ସୋସିଆଲ ମିଡ଼ିଆରେ ଭାଇରାଲ ହେଲେ ଭାଉଜ ! ‘ସାତ ସମନ୍ଦର ପାର’ ଗୀତରେ ଦେଶୀ ଭାଉଜଙ୍କ ଜବରଦସ୍ତ ନାଚ: ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆର ଦୁନିଆରେ ଆପଣ ମାନେ ବହୁତ ସାରା ମଜାଦାର ଭିଡ଼ିଓ ଦେଖିଥିବେ। ଯେଉଁଥିରେ କିଛି ଭିଡ଼ିଓ କୌତୁହଳ ହୋଇଥିବା ବେଳେ ଆଉ କିଛି ଭିଡିଓ ଆଶ୍ଚଯ୍ୟ ଜନକ ହୋଇଥାଏ। କିଛି ଭିଡ଼ିଓ ଏପରି ହୋଇଥାଏ ଯାହା ଲୋକମାନଙ୍କ ହୃଦୟ ଜିତିବାର ସକ୍ଷମ ହୋଇଥାଆନ୍ତି। ଏହି ଦିନ ଗୁଡିକରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାର ଲାଗିଛି, ସେହି ଭିଡ଼ିଓକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି। ପ୍ରଶଂସା କଣ ପାଇଁ ନଅ କରାଯିବ ? ଜଣେ ଭାଉଜଙ୍କ ଜବରଦସ୍ତ ନାଚରେ ପୂରା ପରିବେଶ ବଦଳି ଗଲା।

କହିବାକୁ ଗଲେ ନାଚ ଶିଖିବା ହେଉ ଅବା ନାଚିବା ବହୁତ ଲୋକଙ୍କ ସଉକ ଥାଏ। କିଛି ଲୋକ ନିଜର ଜବରଦସ୍ତ ଦକ୍ଷତା ପାଇଁ ଲୋକଙ୍କ ହୃଦୟରେ ରାଜ କରନ୍ତି। ଜଣେ ଦେଶୀ ଭାଉଜଙ୍କ ସହ କିଛି ସେହିଭଳି ଘଟିଛି। ଯାହାଙ୍କର ଏକ ନାଚ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯାହା ଆପଣ ଭିଡ଼ିଓରେ ଦେଖିବାକୁ ପାଇବେ ଯେ ସାତ ସମନ୍ଦର ପାର ଗୀତରେ ଭାଉଜ ଜବରଦସ୍ତ ଭାବେ ନାଚୁଥିବାର ନଜରକୁ ଆସିବେ। ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି। ତେବେ ପ୍ରଥମେ ଆପଣ ଏହି ଭିଡ଼ିଓ ଦେଖନ୍ତୁ।

ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ଏହି ଭିଡ଼ିଓ

ଭିଡ଼ିଓ ଦେଖିବା ପରେ ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଭାଉଜ ଜଣଙ୍କ ଯେଉଁଭଳି ଭାବେ ଷ୍ଟେପ ପକେଇକି ନାଚିଲେ ଓ ତାଙ୍କ ନାଚିବାର ଷ୍ଟାଇଲି ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। ଫେସବୁକ ରେ ଏହି ଭିଡ଼ିଓକୁ Nitesh Mishra ନାମକ ଜଣେ ୟୁଜର ସେୟାର କରିଛନ୍ତି। ସେ ସେୟାର କରିଥିବା ସମୟରେ ଏହା ଲେଖିଛନ୍ତି ଯେ ‘ଜବରଦସ୍ତ ନାଚ’। ମୁଖ୍ୟ କଥା ଏହା ଯେ ଏହି ଭିଡ଼ିଓ ଏବେ ଧମାଲ କରୁଛି।

ଏହି ଭିଡ଼ିଓକୁ ଏବେ ୨୭ ଲକ୍ଷ୍ୟ ରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୫ ହଜାରରୁ ଅଧିକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ ଦେଢ଼ ଲକ୍ଷ୍ୟ ରୁ ଅଧିକ ଏହାକୁ ପସନ୍ଦ କରିଛନ୍ତି। ଏହି ଭିଡ଼ିଓକୁ ଦେଖିବା ପରେ ଜଣେ ୟୁଜର କହିଛନ୍ତି କି ଅତି ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି, ଚିତ୍ତାକର୍ଷକ ଓ ଚମତ୍କାର ସାହସ ଯୋଗୁ ହୋଇପାରିଛି। ସେହିଭଳି ଅନ୍ୟଜଣେ ୟୁଜର ଲେଖିଛନ୍ତି କି, ଆପଣ ମର୍ଯ୍ୟାଦା ରେ ରହିକି ଯେଉଁ ଭଳି ଭାବେ ନାଚିଲେ ସତରେ ତାହା ପ୍ରଶଂସା ଯୋଗ୍ୟ। ଅତି ସୁନ୍ଦର ଓ ଅଦ୍ଭୁତ ହୃଦୟରୁ ଧନ୍ୟବାଦ ଯାହା ହୃଦୟକୁ ଛୁଇଁ ଗଲା।

Leave a Reply

Your email address will not be published. Required fields are marked *