ଘରକୁ ଫେରିବା ସମୟରେ ସାଙ୍ଗରେ ନେଇ ଆସନ୍ତୁ ଏହି ଗୋଟିଏ ପତ୍ର, ଟଙ୍କା, ସୁନା ଓ ରୂପା ଗଡେଇ ଗଡେଇ ଆସିବ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାନ୍ତି। ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାନ୍ତି। କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମିଳି ନଥାଏ। ଏବଂ କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଆଣ୍ଟି ନଥାଏ। ଆଜି ଆମେ ଆପଣମାନଙ୍କୁ ଏଭଳି ଏକ ଚମତ୍କାରୀ ଓ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ।

ବନ୍ଧୁଗଣ ଦୁନିଆରେ ସମସ୍ତ ବ୍ୟକ୍ତି କିଛି ନାଁ କିଛି କାମରେ ଘରୁ ବାହାରକୁ ଯାଇଥାନ୍ତି। ପ୍ରାୟତଃ ପ୍ରତ୍ୟକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କାମ ସାରି ଘରକୁ ଫେରିବା ସମୟରେ ଶୂନ୍ୟ ହାତରେ ଫେରିଥାନ୍ତି। ଏପରି ଆଦୌ କରିବା ଉଚିତ ନୁହେଁ। ଏହା ଦ୍ବାରା ମଙ୍ଗଳ ଦୃଷ୍ଟି ପଡ଼ି ନଥାଏ। ଯାହା ଦ୍ବାରା ଘରେ ସବୁବେଳେ ଅଭାବ ଅନାଟନ ଦେଖା ଦେଇଥାଏ। ତେଣୁ ଘରକୁ ଫେରୁଥିବା ସମୟରେ ଛୋଟ ଜିନିଷବି ହେଉ ସାଙ୍ଗରେ ନେଇ ଫେରନ୍ତୁ। ଯଦି କିଛି କିଣି ପାରୁନାହାନ୍ତି ତେବେ ଗୋଟିଏ ବେଲ ଗଛରୁ ଗୋଟେ ବେଲ ପତ୍ର ଛିଣ୍ଡାଇ ନିଜ ସାଥିରେ ନେଇ ଆସନ୍ତୁ। ଏବଂ ତାକୁ ଘରେ ପହଞ୍ଚିଲା ପରେ ଘରର ଠାକୁର ଘରେ ରଖି ଦିଅନ୍ତୁ। ଏହାର ଶୁଭ ପରିଣାମ ଆପଣମାନେ ନିଶ୍ଚିତ ଭାବରେ ଅନୁଭବ କରିପାରିବେ।

Google

ବନ୍ଧୁଗଣ ଏକ ଧଳା ରଙ୍ଗର ଓ ଠିଆ ହୋଇଥିବା ଗଣେଷଙ୍କର ମୂର୍ତ୍ତି ଘରକୁ ଆଣନ୍ତୁ। ଏହି ମୂର୍ତିକୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ। ଏହି ମୂର୍ତି ସମୁଖରେ ଅରୁଆ ଚାଉଳ ରଖି ଦିଅନ୍ତୁ। ଏବଂ କିଛିଦିନ ପରେ ଏହି ଅରୁଆ ଚାଉଳ ଖରାପ ହୋଇଗଲେ ପୁରୁଣା ଅରୁଆ ଚାଉଳକୁ କାଢି ପୁଣି ଥରେ ଅରୁଆ ଚାଉଳ ରଖିଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଅଟକି ରହିଯାଇଥିବା କାର୍ଯ୍ୟ ସୋମ୍ପନ ହେବ। ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ।

ବନ୍ଧୁଗଣ କିଛି ବ୍ୟକ୍ତି ରୋଜଗାର କରିଥାନ୍ତି କିନ୍ତୁ ତାଙ୍କୁ ପଇସା ନିଅଂଟ ହୋଇଥାଏ। ଏବଂ କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମଧ୍ୟ ମିଳିନଥାଏ ଓ ସେମାନଙ୍କ ଜୀବନରେ ସର୍ବଦା ଅଭାବ ଏବଂ ଅନାଟନ ଲାଗି ରହିଥାଏ। ତେଣୁ ଯେଉଁମାନେ ଏହିସବୁ ସମସ୍ୟାରେ ଅଛନ୍ତି ସେମାନେ ଏକ ପିତଳର ଢାଳ ନିଅନ୍ତୁ ଏବଂ ସେଥିରେ କିଛି ଅଚଳ ପଇସା ବା ଚଳନୀୟ ପଇସା ରଖି ଢାଳକୁ ଭର୍ତି କରିଦିଅନ୍ତୁ। ପ୍ରତିଦିନ ଏହି ଅଚଳ ପଇସାକୁ ପୂର୍ଣ ଥିବା ଢାଳକୁ ଉଦିସ୍ଟ ପ୍ରଣାମ କରନ୍ତୁ।

Google

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଆପଣଙ୍କ ଜୀବନରେ ସବୁ ପ୍ରକାରର ଅଭାବ ଅନଟନ ବହୁତ ଶୀଘ୍ର ଦୂର ହୋଇଯିବ। ଏବଂ ଘରେ ଧନର ବର୍ଷା ହେବାକୁ ଲାଗିବ। ଏହି ଉପାୟ କରିବା ଦ୍ବାରା ଆପଣଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *