ଶନିବାର ଦିନ କରିବା ଉଚିତ ନୁହେଁ ଏହି କାମ, ନଚେତ ଧନବାନରୁ ହୋଇଯିବେ କା-ଙ୍ଗା-ଳ

ହିନ୍ଦୁ ଧର୍ମରେ ଦେବ ଏବଂ ଦେବୀଙ୍କ ଉପାସନାକୁ ବିଶେଷ ଗୁରୁତ୍ୱ ବୋଲି ବିବେଚନା କରାଯାଇଛି, ତେବେ ଆଜିର ସମୟରେ ମଧ୍ୟ ପ୍ରତ୍ୟେକ ଘରେ ପୂଜା ପାଠ କରାଯାଏ। ଇଶ୍ବରଙ୍କ ଉପରେ ଲୋକମାନଙ୍କ ବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଉଛି, ଯେଉଁଥିପାଇଁ ବହୁ ସଂଖ୍ୟକ ଲୋକମାନେ ଇଶ୍ବରଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଆନ୍ତି ଏବଂ ସେମାନଙ୍କ ଘରେ ପୂଜାପାଠ କରିବା ପାଇଁ ସ୍ଥାନ ବନାଇଥାନ୍ତି, ଯେଉଁଠାରେ ସେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପୂଜା ପାଠ କରନ୍ତି, କିନ୍ତୁ ପୂଜା ପାଠ କରିବା ସମୟରେ ଅଜ୍ଞାତରେ ଆମ ଦ୍ୱାରା ଏହିପରି ଅନେକ ଭୁଲ୍ ହୋଇଥାଏ, ଯେଉଁଥିପାଇଁ ଆମକୁ ଆମର ପୂଜାର ଫଳ ମିଳେ ନାହିଁ, ପୂଜା ପାଠ କରିବା ଦ୍ୱାରା ଭଗବାନ ଆପଣଙ୍କ ଉପରେ ଯେତେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି, ତେବେ ଆପଣଙ୍କ ଗୋଟିଏ ଛୋଟ ଭୁଲ ଯୋଗୁଁ ଭଗବାନ ଆପଣଙ୍କ ଉପରେ କ୍ରୋ-ଧି-ତ ମଧ୍ୟ ହୋଇପାରନ୍ତି, ଯେଉଁଥି ପାଇଁ ଆପଣଙ୍କୁ ଏହାର ଖରାପ ଫଳାଫଳ ଭୋଗିବାକୁ ପଡିପାରେ।

ଶନିବାର ଦିନ ଏହା କରାଯିବା ଉଚିତ୍ ନୁହେଁ:-

Google

ଲୁହା ସାମଗ୍ରୀ:-

ଶନିବାର ଦିନ କେବେ ବି ଲୁହା ଜିନିଷ ଆଣିବା କଥା ନୁହେଁ। ଯଥାସମ୍ଭବ ଶନିବାର ଦିନ ଲୁହାର ଜିନିଷକୁ ଦାନ କରିବା ଉଚିତ, କାରଣ ଏହା କରିଲେ ଶନିଦେବ ଖୁସି ହୁଅନ୍ତି ଏବଂ ଯଦି ଆପଣ ଏହି ଦିନ ଲୁହା ଜିନିଷ ଆଣନ୍ତି, ତେବେ ଶନିଦେବ ମହାରାଜ କ୍ରୋ-ଧି-ତ ହୁଅନ୍ତି, ତେଣୁ ଆପଣ ଭୁଲରେ ମଧ୍ୟ ଲୁହା ଜିନିଷ କେବେ ଆଣନ୍ତୁ ନାହିଁ।

ଗରିବଙ୍କ ଅପମାନ:-

ସେମିତିରେ ଦେଖିବାକୁ ଆମକୁ କୌଣସି ବ୍ୟକ୍ତିଙ୍କର ଅ-ପ-ମା-ନ କରିବା ଅନୁଚିତ, ଏହା ଉଚିତ ନୁହେଁ ବୋଲି ବିଶ୍ବାସ କରାଯାଏ। ଖାସକରି ଶନିବାର ଦିନ ଆମେ ଗରିବମାନଙ୍କୁ ଜମାରୁ ଅ-ପ-ମା-ନ କରନ୍ତୁ ନାହିଁ କାରଣ ଶନିଦେବ ଗରିବଙ୍କର ପ୍ରତିନିଧିତ୍ଵ କରନ୍ତି ଓ ଯଦି ଶନିବାର ଦିନ କୌଣସି ଗରିବଙ୍କର ଅ-ପ-ମା-ନ କରନ୍ତି ତେବେ ଶନିଦେବ ମହାରାଜ ବହୁତ କ୍ରୋ-ଧି-ତ ହୋଇଯାନ୍ତି।

ତେଲ ଘରକୁ ଆଣିବା:-

ଆପଣ ଶନିବାର ଦିନ କେବେବି ଘରକୁ ତେଲ ଆଣନ୍ତୁ ନାହିଁ। ଶନିବାର ଦିନ ଆପଣ ଗରିବ ଲୋକମାନଙ୍କୁ ତେଲ ଦାନ କରିପାରିବେ। ଶନିବାର ଦିନ ତେଲ ନେଲେ ଶନିଦେବ କ୍ରୋ-ଧି-ତ ହୋଇଯାନ୍ତି।

ଜୋତା କିମ୍ବା ଚପଲର ଉପହାର ନିଅନ୍ତୁ ନାହିଁ:-

ଆପଣ ଶନିବାର ଦିନ ଭୁଲରେ ମଧ୍ୟ ଜୋତା କିମ୍ବା ଚପଲ କାହାରି ଠାରୁ ଉପହାର ନିଅନ୍ତୁ ନାହିଁ। ଏହି ଦିନ ଜୋତା ଓ ଚପଲ ଉପହାର ନେବା ଶୁଭ ବୋଲି ମନାଯାଏ ନାହିଁ ଓ ଶନି ମହାରାଜ କ୍ରୋ-ଧି-ତ ହୋଇଯାନ୍ତି।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାର୍ଯ୍ୟ:-

ଯଦି ଆପଣ ଶନିଦେବଙ୍କ ପ୍ରକୋପରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ, ଆପଣ ଶନିବାର ଦିନ ଅଶ୍ୱତ୍ଥ ଗଛର ପୂଜା କରନ୍ତୁ ଓ ପୂଜା ପରେ ଅଶ୍ୱତ୍ଥ ଗଛର ଚାରିପାଖରେ ସାତ ଥର ପରିକ୍ରମା କରନ୍ତୁ। ଏହି ଉପାୟକୁ କରିବା ଦ୍ଵାରା ଶନି ମହାରାଜ ଆପଣଙ୍କ ଉପରେ ଅତ୍ୟଧିକ ପ୍ରସନ୍ନ ହେବେ।

କଳା ତିଳଉର ଦାନ:-

ଶନିଦେବଙ୍କୁ ଖୁସି କରିବା ପାଇଁ ଆପଣ ଶନିବାର ଦିନ କଳା ତିଳ ଦାନ କରନ୍ତୁ। କୌଣସି ଗରିବ ଲୋକଙ୍କୁ କଳା ତିଳ ଦାନ କରିବା ଶନିବାର ଦିନ ବହୁତ ଶୁଭ ବୋଲି ବିବେଚନା କରାଯାଏ ଓ ଏଥିରେ ଶନି ମହାରାଜ ବହୁତ ପ୍ରସନ୍ନ ହୁଅନ୍ତି।

ଆପଣ ଶନିବାର ଦିନ ସୋରିଷ ତେଲରେ ଦ୍ଵିପ ହନୁମାନଙ୍କର ମନ୍ଦିରରେ ଜଳାନ୍ତୁ। ଏମିତି କରିବା ଦ୍ଵାରା ଶନିଦେବ ମହାରାଜ ବହୁତ ପ୍ରସନ୍ନ ହେବେ ଓ ଆପଣଙ୍କ ଉପରେ ଶନିଦେବଙ୍କ ପ୍ରକୋପ ଅତିଶୀଘ୍ର ସମାପ୍ତ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *