ଗୁରୁବାର ଦିନ କରନ୍ତୁ ଏହି ୫ ଟି କାମ ଘରେ ନିଶ୍ଚୟ ହେବ ଧନର ବର୍ଷା।

ବନ୍ଧୁଗଣ ପ୍ରତ୍ୟକ ଗୁରୁବାର ଦିନ କରନ୍ତୁ ଏହି ୫ ଟି କାମ ଘରକୁ ଆସିବେ ସ୍ୱୟଂ ମା ଲକ୍ଷ୍ମୀ ଏବଂ ସମସ୍ତ ସମସ୍ୟାର ମଧ୍ୟ ଅନ୍ତ ହୋଇଯିବ। ବନ୍ଧୁଗଣ ଆଜିର ସମୟରେ ପ୍ରତ୍ୟକ ବ୍ୟକ୍ତି ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଅବା ଧନର ଅବଶ୍ୟକତା କରିଥାନ୍ତି। ଏହି ସମୟରେ ଅନେକ ବହୁ ଲୋକ ଅଛନ୍ତି ଯେଉଁମାନେ ବହୁତ ହିଁ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କା କେବେବି ଏହିନଥାଏ। ଯେଉଁଠି ନାଁ ଯେଉଁଠି ଖର୍ଚ୍ଚ ହୋଇଯାଇଥାଏ। ଯେଉଁ କାରଣ ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ। ଧନ ସେହିମାନଙ୍କ ପାଖରେ ରହିଥାଏ ଯେଉଁମାନଙ୍କ ଉପରେ ସ୍ୱୟଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରିବା ସହିତ କେତେକ ନୀତି ନିୟମ ଅଛି ଯାହାକୁ ପାଳନ କରିବାକୁ ପଡିଥାଏ। ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ପ୍ରତ୍ୟକ ଗୁରୁବାର ଦିନ କେଉଁ ୫ ଟି କାର୍ଯ୍ୟ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଗୁଡିକର ଅନ୍ତ ହେବା ସହିତ ଘରେ ଧନର ବର୍ଷା ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ପ୍ରଥମ କଥା। ଆର୍ଥିକ ସମସ୍ୟାର ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ଘଟିବ।

ଦ୍ୱିତୀୟ କଥା। ଗୁରୁବାର ଦିନ ହଳଦିଆ ପୋଷାକ ଧାରଣ କରନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଓ ଚନ୍ଦନ ଏବଂ ହଳଦିଆ ମିଠା ଅର୍ପଣ କରନ୍ତୁ।

Google

ତୃତୀୟ କଥା। ଆପଣ ଗିରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛର ମୂଳରେ ହଳଦୀ ପାଣିକୁ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କର ଘରେ କେବଳ ଧନ ହିଁ ଧନ ଆସିଥାଏ।

ଚତୁର୍ଥ କଥା। ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ ସମୟରେ ହଳଦିଆ ଜିନିଷକୁ ଦାନ କରନ୍ତୁ। ଏହା କରିବା ଦ୍ୱାରା ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି।

ପଞ୍ଚମ କଥା। ଗୁରୁବାର ଦିନ ତୁଳସୀ ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏବଂ ଗୁରୁବାର ଦିନ ଆପଣଙ୍କର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ତ୍ରିଶୂଳ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ରହିଥାଏ। ଏବଂ ପ୍ରତ୍ୟକ ଗ୍ରହ ଦୋଷା ମଧ୍ୟ କଟିଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *