ଆଇନା ଘରେ ରଖିଛନ୍ତି କି ଜାଣନ୍ତୁ ଭ-ୟ-ଙ୍କର କଥା।

ବନ୍ଧୁଗଣ ଆଇନା କରିଥାଏ କାଙ୍ଗାଳ। ଆପଣ ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତିକି ତେବେ ଏହା ଜାଣିଲେ ଆପଣ ଆଇନାକୁ ଭୟ କରିବେ। ଆଇନା ସୌନ୍ଦର୍ଯ୍ୟର ପରିଚୟ ଦେଇଥାଏ ଏବଂ ତା ସହିତ ଏକ ଭ-ୟା-ନକ ତଥ୍ୟ ମଧ୍ୟ ଦେଇଥାଏ। ବାସ୍ତୁ ଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନର ବାଟ ବତାଇଥାଏ। ଘରକୁ ସୁନ୍ଦର ଓ ସୁସଜିତ କରିବା ପାଇଁ ଆ-ଇ-ନର ବ୍ୟବହାର ବହୁ କା-ଳରୁ ଚାଲିଆସୁଛି। ଲୋକେ ଆଇନାରେ ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜେଇ ହୋଇ ଥାନ୍ତି। ଆଇନା ଆଗରେ ସଜେଇ ହେବା ପାଇଁ ପ୍ରାୟ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ କଣ ଏହା ଜାଣିଛନ୍ତି କି, ଆଇନାର ବିପରୀତ ବ୍ୟବହାର ଆପଣଙ୍କୁ ନକା-ରା-ତ୍ମ-କ ଉର୍ଜା, ଦୁ-ର୍ଘ-ଟ-ଣା ଭୟଙ୍କର ସମସ୍ୟା ଆଦି ଆଣିଦେଇଥାଏ। ଆସନ୍ତୁ ଜାଣିବା କିପରି ହୋଇଥାଏ ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

Google

ବହୁତ ସମୟ ଆଇନାରେ ନିଜକୁ ଦେଖିବା ବାସ୍ତୁ ଶାସ୍ତ୍ରରେ ବର୍ଜିତ ଅଛି। ଏହା କରିବା ଦ୍ବାରା ନ-କା-ରା-ତ୍ମ-କ ଉର୍ଜା ଆପଣଙ୍କ ଶ-ରୀ-ର-ରେ ପ୍ରବେଶ କରିଥାଏ। ଏହା ଦ୍ବାରା ଆପଣ ଧୀରେ ଧୀରେ ବ-ର୍ବା-ଦ ଆଡକୁ ଟାଣି ହୋଇଯାଆନ୍ତି।

ଖାସ କରି ଆଇନା ରାତିରେ ଏକାନ୍ତରେ ଭୁଲରେ ମଧ୍ୟ ଦେଖିବା ଅନୁଚିତ। କାରଣ ରାତିରେ ସମୟରେ ଆଇନାର ରୁପ କିଛି ଅଲଗା ପ୍ରକାରର ହୋଇଥାଏ। ଆଇନା ଆପଣଙ୍କର ସୌନ୍ଦର୍ଯ୍ୟର ପରିଚୟ ଦେବା ସଙ୍ଗେ ସଙ୍ଗେ ନା-କା-ରା-ତ୍ମ-କ ଉର୍ଜାର ସଂକେତ ମଧ୍ୟ ଦେଇଥାଏ। ତାହା ଆପଣଙ୍କ ପାଇଁ କ୍ଷ-ତିକାରକ ହୋଇଥାଏ। ରାତି ସମୟରେ ଆଇନା ଦେଖିବା ଦ୍ବାରା ନକା-ରା-ତ୍ମ-କ ଉର୍ଜା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ।

ବାସ୍ତୁ ଶାସ୍ତ୍ର କୁହେ ଯେ, ଆଇନା ସୌନ୍ଦର୍ଯ୍ୟ ସଜାଡିବା ସଙ୍ଗେ ସଙ୍ଗେ ଭାଙ୍ଗ ମଧ୍ୟ ସଜାଡି ଦେଇଥାଏ। କାରଣ ଆଇନା ସମ୍ବୋଦ୍ଧରେ କେତେ ପ୍ରକାରର ଭୁଲ ହୋଇଗଲେ ସ୍ବାସ୍ଥ୍ୟ, ଧନ ଏବଂ ଉନ୍ନତିରେ ବାଧା ମଧ୍ୟ ଆଣିଥାଏ। ଏଣୁ ସତର୍କ ରୁହନ୍ତୁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃ-ଖ କ-ଷ୍ଟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *