ଭଲ ସମୟ ଆସିବା ପୁର୍ବରୁ ଭଗବାନ ଦିଅନ୍ତି ଏହି ୮ ଟି ସଂ-କେତ , ଆଜି ହିଁ ଜାଣି ନିଅନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୁର୍ବରୁ ଭଗବାନ ଦିଅନ୍ତି ଏହି ୮ ଟି ସଂ-କେତ। ତେବେ ଆସନ୍ତୁ ଜାଣିବା।

ଜୀ-ବନ ମୃ-ତ୍ୟୁ ସୁଖ ଦୁଃ-ଖ ଫାଇଦା କ୍ଷ-ତି ଏହିସବୁ ଜୀ-ବନର ମହତ୍ତ୍ୱ ପୂର୍ଣ ଅଙ୍ଗ ଅଟେ। କେବେ ଜୀ-ବନରେ ଖୁସିରେ ସମୟ ଆସିଥାଏ ତ କେବେ ଦୁଃ-ଖର କ-ଳାହ-ଳ ଆସିଯାଇଥାଏ। ସମସ୍ତଙ୍କ ଜୀବନରେ ସୁଖ ଦୁଃ-ଖ-ତ ଆସିଥାଏ ଏହି ସବୁ ସମୟ ଚକ୍ର ଯୋଗୁ ହୋଇଥାଏ। ସମୟ ଠାରୁ ବଡ଼ବାନ ଆଉ କିଛିବି ନାହିଁ। ଏବଂ ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଁଇ ଥାନ୍ତି। ଆପଣ ଆପଣଙ୍କ ଜୀବନରେ ଏମିତି ଅନେକ ଲୋକଙ୍କୁ ଦେଖିଥିବେ କି ଅଚାନକ ସେମାନେ ରାଜା ସମାନ ଜୀ-ବନ ଅତିବାହିତ କରିଥାନ୍ତି ଏବଂ ଅନେକ ଧନୀ ବ୍ୟକ୍ତି କା-ଙ୍ଗା-ଳ ମଧ୍ୟ ହୋଇଯାଇଥାନ୍ତି। ତାଙ୍କ ଜୀ-ବନକୁ ଦୁଃ-ଖ କ-ଷ୍ଟ ଆସିଯାଇଥାଏ। ଏହାସବୁ ସମୟ ଉପରେ ନି-ର୍ଭ-ର କରିଥାଏ। ତେବେ ଆମେ କିପରି ଜାଣି ପାରିବା ଯେ ସମୟ ଚକ୍ର ଆମ ପାଇଁ ଖୁସି ଆଣିକରି ଆସୁଛି କି ସ-ଙ୍କ-ଟ ଆଣିକରି ଆସୁଛି। ଏମିତି ବହୁତ ସାରା ପ୍ରଶ୍ନ ଆପଣଙ୍କର ମନ ଭିତରେ ଉଙ୍କି ମା-ରୁଥିବ। ସେଥିପାଇଁ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆଜି ଆମେ ଜଣାଇବୁ କି କିଛି ଏପରି ସଂ-କେତ ବିଷୟରେ ଯାହା ଦ୍ବାରା ଆପଣ ଆପଣଙ୍କର ଆଗକୁ ଆସୁଥିବା ଶୁଭ ସମୟ ବିଷୟରେ ଜାଣିପାରିବେ। ଯେବେ ନାରଦ ମୁନି ବୈକୁଣ୍ଠ ଧାମରେ ପହଂଚି ଭଗବାନ ଶ୍ରୀ ହରିବିଷ୍ଣୁଙ୍କୁ ଏହି ସଂ-କେତ ବିଷୟରେ ପଚାରି ଥିଲେ ତ ଶ୍ରୀ ହରିବିଷ୍ଣୁ ତାଙ୍କୁ ଜଣାଇଥିଲେ ସେ ସ୍ୱୟଂ ମନୁଷ୍ୟଙ୍କ ପାଖକୁ କିଛି ଏମିତି ସଂକେତ ପହଞ୍ଚେଇ ଥାନ୍ତି ଯାହା ଦ୍ବାରା ମନୁଷ୍ୟ ତାର ଆଗକୁ ଆସୁଥିବା ସମୟ ବିଷୟରେ ଜାଣିପାରିବେ। ଏହି ସଂକେତ ପ୍ରକୃତି ଦ୍ବାରା ପଶୁପକ୍ଷୀ ଦ୍ବାରା ଏବଂ ଆପଣଙ୍କର ଭକ୍ତି ଦ୍ବାରା ମଧ୍ୟ ହୋଇପାରେ। କେବଳ ମନୁଷ୍ୟକୁ ସେମାନଙ୍କୁ ଜାଣିବାର ଏବଂ ବୁଝିବାର ଆବଶ୍ୟକତା ଥାଏ। ତେବେ ଆସନ୍ତୁ ଜାଣିବା ସେହି ସଂ-କେତ ମାନଙ୍କ ବିଷୟରେ। ଯାହାକୁ ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି। ସେଥିପାଇଁ ପୋଷ୍ଟଟିକୁ ଶେ-ଷ ପର୍ଯ୍ୟନ୍ତ ପଢନ୍ତୁ।

Google

ଯଦି ଆପଣଙ୍କ ଘରର ଅଗଣାକୁ ଗାଈ ବାରମ୍ବାର କିଛି ଖାଇବାକୁ ଆସିଯାଇଥାଏ, ମାଙ୍କଡ ଆପଣଙ୍କର ଘରୁ କିଛି ଜିନିଷ ନିଜେ ଉଠେଇ କରି ନେଇଯାଏ, ବିଲେଇ ଆପଣଙ୍କର ଘରେ ଛୁଆ ଜନ୍ମକରେ ଏବଂ ପକ୍ଷୀ ଆପଣଙ୍କର ଘର ଅଗଣାରେ ତାର ବସା ବାନ୍ଧୁଥାଏ ଏହିପରି କିଛି ସଂକେତ ଦର୍ଶାଇଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନେଇବ। ଯାହା ଦ୍ବାରା ଆପଣ ଆପଣଙ୍କର ଜୀବନରେ ଗୋଟିଏ ଯୋଗ୍ୟ ପଦବୀରେ ପହଞ୍ଚିବାକୁ ଯାଉଛନ୍ତି।

ଛୋଟ ପିଲାମାନଙ୍କ ମଧ୍ୟରେ ସ୍ୱୟଂ ଭଗବାନ ବାସ କରିଥାନ୍ତି। ଏହା ଆମେ ସମସ୍ତେ ମାନିଥାଉ। ଯଦି କେଉଁ ଛୋଟ ଝିଅ କିମ୍ବା ଶିଶୁ ଆପଣଙ୍କୁ ଦେଖିକି ବାରମ୍ବାର ହସୁଥାଏ କିମ୍ବା ଆପଣଙ୍କର ଘରେ ତାଙ୍କର ଆଗମନ ହୋଇଥାଏ ଏବଂ ଆପଣଙ୍କର ଘରେ ଖୁସିରେ ଖେଳି ଥାଏ ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ।ଆପଣଙ୍କର ଜୀବନରେ ଖୁସି ଆସିବାକୁ ଯାଉଛି। ଏବଂ ନୁଆ ସମ୍ପର୍କ ଆପଣଙ୍କର ଜୀବନରେ ଯୋଡ଼ି ହେବାକୁ ଯାଉଛି। ଏହିପରି ସଂକେତ ଆପଣଙ୍କୁ ଇଶ୍ଵରଙ୍କର କୃପା ପ୍ରାପ୍ତ ହୋଇଥାଏ।

ସକାଳୁ ସକାଳୁ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରି ଥାନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ କିଛି ସାଧୁ ସନ୍ଥ, ପୂଜାରୀ ଙ୍କର ଆଶୀର୍ବାଦ ମିଳିଥାଏ ତ ଏହାକୁ ବହୁତ ଶୁଭ ସଂକେତ ବୋଲି ମାନାଯାଏ। ଏହାର ଅର୍ଥ ଏହା ଅଟେ କି ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରି ଥାନ୍ତି ସେହି କାର୍ଯ୍ୟ ଆପଣଙ୍କର ସଫଳ ହେବ। ସେହି କାର୍ଯ୍ୟରେ ଆପଣ ସଫଳ ହେବାରୁ କେହିବି ଅଟକାଇ ପାରିବେ ନାହିଁ।

ସନ୍ଧ୍ୟା ସମୟରେ ଯଦି ଜଳ ପୂର୍ଣ ପାତ୍ର କିମ୍ବା କ୍ଷୀର ପୂର୍ଣ ପାତ୍ର କାହା ଦ୍ବାରା ବି ଯଦି ଆପଣଙ୍କୁ ପ୍ରାପ୍ତ ହୋଇଥାଏ କିମ୍ବା କୌଣସି ମିଠା ଦ୍ରବ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ତ ଏହି ସଂକେତ ଆପଣଙ୍କର ଜୀବନରେ ଶୁଭ ସମୟର ଆରମ୍ଭ ହେବାର ସୁଚନା ଦେଇଥାଏ।

Google

ଘରକୁ ପ୍ରିୟ ଅତିଥିଙ୍କର ଆଗମନ ହେବା ଘରକୁ ଚାନ୍ଦି ଏବଂ ସୁନା ଆସିବା, ମହିଳାଙ୍କ ବାମ ପଟ ଅଙ୍ଗ ଏବଂ ପୁରୁଷଙ୍କ ଡାହାଣ ପଟ ଅଙ୍ଗ ଡେଇଁବା ବହୁତ ଶୁଭ ମାନାଯାଇଥାଏ। ଏହି ସବୁ ସଂକେତ ଆପଣଙ୍କର ଆଗକୁ ଆସୁଥିବା ସମୟକୁ ସୁଚନା ଦେଇଥାଏ।

ଆପଣ ଯଦି କେବେ ଅନୁଭବ କରିଥିବେ କି କେତେଥର ଆପଣଙ୍କର ମନ ବିନା କାରଣରେ ପ୍ରସନ୍ନ ହୋଇଥାଏ ଆପଣଙ୍କର ଚେହେରା ଖୁସି ପୂର୍ଣ ରହିଥାଏ ଆପଣ କ୍ରୋ-ଧଠାରୁ ଦୂରେଇ ଯାଇଥାନ୍ତି। ଏହି ସଂକେତ ଦର୍ଶାଇଥାଏ କି ଆପଣଙ୍କର ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି। ଯାହା ଦ୍ବାରା ଆପଣ ସର୍ବଦା ପ୍ରଫୁଲିତ ରହିବେ। ଏମିତି ସମୟରେ ଆମେ ଯେଉଁ ଜିନିଷ ବିଷୟରେ ଜମାବି ଭାବି ନଥାଉ ଠିକ ସେହି ସମୟରେ ସେହି ଜିନିଷ ବିଷୟରେ ଆମକୁ ଖୁସି ଖବର ମିଳିଥାଏ। ଆମ ମାନଙ୍କ ମନ ଭିତରେ ଇଶ୍ଵର ବାସ କରିଥାନ୍ତି।ଏଥି ପାଇଁ ମନ ପ୍ରସନ୍ନ ରହିବା ସବୁଠୁ ବଡ଼ ଶୁଭ ସଂକେତ ମାନାଯାଇଥାଏ।

ଯଦି ଆପଣଙ୍କର ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲି ଯାଏ ଏବଂ ଆପଣଙ୍କୁ ଇଶ୍ଵରଙ୍କର ସ୍ମରଣ ହୋଇଯାଏ କିମ୍ବା ଆପଣଙ୍କୁ ଏପରି ଲାଗିଥାଏ କି ଯେମିତି ଆପଣଙ୍କୁ କିଏ କୌଣସି ଦିଗ ଆଡକୁ ନେଇଯାଉଛି ତ ବୁଝି ଯାଆନ୍ତୁ କି ଆପଣଙ୍କ ପାଇଁ ସଫଳତାର ନୁଆ ମାର୍ଗ ଖୋଲିବାକୁ ଯାଉଛି। ସ୍ୱୟଂ ଭଗବାନ ଆପଣଙ୍କୁ ସମର୍ଥନ କରୁଛନ୍ତି।

Google

ଅନେକ ସମୟରେ ଚାଲୁ ଆସୁଥିବା ଖର୍ଚ୍ଚ ଏବଂ ଆସୁଥିବା ସ-ଙ୍କଟ ଟଳି ବାକୁ ଲାଗିଯାଏ ଏବଂ ଧନର ନୁଆ ସ୍ରୋତ ଖୋଲିବାକୁ ଲାଗିଯାଏ ତ ଏହି ସଂକେତରୁ ବୁଝିଯାଆନ୍ତି ଯେ କି ଆପଣଙ୍କର ଖରାପ ସମୟ ଏବେ ଯିବାକୁ ଲାଗୁଛି। ଏବଂ ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି। ଘରକୁ ଧନର ଆଗମନ ହେବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *