ପବିତ୍ର ଦୋଳ ପୁର୍ଣିମା ଦିନ ଘରେ ନିଶ୍ଚୟ କରନ୍ତୁ ଏହି ଉପାୟ ଘରେ ହେବ ସୁନା ଟଙ୍କାର ବର୍ଷା

ବନ୍ଧୁଗଣ ଆମ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଧନର ଆବଶ୍ୟକତା ରହିଥାଏ। କାରଣ ଧନ ବିନା ଜୀବନରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ। ଏହି କାରଣରୁ ବ୍ୟକ୍ତି ଅଧିକରୁ ଅଧିକ ଧନ ଉପାର୍ଜନ କରିବା ନିମନ୍ତେ କଠିନ ପରିଶ୍ରମ ମଧ୍ୟ କରିଥାଏ। କାରଣ ବନ୍ଧୁମାନେ ଧନ ବିନା ଜୀବନରେ ଗୋଟିଏ ପାଦ ମଧ୍ୟ ଆଗକୁ ବଢେଇବା ପ୍ରାୟତଃ ଅସମ୍ଭବ ହୋଇଥାଏ। କିନ୍ତୁ ବନ୍ଧୁମାନେ ଆଜିକାଲି ଦୁନିଆରେ ଧନ ଉପାର୍ଜନ କରିବା ଏତେ ସହଜ ହୋଇ ନଥାଏ । ଜଣେ ବ୍ୟକ୍ତି ଯେତେ ବି ପରିଶ୍ରମ କରିଥାଉ ନା କାହିଁକି ତଥାପି ସେ ଉଚିତ ଧନ ଉପାର୍ଜନ କରି ପାରେ ନାହିଁ।

ବନ୍ଧୁଗଣ ଆମ ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି କଠିନ ପରିଶ୍ରମ କରିବା ସହିତ ଦୈବୀ କୃପା କିମ୍ବା ଦୈବୀ ଶକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ। ତେବେ ସେ ଖୁବ୍ ଅଳ୍ପ ପରିଶ୍ରମରେ ଅଧିକରୁ ଅଧିକ ଧନ ଉତ୍ପାଦନ କରି ପାରି ଥାଏ। ବନ୍ଧୁଗଣ ଯେପରି ଆଗକୁ ପବିତ୍ର ଦୋଳ ପୂର୍ଣ୍ଣିମା ଆସୁଅଛି। ଆଜି ଆମେ ଆପଣଙ୍କୁ କହିବୁ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଏପରି କିଛି ଉପାୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଉପରେ ଦୈବୀ ଶକ୍ତିର ଆଶିର୍ବାଦ ରହିବା ସହିତ ଦୈବୀ କୃପା ମଧ୍ୟ ରହିଥାଏ। ଯାହାଫଳରେ ଆଗାମୀ ଦିନରେ ଆପଣ ବଡ଼ରୁ ବଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସେଥିରେ ସଫଳତା ପ୍ରାପ୍ତ କରି ପାରିବେ ଏବଂ ନିଜର ସମସ୍ତ ମନସ୍କାମନାକୁ ପୂରଣ କରି ଜୀବନରେ ଉନ୍ନତି କରି ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ।

Google

ପ୍ରଥମ ଉପାୟ ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ସାମ୍ନାରେ ଘିଅର ଦୀପ ଜଳାଇ ରଖନ୍ତୁ। ଏହି ଦ୍ଵୀପରେ ନାଲି ବଳିତା ଲଗାନ୍ତୁ। ଏହିପରି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଗୃହରେ ପ୍ରବେଶ କରି ଥାନ୍ତି। ଯାହାଦ୍ଵାରା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବା ସହିତ ଗୃହରେ ସବୁ ଅଭାବ ଅନଟନ ଦୂର ହେବ।

ଦ୍ଵିତୀୟ ଉପାୟ ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଆପଣଙ୍କ ଘରର ଅଗଣାରେ ଏକ ତୁଳସୀ ଗଛ ନିଶ୍ଚିତ ଲଗାନ୍ତୁ। ଯଦି ଆପଣଙ୍କ ଅଗଣାରେ ତୁଳସୀ ଗଛ ପୂର୍ବରୁ ରହିଛି ତାହେଲେ ସେହି ଗଛରେ ଏକ ନାଲି ରଙ୍ଗର କପଡ଼ା ବାନ୍ଧି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧି ସ୍ଥାପନ ହେବା ସହିତ ସମସ୍ତ ପ୍ରକାରର ଅଭାବ ଅନଟନ ଦୂର ହୋଇଥାଏ।

ତୃତୀୟ ଉପାୟଟି ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳ ସମୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଯୁଗଳ ମୂର୍ତ୍ତିକୁ ଅବଶ୍ୟ ପୂଜା କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି। ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ। ଯାହାଫଳରେ ଆପଣଙ୍କୁ ଦୈବୀ କୃପା ପ୍ରାପ୍ତ ହେବା ସହିତ ଆପଣଙ୍କର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ପୂରଣ ହୋଇଥାଏ। ଆପଣ ନିଜ ଜୀବନରେ ଉନ୍ନତି ଆଡ଼କୁ ଅଗ୍ରସର ହୋଇଥାନ୍ତି।

Google

ଚତୁର୍ଥ ଉପାୟ ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଆପଣ ଗରିବ ଅସହାୟ ଲୋକଙ୍କୁ ଦାନ କରନ୍ତୁ ଏବଂ ମନେ ରଖନ୍ତୁ ଦାନ ନିଜର ସାମର୍ଥ୍ୟ ଅନୁସାରେ କରିବା ଉଚିତ ଏବଂ ମନରେ ଦୟା ଓ ଭକ୍ତି ପୂର୍ବକ ଦାନ କରିବା ଦରକାର। ଯେପରି ଆପଣ ଭଗବାନଙ୍କୁ ଦାନ କରୁଛନ୍ତି। ତେବେ ଆପଣଙ୍କୁ ସେହି ଦାନର ଉଚିତ ଫଳ ପ୍ରାପ୍ତ ହେବ। ବନ୍ଧୁଗଣ ଅନ ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଏହିଭଳି ଦାନ ପୁଣ୍ୟ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସାତ ଜନ୍ମର ପାପ କ୍ଷୟ ହୋଇଥାଏ। ଯାହାଫଳରେ ଆପଣଙ୍କୁ ଭଗବାନଙ୍କ କୃପା ଲାଭ ହୋଇଥାଏ।

ପଞ୍ଚମ ଉପାୟ ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଗୋବର ରଖନ୍ତୁ ଏବଂ ସେଥିରେ ଝୁଣା ରଖି ତାକୁ ଜଳାନ୍ତୁ। ଏହି ଝୁଣାକୁ ଆପଣ ଘର ଚାରି ପାଖରେ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ଘରକୁ ଧନର ଆଗମନ ହୋଇଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *