ଏହି 5ଟି ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ, ଏଥିରେ ଆପଣଙ୍କ ଜନ୍ମ ମାସ ନାହିଁ ତ , ଜାଣି ନିଅନ୍ତୁ ।

ଶାସ୍ତ୍ରରେ ନାରୀମାନଙ୍କଠାରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ବାସଥାଏ ବୋଲି କୁହାଯାଇଛି । ଏଥିପାଇଁ ଯେତେବେଳେ ମଧ୍ୟ ଗୃହରେ ଝିଅ ଜନ୍ମ ହୋଇଥାଏ ସେତେବେଳେ ଲୋକ କୁହନ୍ତି ଯେ ମାତା ଲକ୍ଷ୍ମୀ ଘରକୁ ଆସିଲେ। ଅନେକ ଲୋକଙ୍କ କହିବା ଅନୁସାରେ ଘରେ ଝିଅ ମାନେ ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ ଝିଅଙ୍କର ଜନ୍ମ ସହିତ ସେମାନଙ୍କ ଜନ୍ମ ମାସ ମଧ୍ୟ ଶୁଭ ହୋଇଥାଏ। ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଭାଗ୍ୟବାନ ହୋଇଥାନ୍ତି ଏବଂ ଏହାସହିତ ସେମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ।

ପ୍ରଥମ ମାସଟି ହେଉଛି ଫେବୃଆରୀ ମାସ। ଫେବୃଆରୀ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ସ୍ଵଭାବ ବହୁତ ନମ୍ର ହୋଇଥାଏ। ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏହି ଝିଅମାନଙ୍କ ବିବାହ ପରେ ସେମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ। ଏହାସହିତ ଏହି ଝିଅମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିଥାନ୍ତି। ଏହି ଝିଅମାନଙ୍କ ଗ୍ରହ ଚାଳନା ଏମାନଙ୍କ ପରିବାର ପାଇଁ ଲାଭ ଆଣିଥାଏ।

ଦ୍ଵିତୀୟ ମାସଟି ହେଉଛି ଏପ୍ରିଲ ମାସ। ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ। ଏହି ମାସର ଜନ୍ମିତ ଝିଅମାନଙ୍କ ପଦ ଚଳନ ବହୁତ ଦ୍ରୁତ ହୋଇଥାଏ ଯାହାଦ୍ୱାରା ଏମାନଙ୍କୁ ସଫଳତା ମିଲିଥାଏ। ଏମାନଙ୍କ ଭାଗ୍ୟ ଉଚ୍ଚ ହୋଇଥାଏ।

Google

ତୃତୀୟ ମାସଟି ହେଉଛି ଜୁନ ମାସ। ଜୁନ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଝିଅମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି। ନିଜର ଲକ୍ଷ ପ୍ରାପ୍ତ ନିମନ୍ତେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି ।

ଚତୁର୍ଥ ମାସଟି ହେଉଛି ସେପ୍ଟେମ୍ବର ମାସ। ଏହି ମାସରେ ଜନ୍ମିତ ଝିଅଙ୍କର କୁଣ୍ଡଳୀରେ ବୁଧ, ଶୁକ୍ର ଏବଂ ଚନ୍ଦ୍ର ଏହି ତିନୋଟି ଗ୍ରହଙ୍କର ମିଳନ ହୋଇଥାଏ । ସେଥିପାଇଁ ଏହିମାସରେ ଜନ୍ମିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି। ଏହି ଝିଅମାନେ ନିଜ ଭାଗ୍ୟ ବଳରେ ସବୁକିଛି ପ୍ରାପ୍ତ କରିଥାନ୍ତି ଏବଂ କେବେ କୌଣସି ଜିନିଷର ଅଭାବ ହେବାକୁ ଦିଅନ୍ତି ନାହିଁ। ଏପରି ଝିଅ ମାନଙ୍କ ବିବାହ ବହୁତ ଧନଶାଳୀ ଘରେ ହୋଇଥାଏ।

ପଞ୍ଚମ ମାସଟି ହେଉଛି ନଭେମ୍ବର ମାସ। ଏହି ମାସରେ ଜନ୍ମିତ ଝିଅ ମାନଙ୍କ ସ୍ଵଭାବ ବହୁତ ନମ୍ର ଏବଂ ଏମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏମାନଙ୍କ ବିବାହ ପରେ ଏମାନଙ୍କୁ ଭଲ ଶଶୁର ଘର ମିଳିଥାଏ। ଏହି ଝିଅମାନେ ନିଜର ଶାଶୁ ଶଶୁରଙ୍କ ସହିତ ନିଜ ସ୍ୱାମୀଙ୍କର ମଧ୍ୟ ନିଷ୍ଠାର ସହ ସେବା କରିଥାନ୍ତି। ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *