ସ୍ତ୍ରୀର ଏହି ୩ଟି ଅଭ୍ୟାସ ସ୍ୱାମୀଙ୍କୁ କରି ଦିଏ କୋଟିପତି, ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ ।

ବନ୍ଧୁଗଣ ସ୍ତ୍ରୀର ଏହି ତିନୋଟି ଅଭ୍ୟାସ ସ୍ବାମୀକୁ କରିଥାଏ କୋଟିପତି । ପ୍ରତ୍ୟେକ ଝିଅର କିଛି ନା କିଛି ଭଲ ଗୁଣ ରହିଛି। କିନ୍ତୁ ଏହି ତିନୋଟି ଅଭ୍ୟାସ ତାଙ୍କ ସ୍ଵାମୀକୁ କରିଥାଏ କୋଟିପତି । ଯେତେବେଳେ ଗୋଟିଏ ଝିଅ ବିବାହ କରି ଜଣକ ଘରକୁ ଯାଇଥାଏ, ସେତେବେଳେ ସେ ସେହି ଘରକୁ ସ୍ବର୍ଗ କରି ଦେଇଥାଏ। ଭବିଷ୍ୟ ପୁରାଣ ଅନୁସାରେ ଯଦି ଆପଣ ସୁଖପୁର୍ଣ୍ଣ ଗୃହସ୍ଥ ଜୀ-ବ-ନ ଚାହୁଁଛନ୍ତି, ତାହେଲେ ଏହି କିଛି ଗୁଣ ଥିବା ଝିଅଙ୍କୁ ବିବାହ କରିବା ଉଚିତ। ଏଭଳି ଗୁଣର ନା-ରୀ ମାନଙ୍କୁ ସ୍ଵୟଂ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ। ଏମାନେ ଯେଉଁ ଗୃହକୁ ଯାଇଥାନ୍ତି , ସେହି ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଟଙ୍କାପଇସାରେ ଅ-ଭା-ବ ରହିନଥାଏ। ଯେଉଁ ନାରୀମାନଙ୍କ ମଧ୍ୟରେ ଏହି ଗୁଣ ରହିଥାଏ ,ସେମାନେ ନିଜର ସ୍ବାମୀ ଏବଂ ପରିବାର ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ସ୍ତ୍ରୀ ଲୋକଙ୍କର ପରିବାର ବହୁତ ଶୀଘ୍ର ଧନବାନ ହୋଇ ଯାଆନ୍ତି। ଆଜି ଆମେ ଜାଣିବା ଯେ କେଉଁ ତିନୋଟି ଅଭ୍ୟାସ ବା ଗୁଣ ଥିବା ସ୍ତ୍ରୀ ମାନେ ଭାଗ୍ୟବତୀ ହୋଇ ଥାନ୍ତି।

ପ୍ରଥମ କଥା ହେଉଛି ଯେଉଁ ସ୍ତ୍ରୀ ଲୋକମାନେ ଧର୍ମର ମାର୍ଗରେ ଚାଲି ଥାଆନ୍ତି ଏବଂ ଜୀ-ବ-ନରେ ଆଗକୁ ବଢ଼ିବାକୁ ପ୍ରୟାସ କରି ଥାନ୍ତି ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ଏବଂ ଆସ୍ଥା ରଖି ଥାଆନ୍ତି, ସେହି ସ୍ତ୍ରୀ ଲୋକେ ବହୁତ ଭଲ ହୋଇ ଥାନ୍ତି। ତାଙ୍କ ଘରର ପରିବେଶ ହସଖୁସିରେ ଅତିବାହିତ ହୁଏ। ଏମାନଙ୍କର ଏହି ଗୁଣ ଯୋଗୁଁ ଏମାନେ ଖୁସି ରହି ଥାନ୍ତି ଏବଂ ସ୍ଵାମୀଙ୍କ ସହିତ ଘରର ଅନ୍ୟ ସଦସ୍ୟଙ୍କୁ ଖୁସିରେ ରଖି ଥାନ୍ତି। ଏଭଳି ସ୍ତ୍ରୀଲୋକ ମାତା ଲକ୍ଷ୍ମୀଙ୍କର ପ୍ରଥମ ପସନ୍ଦ ଅଟନ୍ତି।

Google

ଦ୍ଵିତୀୟ କଥା ହେଉଛି , ଯେଉଁ ସ୍ତ୍ରୀ ଲୋକଙ୍କର ଇଚ୍ଛା ସୀମିତ ରହିଥାଏ, ତାଙ୍କର ସ୍ବାମୀ ସର୍ବଦା ଖୁସିରେ ରହନ୍ତି।ସେହିଭଳି ସ୍ତ୍ରୀଲୋକ ସର୍ବଦା ନିଜ ସ୍ଵାମୀଙ୍କ ସପକ୍ଷରେ ରହିଥାନ୍ତି। ସେହି ଦ-ମ୍ପ-ତ୍ତି ସର୍ବଦା ସୁଖୀ ରହିଥାନ୍ତି। ତେଣୁ ପ୍ରତ୍ୟେକ ସ୍ବାମୀ ଏଭଳି ସ୍ତ୍ରୀ ପାଇବା ପାଇଁ ଇଚ୍ଛା ରଖି ଥାନ୍ତି। ଯିଏ ତାଙ୍କ କଥା ବୁଝି ଥିବ ଏବଂ ବିନା କାରଣରେ ରା-ଗି-ବ ନାହିଁ। ଏଭଳି ସ୍ତ୍ରୀ ଯେଉଁ ଘରେ ଥାନ୍ତି , ସେହି ଘରେ ଧନର ଅ-ଭା-ବ ହୁଏ ନାହିଁ।

ତୃତୀୟରେ ହେଉଛି ସ୍ତ୍ରୀ ର କଥା ବା ଭାଷା ଯଦି ଭଲ ରହୁଥିବ , ଏହି ସ୍ତ୍ରୀ ରହୁଥିବା ଘରେ ସୁଖ ଶାନ୍ତିର ବାତାବରଣ ଦେଖାଯିବ। କିଛି ସ୍ତ୍ରୀଲୋକ ଘରେ କ-ଟୁ କଥା କହିଥାନ୍ତି, ବି-ବା-ଦ ମଧ୍ୟ କରିଥାନ୍ତି, ସେହି ଘରେ ସର୍ବଦା ଅଶାନ୍ତି ଲାଗି ରହେ। ସେଥିପାଇଁ ସବୁବେଳେ ସମସ୍ତଙ୍କୁ ଉତ୍ତମ ବଚନ କହିବା ଉଚିତ । ଏଭଳି ସ୍ତ୍ରୀ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି।ଏମାନଙ୍କୁ ସମସ୍ତେ ଭଲପାଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *