖବର ଏମିତି ଥାଏ, ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏହା ମଧ୍ୟରେ ସୋସିଆଲ ମିଡିଆରେ ସାଉଥ ଆଫ୍ରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ବହୁତ ଚର୍ଚ୍ଚା ହେଉଛି।

ବାସ୍ତବରେ,ସାଉଥ ଆଫ୍ରିକାର ଏହି ବ୍ୟକ୍ତି ଜଣଙ୍କ ନିଜର ହିଁ ଅଣଦେଖା କାରଣରୁ ନିଜେ ନିଜକୁ କ୍ଷତି ପହଞ୍ଚେଇ ଦେଇଛନ୍ତି। ଆଜ୍ଞା ହଁ, ସେ ଅଣଦେଖା କାରଣରୁ ନପୁଂସକ ହୋଇ ଯାଇଥିଲେ କିନ୍ତୁ ଏହାପରେ ଡାକ୍ତରଙ୍କ ଟିମ ମଧ୍ୟ ଜଣେ ମରି ଯାଇଥିବା ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟ ଏହି ବ୍ୟକ୍ତି ଜଣଙ୍କ ଶରୀରରେ ଲଗାଇ ଦେଇଛନ୍ତି। ଯିଏ ମଧ୍ୟ ଏହି ପୂରା ଘଟଣା ବିଷୟରେ ଜାଣୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ତାହେଲେ ଚାଲନ୍ତୁ ଜଣିବା ପରିଶେଷରେ ପୂରା ଘଟଣା କ’ଣ ଅଟେ।

ଯେମିତି କି ଆମେ ସମସ୍ତେ ଜାଣିଛେ ସମୟ ସହିତ ମେଡିକାଲ ଜଗତ ମଧ୍ୟ ଲଗାତର ଉନ୍ନତି କରୁଛି। ପୂର୍ବ ସମୟରେ ଯଦି କାହାର କୈାଣସି କ୍ଷତ କିମ୍ବା ରୋଗ ହୋଇ ଯାଉଥିଲା ତ ତାହା ବହୁତ ବଡ଼ ଲାଗୁଥିଲା କିନ୍ତୁ ଆଜିକାଲି ମେଡିକାଲ ଏତେ ଉନ୍ନତି କରି ସାରିଛି, ବର୍ତ୍ତମାନ ବଡରୁ ବଡ଼ ରୋଗର ମଧ୍ୟ ଚିକିତ୍ସା କରାଯାଇ ପାରିବ। ଏହା ମଧ୍ୟରେ ଆମେ ଆପଣଙ୍କୁ ସାଉଥ ଆଫ୍ରିକାର ଯେଉଁ ବ୍ୟକ୍ତିଙ୍କ ବିଷୟରେ ଜଣାଇବା ପାଇଁ ଯାଉଛୁ ଏହି ଘଟଣା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ମିଡ଼ିଆ ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣଙ୍କ ବୟସ ୨୧ବର୍ଷ ଅଟେ କିନ୍ତୁ ଏହି ରୋଗୀ ଜଣଙ୍କ ପରିଚୟ ଲୁଚା ଯାଇଛି। ଏହି ବ୍ୟକ୍ତି ଜଣଙ୍କ ନିଜ ଅଣଦେଖା କାରଣରୁ ନପୁଂସକ ହୋଇ ଯାଇଥିଲେ କିନ୍ତୁ ସେବେଠାରୁ ଡାକ୍ତର ଏହି ବ୍ୟକ୍ତି ଜଣଙ୍କର ଚିକିତ୍ସା କରିଛନ୍ତି ତ ତାଙ୍କର ବହୁତ ଚର୍ଚ୍ଚା ହେଉଛି। ଡାକ୍ତରଙ୍କ ଟିମରେ ଜଣେ ମରି ଯାଇଥିବା ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟ ଏହି ବ୍ୟକ୍ତି ଜଣଙ୍କ ଶରୀରରେ ଲଗାଇ ଦେଇଥିଲେ। ବ୍ୟକ୍ତି ଜଣଙ୍କ ନିଜେ ନିଜର ଅନୁଭବ ସେୟାର କରିଛନ୍ତି।

ଯେଉଁ ଡ଼ାକ୍ତର ବ୍ୟକ୍ତି ଜଣଙ୍କର ଚିକିତ୍ସା କରିଛନ୍ତି, ତାଙ୍କୁ ଲୋକ ଡଃ ଡିକ ନାମରେ ଜାଣିବାକୁ ଲାଗିଛନ୍ତି। ଡାକ୍ତର ସାଉଥ ଆଫ୍ରିକନ ସଣ୍ଡେ ଟାଇମକୁ ଦେଇଥିବା ଇଣ୍ଟରବ୍ୟୁ ସମୟରେ ଏହି ପୂରା ଘଟଣାର ପୂରା ସୂଚନା ଦେଇଛନ୍ତି।ଡି ବ୍ୟାନ ଡେର ମେରଓ୍ବ ଏମିତି କହିଛନ୍ତି କି ଅପରେଶନ ମାଧ୍ୟମରେ ପ୍ରାଇଭେଟ ପାର୍ଟ ଯୋଡିବାର ଘଟଣା ପରେ ତାଙ୍କ ସହିତ ଅନେକ ଲୋକ ସମ୍ପର୍କ କରିବାକୁ ଲାଗିଛନ୍ତି। ଜଣେ ବ୍ୟକ୍ତି ନିଜର ପ୍ରାଇଭେଟ ପାର୍ଟ ଦାନ କରିବା ପାଇଁ ଚାହୁଁଥିଲେ ସେ ମଧ୍ୟ ଡାକ୍ତରଙ୍କ ସହିତ ସମ୍ପର୍କ କରିଛନ୍ତି।

୧୧ ଡିସେମ୍ବର ୨୦୧୪ରେ ପ୍ରାଇଭେଟ ପାର୍ଟ ଯୋଡିବା ବାଲା ସର୍ଜରୀ ଡାକ୍ତରଙ୍କ ଦ୍ବାରା କରା ଯାଇଥିଲା। ଯେଉଁ ବ୍ୟକ୍ତି ଜଣଙ୍କ ପ୍ରାଇଭେଟ ପାର୍ଟ କାମ କରିବା ବନ୍ଦ କରି ଦେଇଥିଲା, ଡାକ୍ତର ସେହି ବ୍ୟକ୍ତି ଜଣଙ୍କ ପ୍ରାଇଭେଟ ପାର୍ଟକୁ କାଟି ଅଲଗା ବାହାର କରି ଦେଇଥିଲେ। ଏହାପରେ ଡାକ୍ତରଖାନାରେ ହିଁ ଜଣେ ମୃତ ଶରୀରର ପ୍ରାଇଭେଟ ପାର୍ଟ କାଟି ନିଆ ଯାଇଥିଲା ଏବଂ ତାକୁ ସର୍ଜରୀ ମାଧ୍ୟମରେ ବ୍ୟକ୍ତି ଜଣଙ୍କ ଶରୀରରେ ଯୋଡି ଦିଆ ଯାଇଥିଲା। ଏହାପରେ ରୋଗୀଙ୍କ ଜଙ୍ଘରୁ ଚମଡା ବାହାର କରି ତାକୁ ପ୍ରାଇଭେଟ ପାର୍ଟରେ ଯୋଡା ଯାଇଥିଲା ଯାହାଦ୍ଵାରା ସେ ପ୍ରାକୃତିକ ଦେଖା ଯିବ।

ଡଃ ଏହା କହିଛନ୍ତି କି ସର୍ଜରୀ କରିବା ପରେ ବର୍ତ୍ତମାନ ତାଙ୍କ ପ୍ରାଇଭେଟ ପାର୍ଟ ବିଲକୁଲ ସାଧାରଣ ଭାବରେ କାମ କରୁଛି।କେବଳ ୧୮ବର୍ଷ ବୟସରେ ପୁଅ ଜଣଙ୍କର ପ୍ରାଇଭେଟ ପାର୍ଟ ଖରାପ ହେବା କୈାଣସି ଟ୍ରାମାରୁ ବିଲକୁଲ ମଧ୍ୟ କମ ନଥିଲା କିନ୍ତୁ ସର୍ଜରୀ କରିବା ପରେ ବର୍ତ୍ତମାନ ତାଙ୍କ ପ୍ରାଇଭେଟ ପାର୍ଟ ସାଧାରଣ ଭାବରେ କାମ କରୁଛି।

ଡାକ୍ତରଙ୍କର ଏମିତି କହିବା କଥା ହେଉଛି କି ବର୍ତ୍ତମାନ ତାଙ୍କ ସେକ୍ସୁଆଲ ଲାଇଫ ବହୁତ ହିଁ ଭଲ ଭାବରେ ଚାଲିଛି। ଏତିକି ନୁହେଁ ବରଂ ତାଙ୍କ ଅର୍ଗନରେ ସୀମନର ମଧ୍ୟ ପ୍ରୋଡକ୍ଶନ ଠିକ ଭାବରେ ହେଉଛି। ସୋସିଆଲ ମିଡିଆରେ ଏହି ପୂରା ଘଟଣାର ଚର୍ଚ୍ଚା ଲୋକମାନେ ବହୁତ କରୁଛନ୍ତି। ଯେଉଁମାନେ ମଧ୍ୟ ଏହି ଘଟଣା ବିଷୟରେ ଜାଣୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *